Odisha News Portal

ଓଡିଶା ସରକାରଙ୍କ ବଡ ଘୋଷଣା ! ପୁଣି ବଦଳିଲା ସ୍କୁଲ କଲେଜ ଖୋଲିବାର ନିଷ୍ପତି !ନବମ ରୁ ଦ୍ବାଦଶ ଶ୍ରେଣୀଙ୍କ ଛାତ୍ର ଛାତ୍ରୀ ଙ୍କ ପାଇଁ ଏହି ଦିନ ଖୋଲିବ ସ୍କୁଲ…

ଆଜି ସକାଳରେ ଆପଣ ମାନଙ୍କ ପାଇଁ ବହୁତ ବଡ ଖବର । ତେବେ ଖୁବ୍ ଶିଘ୍ର ଖୋଲିପାରେ +2 କଲେଜ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ରାଜ୍ୟର ସବୁ +2 କଲେଜ କ୍ୟାମ୍ପସକୁ ବିଶ୍ବଧନ ଏବଂ ସଫା କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ କରୋନା ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସ ରୁ କଲେଜ ବନ୍ଦ ରହିଛି । ହେଲେ ଖୁବ୍ ଶିଘ୍ର ଖୋଲି ପାରେ +2 କଲେଜ ।

ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । କରୋନା ମହାମାରୀ ଯୋଗୁଁ ପିଲା ମାନଙ୍କର ପାଠ ପଢା ଅଧିକ ପ୍ରଭାବିତ ହେଉଛି । ଆଉ ଏହି କରୋନା ଯୋଗୁଁ ଏବେ ଦେଶରେ ଅଧିକାଂଶ ରାଜ୍ୟ ରେ ସ୍କୁଲ ମଧ୍ୟ ବନ୍ଦ ରହିଛି । ତେବେ କିଛି ରାଜ୍ୟରେ ସ୍କୁଲ ଖୋଲି ଥିଲେ ମଧ୍ୟ ପରବର୍ତ୍ତି ସମୟରେ ଏହାକୁ ପୁଣି ଥରେ ବନ୍ଦ କରି ଦିଆ ଯାଇଛି ।


ତେବେ ଜାନୁଆରୀ 1 ତାରିଖରୁ ଅଧିକାଂଶ ରାଜ୍ୟରେ ସ୍କୁଲ ଖୋଲିବାକୁ ଅନୁମତି ମିଳିବ । ତେବେ ଜାନୁଆରୀ ପ୍ରଥମ ସପ୍ତାହରେ ସ୍କୁଲ ଖୋଲିବ ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏ ନେଇ ଖୁବ୍ ଶିଘ୍ର ଏସଆରସିଏ୍ ଶୋଂଷଧିତ ଗାଇଡ୍ ଲାଇନ୍ ଜାରି କରିବ ବୋଲି ମନ୍ତ୍ରୀ କହିଛନ୍ତି ।


ତେବେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଜାନୁଆରି ରେ ସ୍କୁଲ ଖୋଲିବ କିନ୍ତୁ ଏ ନେଇ ଗଣଶିକ୍ଷା ମନ୍ତ୍ରୀ ବିଭାଗରେ ଆଲୋଚନା ଚାଲିଛି । ସ୍କୁଲ ଖୋଲିବାରେ ଆଉ କିଛି ବିଳମ୍ବ ହେବ ନାହିଁ । ସେଥିଲାଗି ଜାନୁଆରି ରେ ସ୍କୁଲ ଖୋଲିବାକୁ ଯାଉଛି । ରାଜ୍ୟରେ ନବମରୁ ଦ୍ବାଦଶ ଶ୍ରେଣୀରେ ସ୍କୁଲ ଖୋଲିବାକୁ ନିଷ୍ପତି ନିଆଯାଇଥିଲା । ଆଉ ଏବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାସଙ୍କ ସୂଚନା ଅନୁସାରେ ଜାନୁଆରି ରେ ସ୍କୁଲ ଖୋଲିବ ବୋଲି କୁହା ଯାଉଛି ।

ତେବେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ନଜରରେ ରଖି ସ୍କୁଲ ଖୋଲିବାକୁ ଯୋଜନା ହେବ ବୋଲି ଯୋଜନା କରାଯାଇଛି । ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଜାନୁଆରିରେ ସ୍କୁଲ ଖୋଲିବା ପାଇଁ ନିଷ୍ପତି ନେବ ନା ପୁଣି ଘୁଞ୍ଚିବ ସେ ନେଇ ଦ୍ବନ୍ଦ ଜାରି ରହିଛି ।

ସ୍କୁଲ ଖୋଲିବା ସଂପର୍କରେ ସାରା ରାଜ୍ୟରେ ବିଭିନ୍ନ ମହଲରେ ମିଶ୍ରି ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଶିକ୍ଷାବିତ୍ ଏବଂ ବିଭିନ୍ନ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଖୋଲିବା ନିଷ୍ପତିକୁ ସ୍ବାଗତ କରିଥିବା ବେଳେ ଅଭିଭାବକ ମାନେ କିନ୍ତୁ ଏହାକୁ ନେଇ ଅଧିକ ସତର୍କତା ବୋଲି ମତ ପ୍ରକାଶ କରିଛନ୍ତି । ଏହି ,ସଂପର୍କରେ ପ୍ରତିକ୍ରିୟା ରଖି ବିଦ୍ୟାଳୟ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଚନ ଦାସ କହିଛନ୍ତି ବିଦ୍ୟାଳୟ ଖୋଲିବା ନେଇ ଏସଆରସି ଙ୍କ ଘୋଷଣା ନଜରକୁ ଆସିଛି । ଏନେଇ ବିଭାଗ ଆଗରୁ ପ୍ରସ୍ତୁତି ଆରମ୍ଭ କରିଛି ।