Odisha News Portal

ସରକାର ନେଲେ ବଡ ନିଷ୍ପତି , ଜାନୁଆରୀ 2 ତାରିଖରେ ଖୋଲିବ ସ୍କୁଲ କଲେଜ୍ , ରାଜ୍ୟ ସରକାର ଜାରିକଲେ ଏହି ଗାଇଡଲାଇନ୍ …….ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…..

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ବର୍ତ୍ତମାନର କୋଭିଡ -19 ଯୋଗୁଁ କରୋନା ମହାମାରୀ ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ତେବେ ଖୁବ୍ ଶିଘ୍ର ସ୍କୁଲ କଲେଜ୍ ଖୋଲିବ ବୋଲି ଆଶା ରଖା ଯାଇଛି । ତେବେ ନୂଆ ବର୍ଷ ରୁ ଖୋଲି ପାରେ ମହା ବିଦ୍ୟାଳୟ । ନୂଆ ବର୍ଷ ରୁ ମହା ବିଦ୍ୟାଳୟ ଖୋଲିବା ନେଇ ଆଶା ରଖା ଯାଇଛି ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଶାସ୍ବତ ମିଶ୍ର ସୂଚନା ଦେଇଛନ୍ତି । ଆଉ ଖୁବ୍ ଶିଘ୍ର ଏ ନେଇ ରାଜ୍ୟ ସରକାର ନିଷ୍ପତି ନେବେ । ୟୁଜି ଏବଂ ପିଜି ସେମିଷ୍ଟାର ଘୁଞ୍ଚିବ ବୋଲି ସଚିବ କହିଛନ୍ତି ।

70-80 ରୁ ଦିନ ପାଠ ପଢା ପରେ ପରିକ୍ଷା କରା ଯିବ । ଆଉ କଲେଜ୍ ଖୋଲିବା ବି୍ଳମ୍ବ ହେଲେ ପାଠ୍ୟହ୍ରାସ କରା ଯିବ । ଅନଲାଇନ୍ ପଢାରେ ପରୀକ୍ଷା କରିଲେ ଫେଲ୍ ପ୍ରତିଶତ ବଢିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସଚିବ ଶାସ୍ବତ ମିଶ୍ର ସୂଚନା ଦେଇଛନ୍ତି ।

ତେବେ ସେପଟେ ଜାନୁଆରି 2 ରୁ ସ୍କୁଲ ଖୋଲିପାରେ ବୋଲି ସୂତ୍ର ରୁ ପ୍ରକାଶ । ଏ ନେଇ ଗଣଶିକ୍ଷା ବିଭାଗ ଖୁବ୍ ଶିଘ୍ର ଘୋଷଣା କରିବେ । ସ୍କୁଲ ଖୋଲିବା ପରେ ଶନିବାର ରବିବାର ଛୁଟି ବାତିଲ୍ ହେବ ବୋଲି ସୂତ୍ର ର ସୂଚନା ମିଳିଛି । ତେବେ କରୋନା କଟକଣା ଯୋଗୁଁ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିଛି । ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ମାଟି ମାଡି ନାହାଁନ୍ତି । ଅନଲାଇନ୍ ରେ ପାଠ ପଢା ହେଉଛି । କିନ୍ତୁ କୋଭିଡା ପାଇଁ ଏବେ ଅନଲାଇନ୍ ରେ ପାଠ ପଢା ରେ କ୍ଲାସ ଚାଲିଛି ହେଲେ ସରକାର କହିଛନ୍ତି ଅଫଲାଇନ୍ ରେ କିନ୍ତୁ ପରୀକ୍ଷା କରାଯିବ ।

ତେବେ ଅନଲାଇନ୍ ପାଠପଢା ପ୍ରଭାବ ରହି ନଥିବା ବେଳେ ପରୀକ୍ଷା କୁ ନେଇ ଚିନ୍ତାରେ ରହିଛନ୍ତି ଛାତ୍ର ଛାତ୍ରୀ । ଅନଲାଇନ୍ ରେ ପାଠପଢା କିନ୍ତୁ ଅଫ୍ ଲାଇନ୍ ରେ ହେବ ପରୀକ୍ଷା । ମ୍ୟାଟ୍ରିକ ଏବଂ +2 ପରୀକ୍ଷା ଅଫ୍ ଲାଇନ୍ ରେ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ସରକାର ଙ୍କ ଏଭଳି୍ ଘୋଷଣା ପରେ ଚିନ୍ତାରେ ଅଛନ୍ତି ଛାତ୍ର ଛାତ୍ରୀ ।


କାରଣ କୋଭିଡ ପାଇଁ 10 ମାସ ହେଲାଣି ସ୍କୁଲ ମାଟି ମାଡି ନାହାଁନ୍ତି ଛାତ୍ର ଛାତ୍ରୀ । ଅନଲାଇନ୍ ପାଠପଢା ପ୍ରଭାବ ହୀନ ରହିଛି ହେଲେ ଗଣଶିକ୍ଷା ବିଭାଗ କିନ୍ତୁ କହିଛି ପରୀକ୍ଷା ବିଳମ୍ବ ହେବ କିନ୍ତୁ ଅଫ୍ ଲାଇନ୍ ରେ ପରିକ୍ଷା ନିହାତି କରା ଯିବ । ଏଥର 30 ପ୍ରତିଶତ ସିଲାବସ୍ କମ କରାଯାଇଥିଲେ ବି ସ୍କୁଲ ଖୋଲି ଥିବାରୁ ପାଠପଢା ପ୍ରଭାବ ହୀନ ରହିଛି । ଏହି ଦୃଷ୍ଟିରୁ ଫେବୃଆରି କିମ୍ବା ମାର୍ଚ୍ଚ ମାସରେ ପରୀକ୍ଷା କରିବା ସମ୍ଭବ ନୁହେଁ, ତେଣୁ ପରୀକ୍ଷା ବିଲମ୍ବ ହେବ ନିଶ୍ଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।