” ଭାଉଜଙ୍କୁ ଟୋକା ମାନେ ଟେକି ନେଇଗଲେ ” ବଳଭଦ୍ର ଜେନାଙ୍କ ପାଲା କମେଡି ଦେଖନ୍ତୁ ହସି ହସି ଗଡ଼ିଯିବେ…

ହଁ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଜାଣି ବାକୁ ପାଉଥିବେ କି କେଉଁଭଳି ଭାବରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେବାରେ ଲାଗୁଛି ଆଜି କାଲି | ଆଉ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ନିଜର ପ୍ରତିଭା କୁ ପ୍ରକାଶ କରିବା ରେ ଲାଗୁଛନ୍ତି ଆଜିର ଯୁବ ପିଢ଼ି ମାନଙ୍କର ବିଭିନ୍ନ ପ୍ରକାରର ପ୍ରତିଭା | ତେବେ ସେହିଭଳି ଜଣେ ନିଜର ଭଜନ ସହିତ ଆଲୁବମ ଗୀତ ର ରିମିକ୍ସ ରେ ସୁନ୍ଦର ଭାବରେ ଗୀତ ର ଯାଦୁ ଦେଖାଇବାରେ ଲାଗିଛନ୍ତି ବଳଭଦ୍ର | ଆଉ ଷ୍ଟେଜ ଉପରେ ସୁନ୍ଦର ଭାବରେ ନିଜର ପ୍ରତିଭା ଦେଖାଇ ସମସ୍ତଙ୍କର ଅତି ପ୍ରିୟର ପାତ୍ର ହେଇଛନ୍ତି ବଳଭଦ୍ର |ଆଉ କୀର୍ତ୍ତନ ମାଧ୍ୟମରେ ସମସ୍ତଙ୍କ ମନକୁ କିଣି ପାରିଥିବା ବଳଭଦ୍ର ଏବେ ଭାଉଜ ଙ୍କୁ ନେଇକି ଏକ କମେଡି ମାଧ୍ୟମରେ ପାଲା ପ୍ରକାଶ କରିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ହଁ ଆଜ୍ଞା ଏମିତି ଏକ ଭିଡ଼ିଓ ଯେଉଁ ଭିଡ଼ିଓ କୀର୍ତ୍ତନ ଓ ପାଲା ର ଦୃଶ୍ୟ ଦେଖିବାକୁ ମିଳିଛି ବଳଭଦ୍ର ଙ୍କର ଯାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଛି |ତେବେ ଏହି ସଂକୀର୍ତ୍ତନ ମଞ୍ଚରେ ଦେଖାଯାଇଥିବା ଦୁଶ୍ୟ ଭିଡ଼ିଓ କୁ ଲୋକମାନେ ବହୁତ ମାତ୍ରା ରେ ପ୍ରଶଂସା କରିବା ସହିତ ଏହି ସଂଗୀତ କୁ ମଧ୍ୟ ଉପଭୋଗ କରିଥିବା କୁହାଯାଇଛି, ତେବେ ଏହି ସଂଗୀତ ର ତାଳେ ତାଳେ ନିଜକୁ ହଜାଇ ଦେଇଥିବା ସଂକୀର୍ତ୍ତନ ର ଗାୟକ ମାନେ ଆନନ୍ଦ ରେ ନାଚି ଉଠିଥିବା ଦେଖାଯାଇଛନ୍ତି | ତେବେ ପୂର୍ବରୁ ମଧ୍ୟ ଆମେ ଅନେକ ଥର ବଳଭଦ୍ର ଙ୍କର ପାଲା ଓ କୀର୍ତ୍ତନ ର ଯାଦୁ ଦେଖିବାକୁ ପାଇଛୁ |

ତେବେ ଏଠି ଯେଉଁ ଭିଡିଓଟି ଭାଇରାଲ ହେଉଛି ତାହା ହେଉଛି ବଳଭଦ୍ର ଙ୍କର ମଞ୍ଚ ଉପରେ କରୁଥିବା ପାଲା ର ଦୃଶ୍ୟ ଆଉ ତାଙ୍କ ର ସାଥି ମାନଙ୍କ ସହିତ ସୁନ୍ଦର ଭାବରେ ଗୀତ ର ଝଲକ ଦେଖାଉଛନ୍ତି ବଳଭଦ୍ର | ତେବେ ତାହା ସହିତ ସେ କମେଡି ମଧ୍ୟ କରିବାକୁ ଲାଗୁଛନ୍ତି ଭାଉଜ ଙ୍କୁ ନେଇକି | ଆଉ ଯେଉଁଠି ବଳଭଦ୍ର କହିଛନ୍ତି କି ଭାଉଜ ଙ୍କୁ ଟୋକା ମାନେ ଉଠାଇ ନେଇଗଲେ ବୋଲି କିଛି କଥା |

ତେବେ ସଂଗୀତ ଟି ଏତେ ସୁନ୍ଦର ଥିଲା ଯେ ଯିଏ କେହି ବି ଶୁଣିବ ତା ମନ ଖୁସି ରେ ଭରି ଉଠିବ |ଆଉ ସମସ୍ତଙ୍କ ମନକୁ ମଧ୍ୟ ଆକୃଷ୍ଟ କରେଇଛି ବଳଭଦ୍ର ଙ୍କ ପାଲା ର ଯାଦୁ | ଯାହାକୁ ଯିଏ ବି ଦେଖୁଛି ପ୍ରସଂଶା ନ କରିକି ରହି ପାରୁନି | ଆଉ ବଳଭଦ୍ର ଙ୍କର ଏହି ଭଳି ପ୍ରତିଭା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment