Odisha News Portal

ସରକାର କଲେ ବଡ ଘୋଷଣା ! ବ୍ୟାଙ୍କରେ ଖାତା ଥିଲେ ନଭେମ୍ବର ରୁ ଖାତକୁ ଆସିବ ଟଙ୍କା ,ଏହି ସବୁ ନିୟମ ହେଲା ଘୋଷଣା ଜାଣିନଥିଲେ ଜାଣିରଖନ୍ତୁ.

ବର୍ତ୍ତମାନ ବ୍ୟାଙ୍କ ତରଫରୁ ଏକ ବହୁତ ବଡ ଖବର ସାମ୍ନାକୁ ଆସିଛି , ଯାହାକୁ ହେଉଛି କି ଲୋନ ମୋରାଟୋରିୟମକୁ ନେଇ କରି ଆସିଛି ବଜ ଖବର । ତେବେ ତାଲା ବନ୍ଦ ସମୟରେ ଯଦି ଆପଣ ମାନେ ମୋରାଟୋରିୟମର ଲାଭ ଉଠାଇ ନାହାନ୍ତି ଏବଂ ଏହା ସହିତ ଆପଣ ନିଜର ଇଏମଆଇ କି ସଠିକ ସମୟରେ ସଠିକ କିସ୍ତିରେ ପରିଶୋଧ କରିଛନ୍ତି ତେବେ ଏଥିପାଇଁ ଆପଣ ମାନଙ୍କୁ ବ୍ୟାଙ୍କ ତରଫରୁ କ୍ୟାସ ବେକ ମିଳିବ । ମୋରାଟୋରିୟମ ଅବଧି ଭିତରେ ସୁଧ ଉପରେ ଆଦାୟ କରାଯାଉଥିବା ସୁଧକୁ ଋଣ ଗ୍ରହୀତାଙ୍କ ଖାତାକୁ ପଠେଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ଏହା ସହିତ ଏହି କଥାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କରୋନା ମାହମାରୀ ମୁକାବିଲା ପାଇଂ ମାର୍ଚ୍ଚ 25 ତାରିଖରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଥିଲା । ଯେଉଁ କାରଣକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ 1 ମାର୍ଚ୍ଚରୁ 31 ଅଗଷ୍ଟ ଯାଏ ଋଣ ଆଦାୟ ସ୍ଥିଗିତ ସୁବିଧା ପ୍ରଦାନ କରାଯାଇଥିଲା । ପରେ ମେ 22 ତାରିଖରେ ଏହାକୁ ଅନ୍ୟ 3 ମାସ ଅର୍ଥାତ ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ମାତ୍ର ଏବେ ପ୍ରଶ୍ନ ଉଠୁଛି କି ଋମ ଗ୍ରହୀତା ଲକଡାଉନ ଭଳି ଏକ କଠିନ ପରିସ୍ଥିତିରେ ଋଣ ପରିଶୋଧ କରିବା ତାଙ୍କ ସହିତ ଏକ ପ୍ରକାର ଅନ୍ୟାୟ ହୋଇଛି । ଯେଉଁଥିପାଇଁ ସରକାର ଘୋଷଣା କରିଛନ୍ତି କି ଯଦି କୌଣସି ଋଣ ଗ୍ରହୀତା ମୋରାଟୋରିୟମର ଲାଭ ଉଠାଇ ନାହାନ୍ତି ଏବଂ ଇଏମଆଇର ସମସ୍ତ କିସ୍ତିକୁ ସଠିକ ସମୟରେ ଭରିଛନ୍ତି ତେବେ ବ୍ୟାଙ୍କ ତଫରୁ ସଂପୃକ୍ତ ବ୍ୟକ୍ତିକୁ କ୍ୟାସବେକ ମିଳିବ ।

ଗତ କିଛି ଦିନ ତଳେ 2 କୋଟି ପର୍ଯ୍ୟନ୍ତ ଲୋନ ନେଇଥିବା ଗ୍ରାହକଙ୍କୁ ମୋରୋଟୋରିୟମର ଅବଧିରେ ସୁଧ ଉପରେ ସୁଧ ଛାଡ ପାଇଁ ଘୋଷଣା କରାଯାଇଥିଲା । ଏ ସଂକ୍ରାନ୍ତରେ ସରକାର ଏକ ସତ୍ୟାପାଠ ଦାଖଲ କରିଥିଲେ । ଯେଉଁଥିରେ ଏମଏସଇ ଲୋନ , ହାଇସିଙ୍ଗ ଲୋନ, କନଞ୍ଜ୍ୟୁମର , ଅଟୋ , କ୍ରେଡିଟ କାର୍ଡ ବକେୟା ଏବଂ ଉପଭୋକ୍ତା ଲୋନ ଉପରେ ଲାଗୁ ଚକ୍ରବର୍ତ୍ତୀ ସୁଧକୁ ଛାଡ କରିଦିଆ ଯିବ ବୋଲି ଉଲ୍ଲେଖ ରହିଛି ।

ଯେଉଁଥିପାଇଁ ସରକାର କହିଛନ୍ତି କି ତାଲା ବନ୍ଦ ସମୟରେ ଯଦି ଆପଣ ମୋରାଟୋରିୟମର ଲାଭ ଉଠାଇ ନାହାନ୍ତି ଏବଂ ଆପଣ ନିଜର ଇଏମଆଇର ସଠିକ କିସ୍ତିକୁ ସଠିକ ସମୟରେ ପରିଶୋଧ କରିଛନ୍ତି ଯଦି କୌଣସି ଋଣ ଗ୍ରହୀତା ମୋରାଟୋରିୟମର ଲାଭ ଉଠାଇ ନାହାନ୍ତି ଏବଂ ଇଏମଆଇର ସମସ୍ତ କିସ୍ତିକୁ ସଠିକ ସମୟରେ ଭରିଛନ୍ତି ତେବେ ବ୍ୟାଙ୍କ ତଫରୁ ସଂପୃକ୍ତ ବ୍ୟକ୍ତିକୁ ଏହା ଉପରେ ଥିବା ସୁଧକୁ ଛାଡ କରିଦିଆ ଯିବ ବୋଲି କୁହାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।