Odisha News Portal

ଶନିଦେବଙ୍କ କୃପାରୁ ୧୦ ବର୍ଷ ଯାଏ ଏହି ରାଶିର ଲୋକମାନଙ୍କର ଧନ ବୃଦ୍ଧି ପାଇବ

0 2

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ କୁ ସ୍ବାଗତମ୍ , ଆପଣ ମାନେ ଜାଣିଥିବେ ମନୁଷ୍ୟର ଜୀବନରେ କେଉଁ ସମୟର କଣ ହେବ କଣ ନହେବ ତାହା ଜାଣିବା ବହୁତ କଷ୍ଟକର ଅଟେ । ଆମ ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାର ଦେବତା ବୋଲି ମାନାଯାଏ , ଶନିଦେବଙ୍କର କୃପା ଯାହାଙ୍କ ଉପରେ ପଡିବ ସେ ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ହୋଇଯିବ , ଆପଣ ମାନେ ଜାଣିଥିବେ ଗ୍ରହ ମାନଙ୍କର ପରିବର୍ତ୍ତନ ହେଲେ ରାଶି ମାନଙ୍କ ମଧ୍ୟରେ ଶୁଭ କିମ୍ବା ଅଶୁଭ ସମାଚାର ଦେଇଥାଏ । ଏମିତିରେ ଜରୁରୀ ହୋଇନଥାଏ କି ସବୁବେଳେ ଶନିଙ୍କ ପ୍ରଭାବ ଗ୍ରହର ଉପରେ ପଡୁ , ଶନିଦେବ ଯେବେ କେବେ କେଉଁ ଗ୍ରହ ଉପରେ ଢଳି ପଡନ୍ତି ସେ ରାଶିର ଭାଗ୍ୟରେ ଦୁଖ ଦୁର୍ଦ୍ଦଶା ହୋଇଥାଏ ଦୂର ।

ଶନିଦେବଙ୍କର କୃପା ଯେଉଁ ରାଶି ଉପରେ ରହିଥାଏ ,ସେହି ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିଥାଏ । ତେବେ ଜ୍ୟୋର୍ତିଷ୍କ ଶାସ୍ତ୍ର ଅନୁସାରେ ଶନିଦେବ 10 ବର୍ଷ ପର୍ଯ୍ୟନ୍ତ କେତୋଟି ରାଶି ଉପରେ ଆର୍ଶିବାଦ ଢାଳିବାକୁ ଯାଉଛନ୍ତି ।ଯାହା ଫଳରେ ସେହି ରାଶି ଗୁଡିକରେ ଅଚାନକ୍ ହେବାକୁ ଯାଉଛି ବଡ ପରିବର୍ତ୍ତନ ହେବ । ତାଙ୍କୁ କୌଣସି ଅସୁବିଧାରେ ସାମ୍ନନା କରିବାକୁ ପଡିବ ନାହିଁ . ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ସମ୍ପର୍କରେ ।

ମେଷ ରାଶି

ମେଷ ରାଶି ର ବ୍ୟକ୍ତି ବିଶେଷଙ୍କ ଉପରେ ଶନିଦେବଙ୍କର କୃପା ପଡିବାକୁ ଯାଉଛି , ଆପଣ ଙ୍କର ଭାଗ୍ୟ ସୁନା ଭଳି ଚମକିବ , ଆପଣ କୌଣସି କାର୍ଯ୍ୟ ଆରମ୍ଭ କରୁଥିଲେ ସେଥିରେ ସଫଳତା ଅର୍ଜନ କରିବେ , ବୈବାହିକ ଜୀବନ ରେ ସୁଖ ସମୃଦ୍ଧି ରହିବ । ଆପଣ ଙ୍କୁ ଧନ ଲାଭ ହେବ , ଦୂର ଯାତ୍ରା କରୁଥିଲେ ସେଥିରେ ଶୁଭ ହେବେ । ଆପଣ ଙ୍କ ଉପରେ ଶନିଦେବ 10 ବର୍ଷ ପର୍ଯ୍ୟନ୍ତ କୃପା ରଖିବେ ଯାହା ଦ୍ବାରା ଆପଣ ଙ୍କୁ କେବଳ ସଫଳତା ହିଁ ପ୍ରାପ୍ତ ହେବ ।

ବୃଷ ରାଶି

 


ବୃଷ ରାଶି ଉପରେ ଶନିଦେବଙ୍କର ଶୁଭ ଦୃଷ୍ଟି ପଡିବ ଆସନ୍ତା 10 ବର୍ଷ ପର୍ଯ୍ୟନ୍ତ , ଘରକୁ ଧନର ଆଗମନ ହେବ , ଅଟକିଥିବା କାର୍ଯ୍ୟ ଆରମ୍ଭ ହୋଇପାରେ , ବେପାର ରେ ଲାଭ ହେବ କିନ୍ତୁ ଆପଣ ଙ୍କୁ ତାର ଅପେକ୍ଷା କରିବାକୁ ପଡିବ , ଶିକ୍ଷା କ୍ଷେତ୍ରରେ ଛାତ୍ର ମାନଙ୍କୁ ସଫଳତା ମିଳିବ , କୌଣସି ସରକାରୀ ଚାକିରୀ ର ସମାଚାର ମିଳିପାରେ ।

ମିଥୁନ ରାଶି

ଆପଣ ଯେଉଁ କାମରେ ହାତ ହେଉଛନ୍ତି ସେହି କାମରେ ଆପଣ ନିଶ୍ଚିତ ଭାବରେ ଲାଭବାନ ହେବେ , ଜି ଆପଣଙ୍କ ପରିବାର ଲୋକ କିମ୍ବା ବନ୍ଧୁ ମାନଙ୍କ ସହିତ କୌଣସି ଉତ୍ସବରେ ଯୋଗ ଦେବେ କିମ୍ବା ବାହାରକୁ ବୁଲିବାକୁ ଯିବେ । ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆପଣ ଦ୍ୱନ୍ଦ୍ୱତା ଅନୁଭବ କରିପାରନ୍ତି। ମାତାଙ୍କର ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ଶନିଦେବଙ୍କର କୃପା 10 ବର୍ଷ ଧରି ରହିବ ।

କର୍କଟ ରାଶି

ଏହି ରାଶିର ଲୋକଙ୍କ ପାଇଁ ଭଲ ଦିନ ନୁହେଁ , ଆପଣ କାହାର ଅଧିନରେ କାମ କରୁଥିଲେ ତେବେ ତାଙ୍କ ଠାରୁ ଗାଳିଗୁଳଜ ଶୁଣିପାରନ୍ତି , କେଉଁ ଆଡେ ବାହାର ଯିବାରେ ବିଜନେସ୍ ରେ ନୁଆ ବିଚାର ମିଳିବ ଶନିଦେବଙ୍କକୃପାରୁ ଆସୁଥିବା ସମୟରେ ବହୁତ ପରିବର୍ତ୍ତନ ହେବ , ବେପାର କରୁଥିବା ଲୋକଙ୍କ ପାଇଂ ତାଙ୍କ ଦ୍ୱାରା କରାଯାଉଥିବା କାମରେ ସଫଳତା ଅର୍ଜନ କରିବେ ।, ଏହି ଦିନରେ ବୃଷ ରାଶିର ଲୋକେ କଠିନ ପରିଶ୍ରମ କରି ମାନସିକ ସନ୍ତୁଷ୍ଟି ଲାଭ କରିବେ , କିଛି ଲୋକଙ୍କର ରାଜନୈତିକ ଲାଭ ବି ମିଳିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।