Odisha News Portal

ସରକାରୀ କର୍ମଚାରୀ ପାଇଁ ସରକାର କଲେ ନୂଆ ନିୟମ ! ମନଇଚ୍ଛା ପୋଷାକ ପିନ୍ଧି ଯାଇ ପାରିବେନି ଅଫିସ୍ ନଚେତ୍ ଆପଣ ହୋଇପାରନ୍ତି ହୋଇରାଣ !ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ….

0 7

ସରକାର ନେଲେ ବଡ ନିଷ୍ପତ୍ତି ଯାହାକୁ ପାଳନ କରିବେ ସମସ୍ତ ସରକାରୀ କର୍ମଚାରୀ । ଏହା ସେମାନଙ୍କୁ ପାଇଁ ଏକ କଡା ନିର୍ଦ୍ଦେଶ ଅଟେ , ଯାହାକୁ ସମସ୍ତେ ନିଶ୍ଚିତ ରୂପରେ ପାଳନ କରିବା ଦରକାର । ତେବେ ଏହାକୁ ମହାରାଷ୍ଟ୍ର ସରକାର ସମସ୍ତ ସରାରୀ କର୍ମଚାରୀ ମାନଙ୍କ ପାଇଁ କରିଛନ୍ତି । ତେବେ ଆସନ୍ତୁ ଜାଣିବା କି ଏହି ନିୟମଟି କମ ଅଟେ ଏବଂ ଏହା କେଉଁଥିପାଇଁ କରାଯାଇଛି । ଅଫିସରେ ନୂଆ ନିୟମ କର୍ମଚାରୀ ମାନଙ୍କ ପାଇଁ ତିଆରି ହେଲା ନୂଆ ନିୟମ । ଏଣିକି ଜିନ୍ସ ପ୍ୟାଣ୍ଟ କି ଟି -ସାର୍ଟ ପିନ୍ଧି ଅଫିସ ଆସିବା ମନା ।

ମନଇଚ୍ଛା ପୋଷାକ ପିନ୍ଦିଲେ ନିଆଯିବ କାର୍ଯ୍ୟାନୁଷ୍ଟାନ । ମହାରାଷ୍ଟ୍ରର ଉଦ୍ଦବ ଠାକେର ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟତର କର୍ମଚାରୀ ମାନଙ୍କ ପାଇଁ ଡ୍ରେସ କୋର୍ଡ ନିର୍ଦ୍ଦାରିତ କରାଯାଇଛି । ଯାହା ଦ୍ୱାରା କି ଏହି ନିୟମ ଅନୁସାରେ ଏବେ ସରକାରୀ କର୍ମଚାରୀ ମାନେ ସରକାରୀ କାର୍ଯ୍ୟ କରୁଥିବା ସମୟରେ ନିର୍ଦ୍ଦିଷ୍ଟ ଡ୍ରେସ କୋର୍ଡ ରହିବ ।

ସେମାନେ ଆଉ ଜିନ୍ସ , ଟି ସାର୍ଟ ଏବଂ ଚପଲ ପିନ୍ଧି ଅପିସ ଆସିପାରିବେ ନାହିଁ । ଏବେ ସମସ୍ତ କାର୍ମଚାରୀଙ୍କୁ ସେହି ଡ୍ରେସ କୋର୍ଡର ପାଳନ କରିବାକୁ ପଡିବ । ସମସ୍ତଙ୍କୁ ଏହି କତା ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ସରକାରୀ କର୍ମଚାରୀ ମାନଙ୍କୁ ଗାଢ ରଙ୍ଗ , କିମ୍ବା କୌଣସି ପ୍ରକାର ଫଟା , ଚିରା ଫୋଷାକ ମଧ୍ୟ ପିନ୍ଧିବା ପାଇଁ ବାରଣ କରାଯାଇଛି ।

ଏହା ସହିତ ସେମାନଙ୍କୁ ଏହି ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଛି କି ସେମାନେ ସପ୍ତାହରେ ଅତି କମରେ ଗୋଟିଏ ଦିନ ଖଦୀ ପିନ୍ଧି କରି ଆସିବେ ଏବଂ ମହିଳା ମାନେ ଶାଢି ପିନ୍ଦିବେ । ସରକାରୀ ଏପରି ଏକ ନିଷ୍ପତ୍ତି ନେବାର କରାଣ ହେଉଛି କି ଦେଖାଯାଉଛି କି କେତେକ ସମୟରେ ସରକାରୀ କର୍ମଚାରୀ ଉପଯୁକ୍ତ ହିସାବରେ ଡ୍ରେସ ପିନ୍ଧୁନାହାନ୍ତି ଏହା ଦ୍ୱାରା ସାଧାରଣ ଜନ ସାମାଜରେ ତାହାର ଛବି ଖରାପ ହେବାରେ ଲାଗିଛି ।

ଏଥିପାଇଁ ରାଜ୍ୟରେ ଏବେ ସରକାରୀ କର୍ମଚାରୀ ଜିନ୍ସ , ଚପଲ ଇତ୍ୟାଦି ପୋଷାକ ପନ୍ଧି ପାରିବେ ନାହିଁ । ଲୋକମାନେ ତାଙ୍କର ଏହି ପୂରା ପୋଷାକକୁ ସରାକରୀ ଇମେଜ ଭାବରେ ଦେଖୁଛନ୍ତି । ଯାହାଦ୍ୱାରା କି ସରକାରଙ୍କର ମତରେ ସାଧାରଣ ଜନତାଙ୍କୁ ସରକାରୀ କର୍ମଚାରୀ ମାନଙ୍କ ଠାରୁ ଭଲ ବ୍ୟବହାର ଏବଂ ବ୍ୟକ୍ତିତ୍ୱର ଆଶା ରହିଥାଏ । ଏପରି କ୍ଷେତ୍ରରେ ଯଦି ଅଧିକାରୀ ଏହଂ ଅଧିକାରୀଙ୍କ ପୋଷାକ ଅନୁୁପଯୁକ୍ତ ରହିବ ତେବେ କେଉଁଠି ନା କେଉଁଠି ଏହାର ପ୍ରଭାବ କାମ ଉପରେ ପଡିବ । ଏଥିପାଇଁ ସରକାର ଏପରି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ।