ମୋ ଭଣଜା ବୋହୂ ଅର୍ଚ୍ଚନା ଭାରି ଦୁଷ୍ଟ… ନାଲି କାର.. ହଳଦିଆ କାରରେ ଆସନ୍ତି, ଦେଖନ୍ତୁ ଏ ନେଇ କଣ କହିଲେ, ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ଜଣେ ପୁଅ ଝିଅକୁ ବ୍ଲାକ ମେଲିଙ୍ଗ କରିବାର ଆପଣ ଶୁଣିଥିବେ ହେଲେ ଜଣେ ଝିଅ ପୁଅମାନଙ୍କୁ ବ୍ଲାକ ମେଲିଙ୍ଗ କରି କିପରି ପଇସା ଲୋଟୁଥିଲା ସେ ବିଷୟରେ ମୁଁ ଆଜି ଆପଣକୁ କହିବି|ବହୁତ ପଇସା ଲୋଟି ସେ ତାର ଲାଇଫ ଷ୍ଟାଇଲ କୁ ସମ୍ପୂର୍ଣ ବଦଳି ଦେଇଥିଲା, ମାସକୁ କାର ଚେଞ୍ଜ କରିବା,ବଡ଼ ହୋଟେଲ ଖାଇବା, ବଡ କୋଠା ଆଦି ସେ କରିଥିଲେ |କିନ୍ତୁ ତାଙ୍କର ଏହି କଳାକାରନାମ ବେଶୀ ଦିନ ଲୁଚି ରହିଲା ନାହିଁ, ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ଅର୍ଚନା ନାଗ ଖବର ତ ଆପଣ ଶୁଣିଥିବେ, ସେ କିପରି ବଡ ବଡ଼ିଆ ମାନଙ୍କୁ ପଟି ପଇସା ଲୋଟ କରୁଥିଲା ତାହା ଆପଣ ଜାଣିଥିବେ |ଜଣେ ନାରୀ ହୋଇ ସେ ଏପରି ଏକ ରାସ୍ତା ବାଛିନେଇଥିଲେ ଯେ ଆଗ ପଛ କିଛି ଚିନ୍ତା ବି କରୁନଥିଲେ |ବଡ ବଡ଼ ଫିର୍ମ ପ୍ରଡୁସର, ବଡ ବଡ଼ ପ୍ରଶାସନ ଅଧିକାରୀ ମାନଙ୍କୁ ନିଜ ମାୟା ଜାଲରେ ଫସାଇ ତାଙ୍କୁ ସବୁବେଳେ ବ୍ଲାକ ମେଲିଙ୍ଗ କରୁଥିଲେ |ତାଙ୍କ ଠାରୁ ପଇସା ଲୁଟି ସେ ଓଏସ କରୁଥିଲେ, ଏହା ସେ ନିଜେ ଏକ କରୁନଥିଲେ ଏଥିପାଇଁ ତାଙ୍କ ସ୍ୱାମୀ ତାଙ୍କୁ ହେଲ୍ପ ମଧ୍ୟ୍ୟ କରୁଥିଲେ |

ଅର୍ଚନା ନାଗ କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ ରହି ନିଜର ମାୟାଜାଲ ବିଛାଉ ଥିଲେ, ତାଙ୍କ ଏହି ମାୟାଜାଲରେ ଅନେକ ଝିଅ ପୁଅ ମଧ୍ୟ ଫସିଛନ୍ତି |ମାତ୍ର ଚାରି ବର୍ଷ ଭିତରେ ସେ ପାଲଟି ଗଲେ କୋଟିପତି, ଅନ୍ୟମାନଙ୍କ ଠାରୁ ଲୁଟି ସେ ନିଜର ଲାଇଫ ଷ୍ଟାଇଲ ଚେଞ୍ଜ କରି ଦେଇଥିଲେ |ତାଙ୍କ ଗାଁରେ ତାଙ୍କ ସ୍ୱାମୀଙ୍କ ମାମୁଁ କହିବା ଅନୁଯାୟୀ ଅର୍ଚନା ନାଗ ତାଙ୍କ ଘରକୁ ଯାଉଥିଲେ ସତ କିନ୍ତୁ ତାଙ୍କର ଏହି କଳାକାରନାମ ବିଷୟରେ କେହିବି ଜାଣି ନଥିଲେ |ସେ ଗାଁ କୁ ଗଲେ ପ୍ରତି ଥର ନାଲି କାର ତ କେତେବେଳେ ଧଳାକାର ଏହିପରି ଅଲଗା ପ୍ରକାର କାର ନେଇଯାଆନ୍ତି,ତାଙ୍କ ମାମୁଁଙ୍କ କହିବା ଅନୁଯାୟୀ ସେ ଗତ 2ମାସ ହେଲା ଗାଁକୁ ଯାଇଥିଲେ ମାତ୍ର ଏ ବିଷୟରେ କେହି ଜାଣିନଥିଲେ |

ବଡ଼ ବଡ଼ିଆ ମାନଙ୍କୁ ବ୍ଲାକ ମେଲିଙ୍ଗ କରିବା ଘଟଣା ବର୍ତମାନ ପୋସିଲ ଖବର ପାଇଛି,ଏହି ଅଭିଯୋଗରେ ପୋଲିସ ଅର୍ଚନା ନାଗକୁ ଗିରଫ କରି ଝାଡ଼ସୁଗୁଡା ଥାନାରେ ରଖିଛି, କିନ୍ତୁ ଏ ପର୍ଯ୍ୟନ୍ତ ଅର୍ଚନା ନାଗକୁ ବେଲ ମିଳୁନାହିଁ,ବେଲରେ ନ ଛାଡିବା ପାଇଁ ଅଡର ଦେଇଛି କୋୖର୍ଟ |ଅର୍ଚନା ନାଗ ଙ୍କ ଏହି ଖବର ବର୍ତମାନ ସମସ୍ତେ ଟିଭି ଓ ମୋବଇଲରେ ଦେଖୁଛନ୍ତି ଓ ତାଙ୍କର ବଡ଼ଲୋକ ହଵା ପଛର କାରଣ ସମସ୍ତେ ବୁଝିଯାଇଛନ୍ତି |ଅର୍ଚନ ଗାଁର ତାଙ୍କ ମାମୁଁଙ୍କ କଥା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment