Odisha News Portal

ସାପ୍ତାହିକ ରାଶିଫଳ : ବୃହସ୍ପତି ଚଳନ ୦୫ ଏପ୍ରିଲ ରୁ ୧୧ ଏପ୍ରିଲ 2021, ମହାଦେବଙ୍କ କୃପାରୁ ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

0 224

ଆଜି ଆମେ ଏହି ଲେଖା ମାଧ୍ୟମରେ 5 ଏପ୍ରିଲ ରୁ 11 ଅପ୍ରେଲ ର ରାଶିଫଳ ବିଷୟ ରେ ଜାଣିବା । ଏହାଦ୍ବାରା ଆପଣ ଆପଣଙ୍କ ସାପ୍ତାହିକ ରାଶିଫଳ ଓ ଭବିଷ୍ୟ ବିଷୟ ରେ ଜାଣିବା । ତେବେ ଆସନ୍ତୁ ଜାଣିବା ;

ମେଷ ରାଶି , ଏହି ସପ୍ତାହ ଟି ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ହେବାକୁ ଯାଉଛି । ଆର୍ଥିକ ସ୍ଥିତି ଭଲ ରହିବ । ପୁଞ୍ଜି ନିବେଶ କଲେ ସଫଳତା ମିଳିବ । ଆପଣ ଙ୍କୁ ବାସ ଗୋଟିଏ କାମ କରିବାର ଅଛି ତାହା ହେଉଛି ନିଜ କ୍ରୋଧ ଉପରେ ଯଥା ସମ୍ଭବ ନିୟନ୍ତ୍ରଣ ରଖନ୍ତୁ ଯାହା ଫଳରେ ସବୁ କାର୍ଯ୍ୟ ଶୁଭ ହେବ ।

ବୃଷ ରାଶି , ଆପଣ ବ୍ୟାପାର ବାଣିଜ୍ୟରେ ଆପଣଂକର ବହୁତ ଲାଭ ହେବ । ଏହି ସମୟ ରେ ଆପଣଙ୍କ ର ଅର୍ଥ ଜନିତ କୌଣସି ସମସ୍ୟା ରହିବ ନାହିଁ । ସମାଜ ରେ ଆପଣଙ୍କ ର ମାନସମ୍ମାନ ବୃଦ୍ଧି ପାଇବ । ଆପଣଙ୍କର ସମସ୍ତ ସମସ୍ୟା ର ଅନ୍ତ ଘଟିବ । ଆପଣ ନିଜ ପରିବାର ରୁ ଖୁବ ପ୍ରେମ ଓ ପ୍ରଶଂସା ପାଇବେ ।

ମିଥୁନ ରାଶି , ପଇସା ପତ୍ର କୁ ନେଇ କିଛି ଲୋକ ମାନଙ୍କ ସହିତ ଝଗଡା ହୋଇପାରେ । ଏହି ସମୟ ରେ ଆପଣଙ୍କ ର ଧନ ପ୍ରାପ୍ତି ର ଯୋଗ ରହିଛି । ଆପଣ ଏହି ସମୟ ରେ ଅନ୍ୟ କୁ ଯେତେ ସାହାଯ୍ୟ କରିବେ ଆପଣଙ୍କ ର ମଧ୍ୟ ସେତେ ଲାଭ ହେବ ।

କର୍କଟ ରାଶି , ଆପଣଙ୍କ ଶତ୍ରୁ ମାନେ ଦୂରେଇ ଯିବେ । ବ୍ୟବସାୟ ଓ ଚାକିରୀ ଉଭୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଚାରି ଦିଗରୁ ସଫଳତା ହାସଲ ହେବ । ଯାତ୍ରାଯୋଗ ରହିଛି ।

ସିଂହ ରାଶି , ବ୍ୟାପାର ବାଣିଜ୍ୟ ରେ ଆଶା ଅନୁସାରେ ଫଳ ପାଇବେ । ସାମାଜିକ କ୍ରିୟାକଳାପରେ ଆପଣ ବ୍ୟସ୍ତ ରହିପାରନ୍ତି । ଏମାନଙ୍କ ଜୀବନ ଧନ ଓ ସୁଖ ସମୃଦ୍ଧି ର ପରିପୂର୍ଣ୍ଣ ହୋଇଯିବ ।

ତୁଳା ରାଶି , ବ୍ୟବସାୟ କ୍ଷେତ୍ର ରେ ଆପଣଙ୍କୁ ଭଲ ସଫଳତା ମିଳିବ । ଆପଣଙ୍କ ନୂଆ ଅବସର ପ୍ରାପ୍ତି ହେବ ନୂଆ ଅବସର ଫଳ ରେ ଆପଣଙ୍କୁ ନୂଆ ସୁଯୋଗ ମିଳିବାର ସୁଯୋଗ ଅଛି। ବ୍ୟାପାର ର ରେ ଅଚାନକ ଧନ ଲାଭ ର ସମ୍ଭାବନା ଅଛି । ଭାବି ଚିନ୍ତି ନିଷ୍ପତି ନିଅନ୍ତୁ।

କନ୍ୟା ରାଶି , ଅର୍ଥ ପ୍ରାପ୍ତି ର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ପ୍ରେମ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। କର୍ମ କ୍ଷେତ୍ରରେ ବହୁତ ସଫଳତା ମିଳିବ ଏବଂ ପଦୋନ୍ନତି ମଧ୍ୟ ମିଳିବ।

ବିଛା ରାଶି , ଆପଣଙ୍କ ର ଆଗାମୀ ଭବିଷ୍ୟତ ରେ ବହୁତ ଶୁଭ ହେବାର ଅଛି। ଆପଣଙ୍କ ର ପଦଣ୍ଣତି ର ଯୋଗ ଅଛି । ଆପଣଙ୍କ ଉଚ୍ଚ ଅଧିକାରୀ ଙ୍କ ଠାରୁ ଆପଣକୁ ସମ୍ମାନ ମିଳିବାର ଯୋଗ ଅଛି ।

ଧନୁ ରାଶି , ମାଙ୍ଗଳିକ କାର୍ଯ୍ୟରେ ମନ ବଳାଇ ପାରନ୍ତି । କୌଣସି ବଡ଼ କାର୍ଯ୍ୟ କୁ ପୂରଣ କରିବେ।ଆପଣଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କ କୃପା ରହିବ।ଘରେ ବାତାବରଣ ଶୁଭ ରହିବ।

ମକର ରାଶି , ଏହି ସପ୍ତାହ ରେ ଆପଣଙ୍କୁ ଅନେକ ସଫଳତା ମିଳିବ । ମନ ରେ ସାମାନ୍ୟ ଅହଂ ଭାବ ରହିପାରେ । ଲୋଭ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ।

କୁମ୍ଭ ରାଶି , କିଛି ସୁଯୋଗ ହାତକୁ ଆସି ମଧ୍ୟ ହାତଛଡ଼ା ହୋଇ ପାରେ । ଏହି ସପ୍ତାହ ରେ ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି । ମନ ଅଶାନ୍ତ ରହିପାରେ । ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ।

ମୀନ ରାଶି , ଆଗାମୀ ଦିନରେ ଆପଣଙ୍କ ସବୁ କାର୍ଯ୍ୟ ପୂର୍ଣ୍ଣ ହେବା ସହିତ ସବୁ କାର୍ଯ୍ୟ ରେ ସଫଳତା ମିଳିବ।ଆପଣଙ୍କ ଚାକିରି ଓ ଶିକ୍ଷା କ୍ଷେତ୍ର ରେ ଉନ୍ନତି ହେବାକୁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।