Odisha News Portal

ସରକାରୀ କର୍ମଚାରୀ ମାନଙ୍କ ପାଇଁ ନୂଆ ନିୟମ ! ଅଫିସ୍ ରେ ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବା ମନା । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଲାଗୁ ହେବ ଡ୍ରେସ କୋର୍ଡ , ପିନ୍ଧି ପାରିବେନି ଟିସାର୍ଟ ଏବଂ ଜିନ୍ସ ଏମିତିକି ଜିନ୍ସ ପିନ୍ଧି ଅଫିସକୁ ଆସି ପାରିବେନି କର୍ମଚାରୀ । ଏପରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ମହାରାଷ୍ଟ୍ର ସରକାର , ଏମିତିକି ସପ୍ତାହର ଗୋଟିଏ ଦିନ ଖଦି ଡ୍ରେସ ପିନ୍ଦିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଏହି ଖଦି ଡ୍ରେସ ସେମାନେ ପିନ୍ଦିପାରିବେ । ସେପରି ମହିଲା ମାନେ ଶାଢୀ , ବ୍ରାଉଡର କୁତ୍ତା , ସଲୱାର ଏବଂ ସାର୍ଟ ପିନ୍ଧିବେ ଏହା ସହ ଓଢଣୀର ବ୍ୟବହାର ମଧ୍ୟ କରିବେ । ଏ କଥା ନେଇ ମହାରାଷ୍ଟ୍ର ସମସ୍ତ ସରକାରୀ ବିଭାଗକୁ ଚିଠି ଲେଖା ଯାଇଛି ।

ମହାରାଷ୍ଟ୍ରର ଉଦ୍ଦବ ଠାକେର ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟତର କର୍ମଚାରୀ ମାନଙ୍କ ପାଇଁ ଡ୍ରେସ କୋର୍ଡ ନିର୍ଦ୍ଦାରିତ କରାଯାଇଛି । ଯାହା ଦ୍ୱାରା କି ଏହି ନିୟମ ଅନୁସାରେ ଏବେ ସରକାରୀ କର୍ମଚାରୀ ମାନେ ସରକାରୀ କାର୍ଯ୍ୟ କରୁଥିବା ସମୟରେ ନିର୍ଦ୍ଦିଷ୍ଟ ଡ୍ରେସ କୋର୍ଡ ରହିବ । ସେମାନେ ଆଉ ଜିନ୍ସ , ଟି ସାର୍ଟ ଏବଂ ଚପଲ ପିନ୍ଧି ଅପିସ ଆସିପାରିବେ ନାହିଁ ।

 

ଏବେ ସମସ୍ତ କାର୍ମଚାରୀଙ୍କୁ ସେହି ଡ୍ରେସ କୋର୍ଡର ପାଳନ କରିବାକୁ ପଡିବ । ସରକାରୀ କର୍ମଚାରୀ ମାନଙ୍କୁ ଗାଢ ରଙ୍ଗ , କିମ୍ବା କୌଣସି ପ୍ରକାର ଫଟା , ଚିରା ଫୋଷାକ ମଧ୍ୟ ପିନ୍ଧିବା ପାଇଁ ବାରଣ କରାଯାଇଛି । ଏହା ସହିତ ସେମାନଙ୍କୁ ଏହି ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଛି କି ସେମାନେ ସପ୍ତାହରେ ଅଚତି କମରେ ଗୋଟିଏ ଦିନ ଖଦୀ ପିନ୍ଧି କରି ଆସିବେ ଏବଂ ମହିଳା ମାନେ ଶାଢି ପିନ୍ଦିବେ ।

ସରକାରୀ ଏପରି ଏକ ନିଷ୍ପତ୍ତି ନେବାର କରାଣ ହେଉଛି କି ଦେଖାଯାଉଛି କି କେତେକ ସମୟରେ ସରକାରୀ କର୍ମଚାରୀ ଉପଯୁକ୍ତ ହିସାବରେ ଡ୍ରେସ ପିନ୍ଧୁନାହାନ୍ତି ଏହା ଦ୍ୱାରା ସାଧାରଣ ଜନ ସାମାଜରେ ତାହାର ଛବି ଖରାପ ହେବାରେ ଲାଗିଛି । ଏଥିପାଇଁ ରାଜ୍ୟରେ ଏବେ ସରକାରୀ କର୍ମଚାରୀ ଜିନ୍ସ , ଚପଲ ଇତ୍ୟାଦି ପୋଷାକ ପନ୍ଧି ପାରିବେ ନାହିଁ । ଲୋକମାନେ ତାଙ୍କର ଏହି ପୂରା ପୋଷାକକୁ ସରାକରୀ ଇମେଜ ଭାବରେ ଦେଖୁଛନ୍ତି ।

ଯାହାଦ୍ୱାରା କି ସରକାରଙ୍କର ମତରେ ସାଧାରଣ ଜନତାଙ୍କୁ ସରକାରୀ କର୍ମଚାରୀ ମାନଙ୍କ ଠାରୁ ଭଲ ବ୍ୟବହାର ଏବଂ ବ୍ୟକ୍ତିତ୍ୱର ଆଶା ରହିଥାଏ । ଏପରି କ୍ଷେତ୍ରରେ ଯଦି ଅଧିକାରୀ ଏହଂ ଅଧିକାରୀଙ୍କ ପୋଷାକ ଅନୁୁପଯୁକ୍ତ ରହିବ ତେବେ କେଉଁଠି ନା କେଉଁଠି ଏହାର ପ୍ରଭାବ କାମ ଉପରେ ପଡିବ । ଏଥିପାଇଁ ସରକାରୀ ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।