Odisha News Portal

ସ୍କୁଲରେ ଟପ୍ପର ଥିଲେ , ପ୍ରେମ କରି ହୋଟେଲ ଗଲେ ପ୍ରେମିକ ସହ ସମ୍ପର୍କ ସମୟରେ… ଦେଖନ୍ତୁ Video

ବର୍ତ୍ତମାନର ଆଧୁନିକ ସମାଜରେ ଯଦି ଆମେ 30 ବର୍ଷ ପଛକୁ ଫେରିଯିବା ତେବେ ବର୍ତ୍ତମାନ ସମାଜ ପରି ଏତେଟା ଉନ୍ନତ ନଥିଲା। କିନ୍ତୁ ବର୍ତ୍ତମାନ ଭଳି ମାନସିକତା ନ ଥିଲା। ସେତେବେଳେ ଲୋକ ମାନେ ଜଣେ ଜଣଙ୍କୁ ସନମାନ କରୁଥିଲେ। ତେବେ ଯେବେଠୁ ମଣିଷ ଆଧୁନିକତାର ବସବର୍ତ୍ତି ହେଲାଣି ଖାଲି ଯେ କେବଳ ଲୋକ ମାନଙ୍କର ମାନସିକତା ରେ ପରିବର୍ତ୍ତନ ହେଲାଣି ତାହା ନୁହେଁ ବରଂ ଲୋକଙ୍କ ମୂଲ୍ୟବୋଧ ରେ ମଧ୍ୟ କମ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀଙ୍କ କଥା ଯଦି ଆମେ ବିଚାର କରିବା ତାହାଲେ। ବାପା ମାଆଙ୍କୁ ଲୁଚାଇ ଯୁବକ ଯୁବତୀ ମାନେ ପ୍ରେମ କରୁଛନ୍ତି। ଏହି ପ୍ରେମକୁ ନେଇ ଅନେକ ଅନେକ ଘଟଣା ଦେଖିବା ପାଇଁ ମିଳୁଛି।

ବର୍ତ୍ତମାନ ସମୟରେ ଜଣେ ଯୁବତୀ ହୋଟେଲ ରେ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ। ବରଗଡ ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। ଜଣେ ଝିଅ ଯିଏକି ସ୍କୁଲ୍ ଶେଷ କରିବା ପରେ ନିଜ ପିତାମାତା ସହରରେ କଲେଜ ରେ ପାଠ ପଢାଇବାକୁ ପଠାଇଥିଲେ। ସେ ପାଠ ପଢ଼ା ରେ ବହୁତ ଭଲ ଥିଲେ। ମୋଟା ମୋଟି ଭାବରେ କହିବା ପାଇଁ ଗଲେ ସେ ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ସ୍କଲାର୍ଷିପ ୧୨ ହଜାର ଟଙ୍କା ପାଉଥିଲେ। ତାଙ୍କୁ ନେଇ ତାଙ୍କ ଘର ପରିବାର ଲୋକେ ବହୁତ ସ୍ୱପ୍ନ ଦେଖିଥିଲେ। ସମସ୍ତେ ଜାଣିଥିଲେ ବଡ଼ ହୋଇ ସେ ଜଣେ ଭଲ କିଛି ପଦବୀରେ ରହିବ।

ତେବେ ଏହାପରେ ହଠାତ ତାଙ୍କ ଜୀବନରେ ଜଣେ ପୁଅ ଆସିଲା। ସେ ଜଣେ ୨୩ ବର୍ଷୀୟ ଯୁବକଙ୍କୁ ଭଲ ପାଉଥିଲେ ଏବଂ ଭଲ ପାଇବା ମନରୁ ଆରମ୍ଭ ହୋଇଗଲା। ଏକ ନୂତନ ଦୁନିଆ ବୁଲିବାକୁ ସ୍ୱପ୍ନ ମନ ମଧ୍ୟରେ ରହିଲା। ମନର ମିଳନ ସିନା ହୋଇଥିଲା ଶାରୀରିକ ମିଳନ ପାଇଁ ସେ ଏକ ହୋଟେଲକୁ ଯାଇଥିଲେ। ଶାରୀରିକ ସମ୍ପର୍କ ରଖିବା ସମୟରେ ହଠାତ ଝିଅଟି ବେହସ ହୋଇଗଲା। ଯୁବକ ଜଣକ ତାଙ୍କୁ ଉଠାଇ ଓଟରେ ଡାକ୍ତରଖାନାକୁ ନେଇଗଲା। ଏବଂ ହସ୍ପିଟାଲରେ ଝିଓଟି ପ୍ରାଣ ତ୍ୟାଗ କଲା।

ଏହାପରେ ପୋଲିସ କର୍ମଚାରୀମାନେ ଉକ୍ତ ପ୍ରେମିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି। ବନ୍ଧୁମାନେ ଆମେ ଏଠାରେ କହିବା ପାଇଁ ଚାହୁଁଛୁ କି। ମାଆ ବାପାଙ୍କ ଲୁଚାଇ ଏପରି କିଛି କାମ କରନ୍ତୁ ନାହିଁ ଯାହାର ପରିଣାମ କିଛି ଏପରି ହେବ। ଯେ କୋୖଣସି କାମ କରିବା ପୂର୍ବରୁ ପିତାମାତାଙ୍କ ସହିତ କଥାବାର୍ତ୍ତା କରିବା ଏବଂ କାମ କରିବା। ଏପରି କରିବା ଦ୍ୱାରା କୌଣସି ପ୍ରକାର ବାଧା ବିଗ୍ନ ଆସିବ ନାହିଁ। ନିଜ କର୍ମ ନିଜ ହାତରେ, କର୍ମ ଘେନି ଫଳ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।