ସଂସଦ Anubhav Mohanty ହେଲେ ମୋହରା, ଭାଇରାଲ ହେଲା ଅନୁଭବ ଙ୍କ ସତ… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…ଦେଖନ୍ତୁ Video

ଯେମିତି ଘର ଚଳେଇବା ପାଇଁ ଜଣେ ମୁଖ୍ୟଙ୍କର ଆବଶ୍ଯକତା ରହିଛି। ଠିକ ସେହିପରି ଦେଶ ତଥା ରାଜ୍ୟ ଚଳେଇବା ପାଇଁ ଜଣେ ଦକ୍ଷ ନେତାଙ୍କ ଆବଶ୍ଯକତା ରହିଛି। ଏହି ସମସ୍ତ ନେତା ମାନଙ୍କୁ ଆମ ଦେଶର ଜନସାଧାରଣ ମାନେ ହିଁ ବନେଇ ଥାଆନ୍ତି। ତେବେ ନେତା ମନ୍ତ୍ରୀ ମାନେ ଜନସାଧାରଣଙ୍କ ଅସୁବିଧା ସଂସଦ ରେ ଉପସ୍ଥାପନ କରନ୍ତି। ତେବେ ଯଦି ଦେଖିବା ଆମ ଗଣତନ୍ତ୍ରର ମୁଖ୍ୟ ହେଉଛି ବିରୋଧୀ ଦଳ ଯଦି ବିରୋଧୀ ଦଳ ନ ରହିବ ତାହାଲେ ମନ ମୁଖୀ ଶାସନ ଚାଲିବ।

ବନ୍ଧୁଗଣ ଆପଣ ଆମେ ଦେଖିଥିବେ। ଆଜିକାଲି ଅନେକ ଅଭିନେତା ମାନେ ରାଜନୀତି ଆଡ଼କୁ ମୁହାଁଉଛନ୍ତି। ତେବେ ଆମ ଓଡ଼ିଶାର ଅଭିନେତା ଅନୁଭବ ମହାନ୍ତି ବର୍ତ୍ତମାନ କେନ୍ଦ୍ରାପଡାର ସଂସଦ ହୋଇଛନ୍ତି। ଅନେକ ବିବାଦ ଘେରରେ ଛନ୍ଦି ହୋଇଛନ୍ତି। ତେବେ ବର୍ତ୍ତମାନ ସମୟରେ ଭଜପୁରି ଅଭିନେତା ମନୋଜ ତିୱାରୀ ଉଭୟ ମିଶି ଏକ ଭିଡ଼ିଓ ଟ୍ୱିଟର ରେ ପୋଷ୍ଟ କରିଥିଲେ। ତେବେ ବନ୍ଧୁଗଣ ଭିଡ଼ିଓ ରେ ମନୋଜ ତିୱାରୀ ସିଧାସଳଖ ଦିଲ୍ଲୀ ସରକାରକୁ ଅନେକ କିଛି କଥା କହିଥିଲେ।

ସମସ୍ତେ ଯାହା ଅନୁମାନ କରୁଛନ୍ତି ଯେ ସାଂସଦ ମନୋଜ ତିୱାରୀ ଅନୁଭବଙ୍କ କାନ୍ଧରେ ବନ୍ଧୁକ ରଖି ଶିକାର କରୁଥିବା କଥା ଦେଖିବା ପାଇଁ ମିଳିଛି। ସେ ସୋସିଆଲ ମିଡ଼ିଆ ରେ ଭିଡ଼ିଓ ବନେଇ ଏହା କହିଥିଲେ କି ଓଡ଼ିଶାର ଅନୁଭଵ ମହାନ୍ତି ସର୍ବ କନିଷ୍ଠ ସାଂସଦ ଭାବରେ ଆସିଥିଲେ। ଯାହାବି ଅନେକ ତାଙ୍କୁ ସ୍ବାଗତ ଜଣାଇ ଥିଲେ। ତେଣୁ ଆପଣ ମାନେ ମଧ୍ୟ ଜାଣିଥିବେ ଯେ ଅନୁଭଵ ମହାନ୍ତି। ସବୁବେଳେ କିଛି ନା କିଛି ବିବାଦ ଲାଗି ରହିଛି। ଆଉ ଯଦି ଦେଖିବା ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ଯାହାକି ତାଙ୍କର ରାଜନୀତି କ୍ଷେତ୍ରରେ ଅନେକ ପ୍ରକାର ପ୍ରଭାବ ପକାଇ ଥିଲା। ତେଣୁ ଆପଣ ମାନେ ମଧ୍ୟ ଜାଣିଥିବେ ଯେ ପଞ୍ଚାୟତ ନିର୍ବାଚନ ହେଉ କିମ୍ବା ପୌର ନିର୍ବାଚନ ହେଉ ଏଥିରେ ଅନୁଭଵ ମହାନ୍ତିକୁ କୌଣସି ଜାଗାକୁ ଡ଼କାଯାଇନଥିଲା।

ତେବେ ବର୍ତ୍ତମାନ ସମୟର ଦୁଇ ଅଭିନେତା ତଥା ସଂସଦ ମନୋଜ ତିୱାରୀ ଏବଂ ଅନୁଭଵ ମହାନ୍ତି। ଉଭୟଙ୍କ କଥା ଵାର୍ତା ଚାରି ଆଡ଼େ ପ୍ରଚାର ଜୋର ଧରିଛି। ଅନୁଭଵ ମହାନ୍ତିଙ୍କୁ ସେ ଯେତେବେଳେ ପଚାରିଥିଲେ। ସେ ମଧ୍ୟ କହିଥିଲେ କି ସେ ସାଂସଦ ହୋଇଥିଲେ। ତାଙ୍କୁ ମଧ୍ୟ ସମସ୍ତେ ପ୍ରସଂସା କରିଥିଲେ। ତେବେ ସେ ବର୍ତ୍ତମାନ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ଅଛନ୍ତି। ଯାହାବି ହେଉ ସେ ନିଜର ଅନେକ ବାଦ ବିବାଦ ଦେଇ ଗତି କରିଥିଲେ। ମଧ୍ୟ ତାଙ୍କୁ ବହୁତ କିଛି ସହିବା ପାଇଁ ପଡ଼ିଛି। ତେବେ ବର୍ତ୍ତମାନ ସମୟରେ ଏହା ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment