Odisha News Portal

Southର ସୁପରଷ୍ଟାର Vijay Thalapathyଙ୍କ ସ୍ତ୍ରୀ ଦେଖିବାକୁ କୌଣସି ଅଭିନୋତ୍ରୀ ଙ୍କ ଠାରୁ କମ୍ ନୁହଁନ୍ତି , ଦେଖିଲେ ଆପଣ ମଧ୍ୟ ହୋଇଯିବେ ଫିଦା……

ଆପଣ ମାନେ ତ ନିଶ୍ଚିତ ଭାବରେ ସାଉଥ ଫିଲ୍ମ ଦେଖିବା ପାଇଁ ବହୁତ ପସନ୍ଦ କରୁଥିବେ । ତେବେ ସାୁଥ ଇଣ୍ଡଷ୍ଟ୍ରିରେ କାମ କରୁଥିବା କଳାକାର ମାନଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ସାଉଥ୍ ଇଣ୍ଡଷ୍ଟ୍ରିର ଜଣେ ଏପରି ଫେମସ୍ ତଥା ଲୋକପ୍ରିୟ ଅଭିନେତା ବା ସୁପରଷ୍ଟାରଙ୍କ ବିଷୟରେ ଆପଣ ମାନଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହାଙ୍କର ସ୍ତ୍ରୀ ଦେଖିବା ପାଇଁ କୌଣସି ବଲିଉଡ ହିରୋଇନ ମାନଙ୍କ ଠାରୁ କମ୍ ନୁହଁନ୍ତି । ଆସନ୍ତୁ ଜାଣିବା କିଏ ସେହି ସାଉଥ ସୁପରଷ୍ଟାର ଏବଂ କିଏ ତାଙ୍କର ସୁନ୍ଦରୀ ସ୍ତ୍ରୀଙ୍କ ବିଷୟରେ ।

ସୁପର ଷ୍ଟାରଙ୍କ ଭିତରେ ଜୋସେଫ ବିଜୟଙ୍କର ନାମ ସାମିଲ ଅଛି । ସେ ତାଙ୍କର ଦମଦାର ଅଭିନୟ ଦ୍ଵାରା ସାଉଥ ଫିଲ୍ମରେ ଅଲଗା ସ୍ଥାନ ବନେଇଛନ୍ତି । ସେ ତାଙ୍କ କ୍ୟାରିୟର ଯେତେବୀ ଫିଲ୍ମରେ କାମ କରିଛନ୍ତି ସବୁ ସୁପର ହିଟ ହୋଇଛି । ସେଥିଲାଗି ତାଙ୍କୁ ସାଉଥ ଫିଲ୍ମର ସୁପର ଷ୍ଟାର ବୋଲି କୁହାଯାଏ । ତାଙ୍କର ଖାସିୟତ ଏହା ଅଟେକି ସେ ତାଙ୍କର ଚରିତ୍ରକୁ ଏତେ ସୁନ୍ଦର ଭାବରେ ନିଭାନ୍ତିକି ଏକଦମ ରିଏଲ ଲାଗିଥାଏ । ତାଙ୍କ ଏହି ଅନ୍ଦାଜ ଲଗି ସାଉଥ ଇଣ୍ଡସଷ୍ଟ୍ରି ତାଙ୍କର ଦିବାନା ଅଟେ ।

ସାଉଥ ଇଣ୍ଡସଷ୍ଟ୍ରିର ଯୋଶେଫ ବିଜୟର ଜନ୍ମ 22 ଜୁନ 1974ରେ ତାମିଲନାଡୁରେ ହୋଇଥିଲା । ତାଙ୍କର ସବୁ ପଢା ମଧ୍ୟ ସେଠାରେ ହୋଇଥିଲା । ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ 1984 ରେ ବେତ୍ରିରୁ ବାଳ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ବହୁତ ଫିଲ୍ମରେ ତାଙ୍କୁଭାବରେ କାମ କରିବାକୁ ଅଫର ବାଳ କଳାକାର ଭାବରେ ମିଳିଥିଲା ।


ଏହାପରେ 1992 ରେ ସେ ଫିଲ୍ମ ‘ନାଲୟା ଥିରପୁ’ ରେ ମୁଖ୍ୟ ଅଭିନେତା ରୂପେ କାମ କରିଥିଲେ । ତାଙ୍କର ସେହି ଫିଲ୍ମ ପରେ ତାଙ୍କୁ ବହୁତ ଫିଲ୍ମରେ ଅଫର ମିଳିଥିଲା । ସେ ଏହି ସବୁ ଫିଲ୍ମକୁ ସ୍ଵୀକାର କରିଥିଲେ ସଫଳତା ବହୁତ ହାସିଲ ମଧ୍ୟ କରିଥିଲେ । ବର୍ତମାନ ସେ ତାଙ୍କର ଆସୁଥିବା ଫିଲ୍ମ ମାଷ୍ଟର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି, ଯାହା 2020 ରେ ଆସିବ । ତାଙ୍କ ସ୍ତ୍ରୀଙ୍କ ନାମ ସଂଗୀତା ଅଟେ । ପେଷାରେ ସେ ଜଣେ ବିଜନେସ ଓମ୍ୟାନ ଅଟନ୍ତି ।


ବହୁତ ବଡ ଘର ଝିଅ ଅଟନ୍ତି । ସେମାଙ୍କ ଦେଖା ଗୋଟେ ଶୁଟିଙ୍ଗ ସେଟରେ ହୋଇଥିଲା । ଯେଉଁଠି ବିଜୟ ତାଙ୍କର ଫିଲ୍ମ ଶୁଟିଙ୍ଗରେ ବ୍ୟସ୍ତ ଥିଲେ, ଶୁଟିଙ୍ଗ ବ୍ରେକ ସମୟରେ ସଂଗୀତା ତାଙ୍କ ପାଖକୁ ଆସିଥିଲା ଓ ତାଙ୍କ ଫିଲ୍ମ ପାଇଁ ଅଭିନନ୍ଦନ ଦେଇଥିଲେ । ସେଠାରେ ବିଜୟକୁ ପ୍ରଥମ ନଜରରେ ସଂଗୀତା ସହିତ ପ୍ରେମ ହୋଇଥିଲା । ବିଜୟ ଡେରିନକରୀ ସଂଗୀତାକୁ ପ୍ରପୋଜ କରିଥିଲେ । ସଂଗୀତା ମଧ୍ୟ ତାଙ୍କୁ ଭଲ ପାଉଥିଲେ ସେ ମଧ୍ୟ ହଁ କହିଥିଲେ । ବିଜଯ ଧର୍ମରେ ଖ୍ରୀଷ୍ଟିୟାନ ଅଟନ୍ତି ଓ ସଂଗୀତା ହିନ୍ଦୁ ଅଟନ୍ତି । ତାଙ୍କ ପ୍ରେମ ଭିତରେ କେବେ ଧର୍ମର ପ୍ରତିବନ୍ଧକ ଆସିନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।