ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାକୁ ଲାଗିଛି ଗୋଟିଏ ଭିଡ଼ିଓ ତାହା ହେଉଛି ଅଶ୍ୱିନୀ ଓ ପ୍ରେରଣା କୁ ନେଇକି କୁହାଯାଉଥିବା କିଛି କଥା |ଆଉ ଯେଉଁଠି କୁହାଯାଉଛି କି ବେଶ ସୁନ୍ଦର ଭାବରେ ପ୍ରଥମେ ଫ୍ରେଣ୍ଡ ତାଙ୍କର ପ୍ରେମିକ ପ୍ରେମିକା ଏବେ ସ୍ୱାମୀ ଓ ସ୍ତ୍ରୀ ହୋଇ ଯାଇଛନ୍ତି ଅଶ୍ୱିନ ଓ ପ୍ରେରଣା | ଆଉ ଯାହା କୁହାଯାଉଛି କି ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଦୁଇ ଜଣ ନିଷ୍ପତି ମଧ୍ୟ ନେଇଛନ୍ତି ଓ ବିବାହ ବନ୍ଧନ ରେ ବାନ୍ଧି ମଧ୍ୟ ହୋଇ ଯାଇଛନ୍ତି | ଆଉ ଏବେ ନୂଆ ବୋହୂ ସାଜିକି ପ୍ରେରଣା ଯାଇଛନ୍ତି ତାଙ୍କର ଶାଶୂ ଘରକୁ, ଆଉ ସେଠାରେ ନିଜର ବାପ ଘର କଥା କୁ ମନେ ପକାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ ଅଶ୍ୱିନ ଆଉ ପ୍ରେରଣା ଙ୍କ କଥା ଦୁଇଜଣ ଏକ୍ଟିଂ ଦୁନିଆରେ ନିଜର କେରିୟର ପ୍ରଥମେ ଆରମ୍ଭ କରିଥିଲେ ଆଉ ସେଠାରେ ଦୁଇଜଣ ଭଲ ବନ୍ଧୁ ଭାବରେ ନିଜର ଜୀବନ ରେ ଆଗକୁ ବଢିବା ପରେ ଦୁଇ ଜଣଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ | ଆଉ ତାହା ପରେ ପ୍ରେମ ସମ୍ପର୍କ ଚାଲିଥିବା ବେଳେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇଜଣ | ଆଉ ହାତ କୁ ଦୁଇହାତ ହୋଇଛନ୍ତି ପ୍ରେରଣା |
ଆଉ ଯାହା କୁହାଯାଉଛି କି ପ୍ରେରଣା ବର୍ତ୍ତମାନ ବାହା ହୋଇ ତାଙ୍କର ଶାଶୂ ଙ୍କ ଘରେ ଅଛନ୍ତି ଆଉ ଶାଶୂ ଘରେ ପ୍ରଥମ ଦିନ ତାଙ୍କର ବେଶ ଖୁସି ଥିବାର ନଜ ର ଆସୁଥିବା ବେଳେ ପ୍ରେରଣା ଙ୍କ ଆଖିରେ ଲୁହ ଦେଖିବାକୁ ମିଳଥିଲା | ଆଉ କଇଁ କଇଁ କାନ୍ଦୁଥିଲେ ପ୍ରେରଣା | ତେବେ କାନ୍ଦିବାର କାରଣ ହୋଇଛି କି କି ପ୍ରେରଣା ତାଙ୍କର ବାପା ମା ଫେମିଲି କୁ ଛାଡିକି ଆସିଛନ୍ତି | ଆଉ ସେ ଯେହେତୁ ଜୋଏଣ୍ଟ ଫେମିଲି ରୁ ଆସିଛନ୍ତି ସେଥିପାଇଁ ସେ ଦୁଃଖ କରୁଛନ୍ତି ଶାଶୂ ଘରକୁ ଆସିଛି | ଏହା ବ୍ୟତୀତ ପ୍ରେରଣା କହିଛନ୍ତି କି ତାଙ୍କର ଫେମିଲି ର ସମସ୍ତେ କଳାକାର ଆଉ ତାଙ୍କୁ ସମସ୍ତେ ସପୋର୍ଟ କରନ୍ତି ଅଭିନୟ ଜଗତରେ କାମ କରିବା ପାଇଁ |
ଏହା ବ୍ୟତୀତ କୁହାଯାଉଛି କି ପ୍ରେରଣା ତାଙ୍କର ବାପ ଘର ଓ ଶାଶୂ ଘରର ଫେମିଲି କୁ ବେଲେନ୍ସ କରିକି ବୌବାହିକ ଜୀବନକୁ ଆଗ ନେଇଯିବେ ବୋଲି କହିଛନ୍ତି | ଆଉ ଅଶ୍ୱିନ ଭଳି ସ୍ୱାମୀ ପାଇଁ ସେ ବେଶ ଖୁସି ଅଛନ୍ତି ବୋଲି ମଧ୍ୟ କହିବାକୁ ଲାଗିଛନ୍ତି ପ୍ରେରଣା | ଆଉ ସେ ଯେହେତୁ ଘରର ବଡ଼ ଝିଅ ତେଣୁ ଟିକିଏ ଗେଲ୍ହା ହୋଇଥିବାରୁ ବାପା ଙ୍କୁ ଅଧିକ ଭଲ ପାଉଥିବାରୁ କଇଁ କଇଁ କାନ୍ଦୁଛନ୍ତି ପ୍ରେରଣା ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।