Odisha News Portal

ଶନିବାର ଦିନ ହନୁମାନ ମନ୍ତ୍ର କୁ ଜପ କରନ୍ତୁ 3 ଥର 24 ଘଣ୍ଟା ମାଗିଥିବା ମଧ୍ୟରେ ଫଳ ନିଶ୍ଚୟ ପାଇବେ…

ଆଜିକା ଦୁନିଆ ଆଧୁନିଆର ଦୁନିଆରେ ପରିଣତ ହେବାରେ ଲାଗିଛି , ଏବେ ପ୍ରତ୍ୟେକ କାମ ପାଇଁ ଆମକୁ ଆଉ ସେମିତି କିଛି ବିସେଷ କଷ୍ଟ କରିବା ପାଇଁ ପଡୁନାହିଁ । କାହିଁକିନା ବାରତ ଡିଜିଟାଲ ହେବା ଫଳରେ ଏବେ ସମସ୍ତ କାମ ଅନଲାଇନ ମାଧ୍ୟମରେ ହୋଇଯାଉଛି । ସମୟ ପରିବର୍ତ୍ତନ ହେବା ସହିତ ଲୋକମାନେ ମଧ୍ୟ ବହୁତ ପରିବର୍ତ୍ତନ ହେଲେଣି । ଏବେ ଲୋକମାନେ ଯାହା ଆଖିରେ ଦେଖୁଛନ୍ତି ତାହା ହିଁ ବିଶ୍ୱାସ କରୁଛନ୍ତି , କୌଣସି ପ୍ରକାର ଅନ୍ଧବିସ୍ୱାସ ବା ତନ୍ତ୍ର , ମନ୍ତ୍ର ଆଦି କଥାକୁ ଆଉ ବିସ୍ୱାସ କରିନାହାନ୍ତି ।

ଆଧୁନିକ ଯୁଗ ରେ ମଣିଷ ତନ୍ତ୍ର ବିଦ୍ୟା ପ୍ରତି ଧୀରେ ଧୀରେ ନିଜର ବିଶ୍ୱାସ ହରାଇଦେବାକୁ ବସିଛି । ମାତ୍ର ସତ କଥା ହେଉଛି କି ତନ୍ତ୍ର ଶାସ୍ତ୍ର ରେ ଏମିତି ଅନେକ ବିଦ୍ୟା ରହିଛି ଯାହା କି ବହୁତ ଶକ୍ତି ସାଳି ଅଟେ ଓ ଏହା କରିବା ଦ୍ୱାରା ହେଉଥିବା ପରିବର୍ତନ ଆପଣଙ୍କ ସମ୍ନା ରେ ହୋଇଥାଏ ।

ତନ୍ତ୍ର ବିଦ୍ୟା ପ୍ରୟୋଗ କରି ଅନ୍ୟକୁ ଅସୁବିଧା ରେ ପକାଇବା ପାଖରୁ ଆରମ୍ଭ କରି ଧନ ଆଗମନ କରାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ଭବ ଅଟେ । ଏହି ତନ୍ତ୍ର ଶାସ୍ତ୍ର ଅନୁସାରେ ଏହି ବିଦ୍ୟା ଦ୍ୱାରା ଅନେକ ପ୍ରକାର ର ସିଦ୍ଧ କାର୍ଯ୍ୟ କରାଯାଇ ଥାଏ । ମାତ୍ର ଯେଉଁ ମାନେ ତନ୍ତ୍ରର ପ୍ରୟୋଗ କରୁଛନ୍ତି ସେମାନେ ସେହି କାମକୁ ସଠିକ ରୂପରେ ପ୍ରୟୋଗ କରିବା ଦରକାର , ଯାହାର ଭଳ ଫଳ ସେମାନେ ପାଇପାରିବେ ।

ଧନ ପ୍ରାପ୍ତି କରିବାର ଇଛା ସମସ୍ତଙ୍କର ଥାଏ କିନ୍ତୁ ଏହା ସମସ୍ତ ଙ୍କ ଭାଗ୍ୟରେ ନଥାଏ । ତେବେ ଯଦି ଧନ ପାଇବା ପାଇଁ ଚାହୁଁଛନ୍ତୁ ତାହାଲେ ଆପଣ ନିଶ୍ଚୟ ଏହି ତନ୍ତ୍ର ବିଦ୍ୟା କୁ ଆପଣାନ୍ତୁ ଦେଖିବେ ଆପନଙ୍କ ଜୀବନରେ ଧନ ର ବର୍ଷା ହେବାକୁ ଲାଗିବ । ଆଜି ଆମେ ଆପଣ ମାନଙ୍କୁ ସେମିତି କିଛି ମନ୍ତ୍ର ବିଷୟରେ କହିବୁ , ଯାହାର ପ୍ରୟୋଗ ଦ୍ୱାରା ଆପଣଙ୍କର ପାଖରେ ଧନର ବର୍ଷା ହେବ । 

ଆମେ ଆପଣ ମାନଙ୍କୁ ଯେଉଁ ତନ୍ତ୍ର ବା ମନ୍ତ୍ର ବିଷୟରେ କହିବୁ ତାହାକୁ ଆପଣ ମାନେ କେବଳ ଶନିବାର ଦିନ ହିଁ କରିବେ । ଏହା ସହିତ ଏହାକୁ କେବଳ ଶନିବାର ଦିନ ରାତି 12 ରୁ 1 ମଧ୍ୟରେ କରିବେ । ଏହି ଉପାୟ କରିବା ପାଇଁ ଆପଣ ମାନେ ପ୍ରଥମେ ଗୋଟିଏ ଥାଳି ନେବେ , ସେହି ଥାଳିରେ କିଛି କପୂର ଏବଂ ଘିଅ ଜାଳନ୍ତୁ । ଏହା ପରେ ସେହି ଥାଳି ସାମ୍ନାରେ ମାତା ଲକ୍ଷ୍ମୀଙ୍କର ଫଟୋ ବା ପ୍ରତିମା ରଖନ୍ତୁ ।

ଏହା ପରେ ଏହି ମନ୍ତ୍ରଟିକୁ 108 ଥର ଜପ କରନ୍ତୁ । ତେବେ ମନ୍ତ୍ରଟି ହେଉଛି – ଓଁ ଶ୍ରୀନ ହୃନ କ୍ଲି ତ୍ରିଭୁବନ ମହାଲକ୍ଷମେୟୀ ଅସମାକମ୍ ଦରିଦ୍ର ନାସାୟା ଧନ ଦେହୀ ଦେହୀ କିଂ ହଲିଂ ଶ୍ରୀନ ଓଁ । ଏହି ଉପାୟକୁ ଆପଣ ମାନେ 4 ଟି ଶନିବାର କରନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କର ଉପରେ ମାତା ଲକ୍ଷ୍ମୀଙ୍କର କୃପା ମିଳିବ ଏବଂ ଧନର ପ୍ରଚୁର ବର୍ଷା ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।