Odisha News Portal

ରାଜ୍ୟସରକାର ଙ୍କ ବଡ ଘୋଷଣା ! ସ୍କଲାରସିପ ପିଲାଙ୍କ ପାଇଁ ଆସିଲା ନୂଆ ନିୟମ, AC ପିଲାଙ୍କୁ ମିଳିବ ଟଙ୍କା….

ଆଜି ଆମେ ଆପଣ ମାନଙ୍କୁ ପିଲା ମାନଙ୍କର ପାଠପଡା ସ୍କଲାରସିପ ଏବଂ କେବେ ସ୍କୁଲ ଖୋଲିବ କିମ୍ବା କେତେ ଦିନ ପର୍ଯ୍ୟନ୍ତ ସରକାର ସ୍କୁଲ ଖୋଲିବାକୁ ବନ୍ଦ ରଖିଛନ୍ତି ସେ ବିଷୟରେ କହିବୁ । ତେବେ ଏହି ସ୍କୁଲ ବନ୍ଦ ରହିବା ଯୋଗୁଁ ଯେଉଁ ପିଲା ମାନେ ସ୍କଲରସିପ ପାଉଥିଲେ ସେମାନେ ହୁଏତ ପାଇ ପାରୁନାହାନ୍ତି । ତେବେ ସେହି ସ୍କଲରସିପକୁ ନେଇ କରି ରାଜ୍ୟ ସରକାର ଏକ ବଡ କଥା ଘୋଷଣା କରିଛନ୍ତି । ତେବେ କଥାଟି ହେଉଛି କି ଯେଉଁ ଏସସି , ଏସଟି ପିଲା ମାନେ ପାଢ ପଢିବା ସମୟରେ ସ୍କଲରୟିପ ପାଉଥିଲେ ସେମାନେ ଏବି ସ୍କୁଲ ବନ୍ଦ ରହିଥିବା ସମୟରେ ମଧ୍ୟ ସ୍କଲରସିପ ପାଇପାରିବେ ।

ଏହା ସହିତ ଏହି ନଭେମ୍ବର ମାସରେ ଯେଉଁ ସ୍କୁଲ ଖୋଲିବାର ଥିଲା ତାହା ଏହି ମାସରେ ଖୋଲିବ କି ଅନ୍ୟ କେଉଁ ମାସରେ ଖୋଲିବା ତାହା ବିଷୟରେ ଆଡି ଆମେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

ବର୍ତ୍ତମାନ ସବୁଠୁ ବଡ ଖବର ହେଉଛି କଲାରସିପର ପରୀକ୍ଷାକୁ ନେଇ କରି । ତେବେ ଏସସି , ଏସଟି ପିଲା ମାନଙ୍କର ପୋଷ୍ଟ ମ୍ୟାଟ୍ରିକରେ ହେବନି କିଛି ପରିବର୍ତ୍ତନ । ପିଲାମାନେ ପ୍ରଚଳିତ ହାରରେ କଲାରସିପ ପାଇବେ । ଏସସି , ଏସଟି ବିଭାଗ ଦ୍ୱାରା ଉନ୍ନୟନ ସଂକଳ୍ପରେ ସ୍ଥଗିତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ରିଜଲେସନ ରଖିବା ପାଇଁ ସ୍ଥଗିତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଚଳିତ ବର୍ଷ ରାଜ୍ୟ ସରକାର ସ୍କୁଲ ନଖୋଲିବା ପାଇଁ ନିର୍ଦ୍ଦେଶ ନେଇଛନ୍ତି ।

ତେବେ ସ୍କୁଲ ନଖୋଲିଲେ ମଧ୍ୟ ପିଲାମାନେ ସ୍କଲରସିପ ପାଇପାରିବେ । ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ସ୍କୁଲ ନଖୋଲିବା ପାଇଁ ନିଳ୍ପତ୍ତି ନେଇଛନ୍ତି । ଗାଜ୍ୟରେ ଆସନ୍ତା ଡିସେମ୍ବର 31 ଯାଏ ସ୍କୁଲ ବନ୍ଦ ରହିବ । ରାଜ୍ୟ ସରକାର କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ।

ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସ୍କୁଲ ବନ୍ଦ ରହିଲେ ମଧ୍ୟ ପରୀକ୍ଷା ଏବଂ ନାମ ଲେଖା ପ୍ରକ୍ରିୟା ଲାଗୁ ରହିବ । ତେବେ ସେହିପରି ଅନଲାଇନ କ୍ଲାସ ମଧ୍ୟ ପୂର୍ବପରି ଚାଲୁ ରହିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବରୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ,ସମୀର ରଞ୍ଜନ ଦାସ କହିଥିଲେ ଯେ ଚଳିତ ମାସରେ ସ୍କୁଲ ଖୋଲିବା ପାଇଁ ଯେଉଁ ନିଷ୍ପତ୍ତି ନିଆ ଯାଇଥିଲା ତାହାକୁ ରାଜ୍ୟ ସରକାର ସାମୂହିକ ଭାବରେ ସ୍ଥଗିତ ରଖିଛନ୍ତି ।

ଏଣୁ ନଭେମ୍ବର ମାସରେ ନବମରୁ ଦଶମ ଶ୍ରେଣୀ ପିଲା ମାନଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ ଚଳିତ ମାସରେ ଏହି ସ୍କୁଲ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସାମୀହିକ ଭାବେ ସ୍ଥଗିତ ରଖାଯାଇଛି । ଚଳିତ ମାସରେ ନୂମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲେ । ତେବେ ଆନ୍ଧ୍ରରେ ଯେପରି ସଂକ୍ରମଣ ବଢୁଛି ସେ ପ୍ରକାର ସ୍ଥିତିକୁ ଆଶଙ୍କା କରି ସ୍ଥିତି ବଦଳା ଯାଇଛି । ତେଣୁ ଏହି କରୋନା ପାଇଁ ଚଶିତ ମାସ ମାର୍ଚ୍ଚ 17 ତାରିଖରୁ ସ୍କୁଲ ବନ୍ଦ ରହିଛି । ଏହା ସହିତ ଅନଲାଇନରେ ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଚାଲୁରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।