Viral Video -ଶାଶୁର ଜୀବନ ନେଲା ରାକ୍ଷସୀ ବୋହୁ !ମେଡିକାଲରୁ ଫେରିଲା ଶାଶୁ ,ଘରେ ପୁରେଇଲାନି ବୋହୁ …ରୋଗରେ ଚାଲିଗଲା ଶଶୁର ଜୀବନ ଦେଖନ୍ତୁ video

ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଦେଖିବାକୁ ପାଉଥିବେ କି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେବାକୁ ଲାଗିଥାଏ | ତେବେ ଏଭଳି ଏକ ଅଭାବନୀୟ ଘଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଛି ଶାଶୂ ଙ୍କର ଶବ ଘର ଦୁଆର ମୁହଁରେ ପଡ଼ି ରହିଛି, ଆଉ ବୋହୂ ଘର ଭିତରେ ଦୀର୍ଘ 18 ଘଣ୍ଟା ହେବ ଅଛନ୍ତି ଆଉ ଘରର କବାଟ ମଧ୍ୟ ଖୋଲୁ ନାହାନ୍ତି | ଆଉ ଯାହା ପାଇଁ ଶବ ବିବଚ୍ଛେଦ କରାଯାଇନି ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ନୟାଗଡ ଜିଲ୍ଲାର ଚାନ୍ଦପୁର ଥାନା ଅନ୍ତର୍ଗତ ହରିହର ପୁର ଗାଁ ରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ମିରକୁମାରୀ ନାୟକ ନାଁ ରେ ବୃଦ୍ଧା ଙ୍କର ମୃତ୍ୟୁ ଘଟିଛି | ଆଉ ଯାହା ଜଣା ପଡିଛି କି ବୋହୂ ଶାଶୂ ଓ ପୁଅ ଙ୍କ ମଧ୍ୟରେ ଝଗଡା ହୋଇଥିଲା | ଆଉ ଯାହା କାରଣରୁ ସେମାନଙ୍କ ମଧ୍ୟରେ କଳି କଜିଆ ସବୁବେଳେ ଲାଗୁଥିଲା, ଆଉ ଯେଉଁଥିପାଇଁ ବୋହୂ ପୁଷ୍ପଲତା ନାୟକ ତାଙ୍କର ଶାଶୂ ଘରେ ରହୁଥିଲେ |
ଆଉ ଝଗଡା କାରଣ ରୁ ପୁଅ ନିରଞ୍ଜନ ନାୟକ ତାଙ୍କର ମା ଙ୍କୁ ନେଇ ଏକ ଭଡା ଘରେ ରହୁଥିଲେ ବୋଲି କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଭଡା ଘରେ ରହୁଥିବା ସମୟରେ ତାଙ୍କର ମା ଙ୍କର ଦେହ ଅସୁସ୍ଥ ହେବା କାରଣରୁ ତାଙ୍କୁ କେମ୍ସ ରେ ଥିବା ଏକ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା | ଆଉ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାକୁ ଲାଗିଥିଲା | ଆଉ ଯାହା କୁହାଯାଉଛି କି ଶେଷରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା | ଆଉ ମୃତ୍ୟୁ ପରେ ପୁଅ ଜନଙ୍କ ତାଙ୍କର ମା ଙ୍କ ର ମୃତ ଦେହ କୁ ସାଙ୍ଗରେ ନେଇକି ଘରକୁ ଆସିଥିଲେ |

ତେବେ ଦୀର୍ଘ 15-20 ଘଣ୍ଟା ଧରିକି ଘର ସାମ୍ନା ରେ ଅପେକ୍ଷା କରିଥିଲେ ମଧ୍ୟ କିଛି ବି ସୁଫଳ ମିଳି ନ ଥିଲା ପୁଷ୍ପଲତା ଘର ଖୋଲି ନ ଥିଲେ କି ଗାଁ ଲୋକ ମାନେ ମଧ୍ୟ ଶବ ବିବାଚ୍ଛେଦ ପାଇଁ ସାହାଯ୍ୟ କରି ନ ଥିଲେ | ଆଉ ଯେଉଁଥିପାଇଁ ଗାଁ ରେ କୌଣସି ଦେବ କାର୍ଯ୍ୟ ମଧ୍ୟ ହୋଇ ପାରି ନ ଥିଲା | ପୋଲିସ ଓ ଗାଁ ଲୋକ ମାନଙ୍କର ଅସହଯୋଗତା କାରଣ ରୁ ଏଭଳି ହୋଇଛି ବୋଲି କୁହାଯାଉଛି | ବର୍ତ୍ତମାନ ପ୍ରଶାସନ ର ସାହାଯ୍ୟ ଲୋଡିଛନ୍ତି ନିରଞ୍ଜନ ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment