ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ ଜନକ ଭିଡିଓ !ସ୍କୁଲ ଯିବା ରାସ୍ତାରେ ଏମିତି କାଣ୍ଡ କରିଦେଲେ ଏହି ପୁଅ ଝିଅ !ଜାଣିବା ପରେ ଆପଣଙ୍କ ହୋସ ରହିବନି…..

ସୋସିଆଲ ମିଡିଆରେ ପୁଣି ଭାଇରାଲ ହେଉଛି ଆଉ ଏକ ଆକର୍ଷଣୀୟ ଭିଡିଓ । ତେବେ ଲୋକ ମାନେ ଏହି ଭିଡିଓକୁ ବହୁ ମାତ୍ରା ରେ ଶେୟାର କରିବା ସହ କ୍ରିଡା ମନ୍ତ୍ରଳାୟ କୁ ଅନୁରୋଧ କରି କହିଛନ୍ତି ଏହି ଦୁଇଟି ପିଲାଙ୍କୁ ଯଦି ବିଶେଷ ଧ୍ୟାନ ଦିଆ ଯିବ ଏବଂ ଏହା ସହିତ ଯଦି ସେମାନଙ୍କୁ ପ୍ରଫେସନାଲ୍ ଟ୍ରେନିଙ୍ଗ ଦିଆ ଯିବ ତେବେ ଏମାନେ ଅଲମ୍ପିକସ୍ ରେ ଭାରତ ପାଇ ବହୁ ସମ୍ମାନ ତଥା ଗୌରବ ଆଣି ପାରନ୍ତି । ତେବେ ଗତ କିଛି ଦିନ ହେଲା ଇଣ୍ଟରନେଟ ରେ ସ୍କୁଲ ପିଲାଙ୍କର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ଆଉ ଯେଉଁ ଥିରେ ଦେଖା ଯାଇଛି କି ପିଲା ଦୁଇଟି ରାସ୍ତା ରେ ଚାଲୁ ଥିବା ସମୟ ରେ ନିଜର ଜିନ୍ ମାସିସ୍ ସ୍କିଲ୍ ଦେଖାଉଛନ୍ତି ।

ଯାହାକୁ ୟୁଜରସ୍ ମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇ ପାରିଛି । ତେବେ ଏହି ଭିଡିଓ ଟିରେ ଦେଖି ବାକୁ ମିଳିଛି ଯେ ଦୁଇ ଜଣ ସ୍କୁଲ ପିଲା ଜଣେ ଝିଏ ଏବଂ ଜଣେ ପୁଅ ରାସ୍ତରେ ଚାଲୁ ଥିଲେ । ଏହା ପରେ ସେହି ଦୁହିଁଙ୍କ ମଧ୍ୟରୁ ପ୍ରଥମେ ପୁଅଟି ନିର୍ଭୁଲ ଭାବ ରେ ଉତ୍ତଙ୍ଗ ପତଙ୍ଗ କରୁ ଥିଲା । ଯାହା ଦେଖିବା ପାଇଁ ବହୁତ ଆକର୍ଷଣୀୟ ଲାଗୁ ଥିଲା ।


ତେବେ ଏହା ପରେ ସେହି ଝିଅଟି ମଧ୍ୟ ବହୁ ସାହସିକତାର ସହିତ ନିଜର ସନ୍ତୁଳନ ରକ୍ଷା କରି ଦୁଇ ଗୁଣ ଉତଙ୍ଗ ପତଙ୍ଗ କରୁ ଥିବାର ଦେଖା ଯାଇଛି । ତେବେ ସବୁ ଠାରୁ ଆଶ୍ଚର୍ଯ୍ୟ କର କଥା ହେଉଛି ଯେ ସ୍କୁଲ ୟୁନିଫର୍ମ ରେ ନିଜ କାନ୍ଧ ରେ ସ୍କୁଲ ବ୍ୟାଗ ଧରି ନିଜ ଏଭଳି ଜୀନ୍ ମାସିସ୍ କରୁ ଥିଲେ ସେହି ଦୁଇ ଜଣ ପିଲା ।

ତେବେ କାନ୍ଧରେ ଏତେ ଭାରି ବ୍ୟାଗ୍ ଥିବା ସତ୍ବେ ମଧ୍ୟ ଏମାନେ ନିଜ ର ଭାରସାମ୍ୟ ରକ୍ଷା କରି ଏଭଳି ଚମତ୍କାରିତା କାମ କରି ପାରିଛନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓ କୁ ସୋସିଆଲ ମିଡିଆ ରେ ଖୁବଂ ଶେୟାର କରା ଯାଉଛି ଏବଂ ଏହା ନିଆଁ ଭଳି ଚାରି ଆଡେ ଭାଇରାଲ ହେବାରେ ଲାଗିଛି । ଯାହା କୁ ନେଇ ଲୋକ ମାନେ ବିଭିନ୍ନ ପ୍ରକାର ମନ୍ତବ୍ୟ ତଥା ସେମାନଙ୍କୁ ସାବାସି ଦେଉଛନ୍ତି । ତେବେ ଏହାକୁ ନେଇ ମଧ୍ୟ ଲୋକ ମାନେ ସେମାନେ ଜୀବନରେ ନିଶ୍ଚୟ କିଛି ଦେଶ ପାଇଁ କରି ବସିବେ ବୋଲି୍ ମଧ୍ୟ ଅନେକ କହୁଛନ୍ତି ।

 

ତେବେ ସବୁଠାରୁ ଆକର୍ଷଣୀୟ କଥା ହେଉଛି ପିଲା ମାନେ ଅଳ୍ପ କିଛି ଖେଳକୁଦ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦେଉ ଥିବା ବେଳେ ଏହି ପିଲା ଦୁଇଟି ସ୍କୁଲ ବ୍ୟାଗ୍ କୁ କାନ୍ଧ ରେ କାନ୍ଧି ତା ସହିତ ଏମିତି କାମ କରିବା ନିଶ୍ଚିତ ଭାବରେ ସର୍ବ ସାଧାରଣରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଆଉ ସେମାନଙ୍କୁ ବର୍ତ୍ତମାନ ଭରି ଭରି ଚାରି ଆଡେ ପ୍ରଂଶସା କରା ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment