Odisha News Portal

ସ୍କୁଲ ରେ ସାର ଦିଦି ଙ୍କ ରୋମାନ୍ସ ଭିଡ଼ିଓ ଭାଇରାଲ । ନିବସ୍ତ୍ର ଅବସ୍ଥାରେ ଧରିଲେ ଗାଁ ଲୋକେ , ଆଉ ତା ପରେ ଯାହା ହେଲା

0 2,872

ସ୍କୁଲରେ ସାର ଦିଦିଙ୍କର ରୋମାନ୍ସ ଭିଡିଓ ହେଲା ଭାଇରାଲ , ନିବସ୍ତ୍ର ଅବସ୍ଥାରେ ଧରିଲେ ଗ୍ରାମର ଲୋକେ । ଆପଣ ମାନେ ବର୍ତ୍ତମାନ ସମୟରେ ଅନେକ ପ୍ରକାର ଆଶ୍ଚର୍ଯ୍ୟକର ଘଟଣା ଗୁଡିକ ସଂପର୍କରେ ଶୁଣିଥିବେ , ସମାଜରେ ଏପରି କିଛି ଘଟଣା ଘଟିଯାଉଛି ଯାହାକୁ ଆପଣ ମାନେ ଶୁଣିଲା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି । ଏବେକା ସମୟରେ ଅନେକ ଏମିତି ଘଟଣା ଦେଖିବାକୁ ମିଳୁଛି ଯାହାକି ଆଗରୁ କେବେ ହେଲେ ମଧ୍ୟ ଘଟିନଥିଲା । ଯୁଗ ବଦଳୁଛି ଏବଂ ଯୁଗ ସହ ତାଳ ଦେଇ ମନୁଷ୍ୟ ମାନେ ମଧ୍ୟ ବଦଳିବାରେ ଲାଗିଛନ୍ତି ।

ଲୋକମାନଙ୍କର ବୁଦ୍ଧି କୌଶଳ ବହୁତ ମାତ୍ରରେ ବଦଳିଛି ମାତ୍ର ଲୋକମାନଙ୍କର ଚିନ୍ତାଧାରା ଏତେ ତଳକୁ ଖସିଗଲାଣି ତାହା ଭାବିବାକୁ ମଧ୍ୟ ଭୟ ଲାଗୁଛି । କୌଣସି ସଂପର୍କ ମଧ୍ୟରେ ସ୍ୱାର୍ଥ ଏବଂ ଅନୈତିକତା ବହୁତ ମାତ୍ରାରେ ଭରି କରି ରହିଛି ।

ଆଗାମୀ ପିଢି ମାନଙ୍କ ପ୍ରତି ସତେ ଯେମିତି କାହାର ହେଲେ ମଧ୍ୟ ଚିନ୍ତା ନାହିଁ । ଏପରି କିଛି କଥା ଆମେ ଆପଣ ମାନଙ୍କୁ କହିବୁ ଯାହାକୁ ଶୁଣୁଲେ ଆପଣ ମାନେ ବହୁତ ନିନ୍ଦା କରିବେ ଯଦି ସମାଜର ମେରୁଦଣ୍ଡ ହୋଇ ସେମାନେ ଏପରି କାର୍ଯ୍ୟ କରିବେ ତେବେ ପିଲା ମାନେ ଆଗକୁ ଶିଖିବେ କଣ ।

ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଯଦି ଏଭଳି କିଛି ନିନ୍ଦନୀୟ କାର୍ଯ୍ୟ କରନ୍ତି ତେବେ ତାହାର ପ୍ରଭାବ ବହୁତ ମାତ୍ରାରେ ସମାଜ ଉପରେ ପଡିଥାଏ । ସେମାନେ ହେଉଛନ୍ତି ସମାଜର ମେରୁଦଣ୍ଡ । ସେମାନଙ୍କ ପାଖରୁ କୌଣସି ନିନ୍ଦନୀୟ , କିମ୍ବା ଅନୈତିକ କିମ୍ବା ଲଜ୍ଜ୍ୟାଜନକ କାର୍ଯ୍ୟ ଆସା କରାଯାଇନପାରେ । ଘଟଣାଟି ବାଲେଶ୍ୱର ଜିଲ୍ଲାର ହସଲପୁର ସେବା ଶ୍ରମ ଠାରେ ଘଟିଛି ।

ସେବା ଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ମହିଳା ସୁପରିଟେଣ୍ଡ ଶିକ୍ଷୟତ୍ରୀଙ୍କୁ ସ୍ଥାନୀୟ ଲୋକମାନେ ଘୋଷାଡି ମାଡ ମାରୁଛନ୍ତି । କାରଣ ଏମାନେ ସ୍କୁଲରେ ପିଲା ମାନଙ୍କୁ ପାଠ ନପଡାଇ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥିଲେ । ପିଲା ମାନେ ପ୍ରତ୍ୟେକ ସମୟରେ ଏପରି କାର୍ଯ୍ୟ ଦେଖି ତାଙ୍କୁ ବଦଳେଇ କରିବା ଲାଗି ଧାରଣ ଦେଇଥିଲେ ।

ବିଦ୍ୟାଳୟରେ ପିଲା ମାନଙ୍କର ପାଠ ପଢା ପ୍ରତି ଧ୍ୟାନ ନଦେଇ ଏମିତି ଅନେକ ସମୟରେ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ପିଲାମାନଙ୍କର ପାଠପଢା ବାଧା ପ୍ରାପ୍ତ ହେଉଛି । ଗ୍ରାମର ଲୋକମାନେ ଏପରି ଏକ ଅନୈତିକ କାର୍ଯ୍ୟ କଥା ଶୁଣିବା ପରେ ସେହି ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ଘୋଷାଡି ମାଡ ମାରିଥିଲେ ।

 ଏହାପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଛାତ୍ରଛାତ୍ରୀ ମାନେ ପାଠନପଢି ଦଧାରଣା ଦେବା କଥା ଶୁଣି ସେଠାରେ ଆସି ପହଞ୍ଚିଥିଲ। ଏହା ପରେ ସେମାନଙ୍କୁ ବଦଳି କରିଦେବାର ପ୍ରତିଶ୍ରୁତି ଦେବା ପରେ ଅଭିବାବକ ଏବଂ ପିଲା ମାନେ ଧାରଣାରୁ ଓହରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।