Odisha News Portal

ସାପ୍ତାହରେ ମାତ୍ର 2 ଦିନ ଚୁଟିରେ ଏହି ପାଣି ଲଗାନ୍ତୁ, ଚୁଟି ଏତେ ମୋଟା, ଲମ୍ବା ଓ କଳା ହେଇଯିବ ଯେ ସମସ୍ତେ ଖାଲି ବୁଲି ବୁଲି ଚାହିଁବେ- Beauty Tips

0 366

ଆଜି କାଲି କେଶ ଝଡ଼ିବା ସମସ୍ତଙ୍କର ସାଧାରଣ ସମସ୍ୟା ହୋଇ ଗଲାଣି । ଆଜି କାଲି ର ଯୁବ ପିଢ଼ି ପ୍ରାୟ ସମସ୍ତେ ଏହି ସମସ୍ୟା ଦେଇ ଗତି କରୁଛନ୍ତି ଓ କେଶ ଝଡ଼ିବା ସମସ୍ତଙ୍କ ପାଇଁ ଏକ ସାଧାରଣ ସମସ୍ୟା ହୋଇ ଗଲାଣି । ତେବେ ଅନେକ ଲୋକ ଏହି ସମସ୍ୟା ରେ ସବୁବେଳେ ରହି ଥାଆନ୍ତି ଯେ ତାଙ୍କ କେଶ ବହୁତ୍ କମ୍ ଦିନ ଅନେକ କେଶ ଝଡି ଯାଇଥାଏ । ତେବେ ଏହି ସମସ୍ୟା ପ୍ରାୟ କେଶ ରେ ପ୍ରୋଟିନ ର ଅଭାବ ରୁ କିମ୍ବା ଅନ୍ୟାନ୍ୟ କାରଣ ରୁ ମଧ୍ୟ ହୋଇଥାଏ । ଏହି ସମସ୍ୟା ପାଇଁ ଅନେକ ଲୋକ ଅନେକ ମେଡ଼ିସିନ୍ ମଧ୍ୟ ଖାଇ ଥାଆନ୍ତି କିନ୍ତୁ ଏହି ମେଡ଼ିସିନ୍ ର ଅନେକ ପ୍ରକାର ପାର୍ଶ୍ଵ ପ୍ରଭାବ ରହିଥାଏ ଏହା ସହିତ ବେଳେ ବେଳେ ମେଡ଼ିସିନ୍ ଦ୍ଵାରା ଏହି ସମସ୍ୟା ରୁ ମୁକ୍ତି ମଧ୍ୟ ମିଳି ନଥାଏ ।

ତେବେ ପ୍ରକୃତି ରୁ ବେଳେ ବେଳେ ଆମକୁ ଏମିତି ସବୁ ତତ୍ଵ ମିଳିଥାଏ ଯାହାର ବ୍ୟବହାର ଦ୍ଵାରା ଆମେ ଆମର ସମସ୍ତ ପ୍ରକାର ସମସ୍ୟା ଦୂର କରି ପାରିବା କିନ୍ତୁ ଆମେ ଏହାର ସଠିକ୍ ବ୍ୟବହାର ଓ ଏହାର ଔଷଧୀୟ ଗୁଣ ବିଷୟ ରେ ଜାଣି ନଥାଉ । ଏହି ସବୁ ଆମ ଆଖି ସାମ୍ନା ରେ ଥାଇ ମଧ୍ୟ ଆମେ ଏହା ବିଷୟ ରେ ଜାଣି ପାରି ନଥାଉ । ତେବେ ଆଜି ଆମେ ସେମିତି କିଛି ତତ୍ତ୍ଵ ବିଷୟ ରେ ଜାଣିବା । ତେବେ ଆଜି ଆମେ ଏମିତି ଏକ ଉପାୟ ବିଷୟରେ ଜାଣିବା ଯାହା ଦ୍ଵାରା ଆପଣ ନିଜ କେଶ କଳା ଓ ମଜବୁତ୍ କରି ପାରିବେ ;

ଏହି ଉପାୟ ଟି କରିବା ପାଇଁ ଆପଣ ପ୍ରଥମେ ଏକ ପିଆଜ ନିଅନ୍ତୁ । ଏହି ପିଆଜ କୁ ଆପଣ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ ଓ ଏହାକୁ ପେଶି ଏହାର ରସ ବାହାର କରି ଦିଅନ୍ତୁ । ତେବେ ପିଆଜ ରେ ସଲଫର୍ ର ଗୁଣ ଅଧିକ ଥାଏ ଯାହା ଆମ କେଶ କୁ ମଜବୁତ୍ ଓ ଘନ କରିଥାଏ ଏହା ସହିତ ରୁପି କୁ ମଧ୍ୟ ଭଲ କରିଥାଏ।

ଏହି ପିଆଜ ରସ ରେ ଆପଣ ଦେଶୀ ନଡ଼ିଆ ତେଲ ମିଶାଇ ଦିଅନ୍ତୁ । ତେବେ ଆପଣ ମାନେ ଜାଣି ଥିବେ ବହୁ ପୁରାତନ କାଳ ରୁ ନଡିଆ ତେଲ ଆମ କେଶ କୁ ମଜବୁତ୍ ଓ ଘନ କରିଥାଏ । ତେଣୁ ଏହି ଦୁଇଟି ଉପାଦାନ କୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହା ପରେ ଏହି ମିଶ୍ରଣ କୁ ଚୁଟି ମୂଳରେ ହାଲୁକା ଭାବରେ ୪-୫ ଯାଏଁ ମସାଚ କରନ୍ତୁ।

ଏହା ସହିତ ଜଣାଇ ଦେଉଛୁ ଯେ ପିଆଜ ରେ ଭିଟାମିନ A ଓ C ର ପରିମାଣ ଯାହା କେଶ କୁ ମୂଳରୁ ମଜବୁତ୍ କରିଥାଏ । ତେବେ ଆଜିକାଲି ପିଆଜ ରେ ନିର୍ମିତ ଅନେକ ହେୟର କେୟାର ପ୍ରଡକ୍ଟ ମିଳୁଛି ଯାହା ଅଧିକ ଦାମୀ ହୋଇଥାଏ ତେଣୁ ଆପଣ ଏହି ସହଜ ଉପାୟ କରି ଆପଣ ନିଜର କେଶ ଜନିତ ସମସ୍ୟା ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।