OMG ! କେନ୍ଦୁଝର ଜିଲ୍ଲାର ବିସ୍ମୟ ବାଳିକା ଦିବ୍ୟାଂସି ଷ୍ଟେଜ ରେ ଦେଖାଇଲେ କମାଲ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବା ବେଳେ ସମସ୍ତଙ୍କର ଆଖି ସାମ୍ନା ରେ ଥିଲା ସେହି କୁନି ଝିଅ ଟିଏ ଯାହାର ନାଁ ହେଉଛି ଦିବ୍ୟାଂଶି ସାହୁ | ତେବେ ସୋସିଆଲ ମିଡିଆରେ ଛୋଟ ଛୋଟ ପିଲା ମାନଙ୍କର ଅନେକ ପ୍ରକାରର ମନକୁ ମୋହି ନେଲା ଭଳି ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ସେହି ଭଳି କୁନି ଝିଅ ଦିବ୍ୟାଂଶି ସାହୁ ତାଙ୍କର ପ୍ରତିଭା ଦେଖାଇ ସମସ୍ତଙ୍କ ପାଖରେ ବେଶ ପ୍ରସଂଶା ସାଉଁଟିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ତାଙ୍କ ବିଷୟରେ କିଛି ଅଧିକ ଜାଣିବା |

ତେବେ ଯାହା ସୁଚନା ମିଳିଛି କି କେନ୍ଦୁଝର ଜିଲ୍ଲା ରେ କୁନି ଝିଅ ଦିବ୍ୟାଂଶି ସାହୁ ଙ୍କରଘର | ଆଉ ତାଙ୍କର ବାପା ଙ୍କ ନାଁ ହେଉଛି ବିଶ୍ୱନାଥ ସାହୁ ଓ ମାତା ଙ୍କ ନାଁ ହେଉଛି ମୋନାଲିସା ସାହୁ | ଆଉ ଯାହା ଜଣା ପଡିଛି କି ଚଳିତ ବର୍ଷ 76 ତମ ସ୍ୱାଧୀନତା ଦିବସ ରେ ସାଢ଼େ ଚାରି ବର୍ଷ ର ଝିଅ ଦିବ୍ୟାଂଶି ଦେଇଥିଲେ ଭାଷଣ ଆଉ ତାହା ସହିତ ଜାତୀୟ ସଂଗୀତ ନିର୍ଭୁଲ ଭାବରେ ବିନା ଡରରେ ଗାଇବାକୁ ଲାଗିଥିଲେ | ଆଉ ଛୋଟ ଛୁଆଁ ଟିର କଣ୍ଠ ରୁ ଏହିଭଳି ଗୀତ କୁ ଶୁଣିବା ପରେ ଲୋକ ମାନେ ଝିଅ ଟିର ପ୍ରସଂଶା କରିବାକୁ ଲାଗିଥିଲେ |

ତେବେ ଝିଅ ଟି ଖାଲି ଜାତୀୟ ସଂଗୀତ ମନେ ରଖିଛି ତାହା ନୁହଁ ଝିଅଟି ହନୁମାନ ଚାଳିଶା କୁ ମଧ୍ୟ ସୁନ୍ଦର ଆଉ ନିର୍ଭୁଲ ଭାବରେ ଗାଇ ପାରୁଛି ତାହା ସହିତ ଝିଅଟିକୁ ପଚାରା ଯାଉଥିବା ସମସ୍ତ ପ୍ରଶ୍ନ ର ଉତ୍ତର ମଧ୍ୟ ସୁନ୍ଦର ଭାବରେ କହି ପାରୁ ଥିବାର ଦେଖିବାକୁ ମିଳିଛି | ତେବେ ନିଜ ପଞ୍ଚାୟତ ଲୋକ ମାନଙ୍କ ସାମ୍ନା ରେ ଛୋଟ ପିଲା ଟି ଏହିଭଳି ଭାବରେ ଗୀତ ଆଉ ଭାଷଣ ଦେଉଥିବାର ଦେଖି ଲୋକ ମାନେ ପିଲା ଟିର ଭାଷଣ ଓ ଗୀତ କୁ ସୋସିଆଲ ମିଡିଆରେ ଭାଇରାଲ କରେଇ ବାକୁ ଲାଗିଥିଲେ ବୋଲି କୁହାଯାଉଛି |

ତେବେ ଏହି କଥା କୁ ନେଇକି ଦିବ୍ୟାଂଶି ଙ୍କର ବାପା ତାର ମା ଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଆଉ କହିଛନ୍ତି କି ଆଜି ପିଲା ଟି ଯାହା ବି କରି ପାରୁଛି ତାହା ପଛରେ ତାର ମା ଙ୍କର ହାତ ରହିଛି ବୋଲି | ଯଦି ତାଙ୍କର ମା ଙ୍କର ଚେଷ୍ଟା ନ ଥାନ୍ତା ତାହେଲେ ଝିଅ ଏମିତି କେବେ ହେଲେ କରି ପାରି ନ ଥାଆନ୍ତା | ତାହା ବ୍ୟତୀତ ଦିବ୍ୟାଂଶି ଙ୍କର ମା କହିଛନ୍ତି କି ପ୍ରତେକ ପିଲା ଙ୍କୁ ତାଙ୍କର ମା ମାନେ ଦେଖିବା କଥା ଆଉ ବିଭିନ୍ନ କଥା ଶିଖାଇବା ଆବଶ୍ୟକ ହୋଇଥାଏ | ତେବେ ବର୍ତ୍ତମାନ ଦିବ୍ୟାଂଶି ଙ୍କ କଥା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment