Odisha News Portal

ଦୀର୍ଘ 200 ବର୍ଷ ପରେ ହଟାତ୍ ରାଗିଲେ ଶନିଦେବ ଏହି ରାଶିର ଲୋକ ଙ୍କ ଭାଗ୍ୟରେ ଆସୁଛି ଦୁଃଖ !

0 122

ଆମେ ମାନେ ସମସ୍ତେ ବହୁତ ଭଲ ଭବାରେ ଜାଣିଛେ ଯେ ଗ୍ରହ ମାନଙ୍କର ଚଳନ ହେତୁ ଆମେ ମାନେ ଆମର ଜୀବନରେ ଅଦଳ ବଦଳ ଦେଖିଥାଉ । ଆଉ ଏହି କାରଣରୁ ଆମ ଜୀବନରେ ସୁଖ ଏବଂ ଦୁଃଖର ଆଗମନ । ତେବେ ଆପଣ ମାନଙ୍କୁ କହି ରଖୁଛୁ ଯେ ଶନି ଦେବଙ୍କୁ ସର୍ବୋଚ୍ଚ ନ୍ୟାୟଧୀଶ ଉପାଧି ଦିଆ ଯାଇଛି । ଯିଏକି ଅନୁଚିତ୍ କାର୍ଯ୍ୟ କରୁଥିବା ଲୋକ ମାନଙ୍କୁ ଉଚିତ୍ ସମୟରେ ଦଣ୍ଡ ଦେଇଥାନ୍ତି ।

ତେବେ ଯାହା ଉପରେ ଶନି ଦେବ କ୍ରୋଧିତ ହୋଇଥାନ୍ତି ତାହାର ନାଶ ହେବା ଶୁନିଶ୍ଚିତ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଚଳନ କାରଣରୁ ଏଭଳି ଯୋଗ ବନୁଅଛି କି ଆଜି ଠାରୁ ଶନିଦେବ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବ ମାତ୍ର ଗୋଟିଏ ରାଶି ଉପରେ ସବୁଠାରୁ ଅଧିକ ରହିବ ।

ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । ଆପମଙ୍କୁ କହିରଖୁଛୁ ଯେ ବ୍ୟକ୍ତିର ଜୀବନରେ ଯାହା ବି ଭଲ ଏବଂ ଖରାପ ଫଳ ରହିଥାଏ ତାହା ସବୁ ଶନିଦେବଙ୍କ ମହାଦଶା କାରଣରୁ ହିଁ ହୋଇଥାଏ ।

ସବୁବେଳେ ଦେଖାଯାଏ କି କେବେକେବେ କୌଣସି କଷ୍ଟ କାର୍ଯ୍ୟ ମଧ୍ୟ ଅତି ସହଜରେ ହୋଇଯାଏ କିନ୍ତୁ ପୁଣି କେବେ ଅତି ସହଜ କାମ ମଧ୍ୟ ଅତ୍ୟନ୍ତ ପରିଶ୍ରମ କରିବା ପରେ ମଧ୍ୟ ହୋଇପାରିନଥାଏ । ଏହାସବୁ ଶନିଦେବଙ୍କ ମହାଦଶା କାରଣରୁ ହୋଇଥାଏ ।

ଏହି ମାସରେ ସନିଦେବ ଧନୁ ରାଶିରୁ ଯାଇ ମକର ରାଶିରେ ପଶିଛନ୍ତି । ଶନିଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ।ଯିବା ସମସ୍ତଙ୍କ ଉପରେ ଏହାର ଗଭିର ପ୍ରଭାବ ପଡିଥାଏ । ଆଉ ଶନିଙ୍କର ଏହି ପରିବର୍ତ୍ତନ ଏହିଥର ରାଶି ମାନଙ୍କ ପାଇଂ ବହୁତ ଦୁଃଖ, କଷ୍ଟ ନେଇ ଆସିବ । ଯେଉଂ କାରଣରୁ ଏହି ରାଶିର ଲୋକଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ମଧ୍ୟ ପଡିବ । ଏମାନଙ୍କର ଅନାବଶ୍ୟକ କର୍ଚ୍ଚ ବଢିଯିବ । ଏହି ରାଶିର ଲୋକଙ୍କୁ ଏବେ ବହୁତ ଅଧିକ ସାବଧାନ ରହିବାକୁ ପଡିବ ଏବଂ ଏହି ବର୍ଷ ଅଧିକ ସତର୍କ ରହିବାକୁ ପଡିବ ।

ଚାକିରିରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ । କାର୍ଯ୍ୟ କ୍ଷେତ୍ରରେ ଶତୃ ହଇରାଣ କରିପାରନ୍ତି । ବ୍ୟାପାରି ମାନଙ୍କ ପାଇଁ ଏହି୍ ବର୍ଷ କଷ୍ଟ ସାଧ୍ୟ ରହିବାର ଅଛି । ଆପଣଙ୍କ ଲାଉ୍ ଲାଇଫ୍ ଉପରେ ମଧ୍ୟ ଶନି ମହାଦଶାର ବିପରୀତ ପ୍ରଭାବ ପଡିବାର ନଜର ଆସୁଅଛି ।

କହିରଖୁଛୁ କି ଶନିଙ୍କର ମକର ରାଶିରେ ପ୍ରବେଶ କରିବା ମାତ୍ରେ କୁମ୍ଭରାଶିରେ ପ୍ରଥମ ଚରଣ ଆରମ୍ଭ ହୋଇଯିବ । ମକର ରାଶି ଉପରେ ଏହି ମହାଦଶାର 2ୟ ଚରଣ ପଡିବ । ସେହିଠାରେ ଧନୁରାଶି ଉପରେ ଏହି ଦଶାର ଅନ୍ତିମ ଚରଣ ରହିବ । କିନ୍ତୁ ବୃଷ ରାଶିରୁ ଏହି ଦଶା ଛାଡି ଯିବ । ମିଥୁନ ଏବଂ ତୁଳା ରାଶି ଉପରେ ଏହି ଦଶା ଆରମ୍ଭ ହୋଇଯିବ । ମିଥୁନ ରାଶି ପାଇଁ ଏହି ଦଶା ଅଧିକ ଲାଭଦାୟକ ରହିପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।