Odisha News Portal

ସଂସାରର ସବୁଠୁ ବଡ ପାପ କଣ ହୋଇଥାଏ , ତେବେ ଆପମ ମାନେ କରିଛନ୍ତି କି ସେମିତି ପାପ ତେବେ ସଜାଗ ହୋଇଯାଆନ୍ତୁ ନଚେତ

0 2

ଆଜି ଆମେ ଆପଣ ମାନଙ୍କୁ କହିବୁ କି ସଂସାରର ସବୁଠୁ ବଡ ପାପ କଣ ହୋଇଛାଏ , ଏହା ସହ ହୁଏତ ଆପଣ ମାନେ ଏହି ପାପ କରିଥାଇପାରନ୍ତି । ଯେତେବେଳେ ପାପ ପୁଣ୍ୟର କଥା ଉଠେ ସେହି ସମୟରେ ଲୋକମାନେ ପୁଣ୍ୟ କରିବା ପାଇଁ ଚାହିଁଥାନ୍ତି । ମାତ୍ର ଏମିତିରେ ଦେଖିବା ପାଇଁ ଗଲେ ସମସ୍ତେ ଏମିତି କିଛି ନା କିଛି ପାପ ନିଶ୍ଚିତ ରୂପରେ କରିଥାନ୍ତି । ବହୁତ ଲୋକମାନେ ମଧ୍ୟ ଏମିତି ଅଛନ୍ତି ଯେଉଁ ମାନେ କେବେବି ପାପ କର୍ମରେ ଲିପ୍ତ ରହିନଥାନ୍ତି । ଜୀବନଯାକ କେବଳ ପୁଣ୍ୟ କାମ କରି ଜୀବନ ବିତାଇ ଦେଇଥାନ୍ତି । ମାତ୍ର ତଥାପି ଯଦି ଆପଣ ମାନେ 100 ପୁଣ୍ୟ କରିଛନ୍ତି ମାତ୍ର ସେଥିରୁ ଯଦି ଗୋଟିଏ ପାପ କରିଦିଅନ୍ତି ତେବେ ସେହି ପୁଣ୍ୟର ଫଳ ନଷ୍ଟ ହୋଇଯାଏ ।

ସେହି ବ୍ୟକ୍ତିକୁ ନିଜର ପାପର ଏ ଜନ୍ମରେ ହେଉ କିମ୍ବା ପର ଜନ୍ମରେ ନିଶ୍ଚିତ ରୂପରେ ଭୋଗ କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ପାପରୁ ମୁକ୍ତି ପାଇବାର ସରଳ ଉପାୟ ବିଷୟରେ କହିବୁ ଯାହାକୁ ଆପଣ ମାନେ ନିଶ୍ଚିତ ରୂପରେ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।


ସଂସାରରେ ବିଭିନ୍ନ ପ୍ରକାରର ଲୋକମାନେ ରହିଥାନ୍ତି । ସେଥିମଧ୍ୟରୁ ଅନେକ ଲୋକ କେବଳ ପାପ କର୍ମରେ ଲିପ୍ତ ରହିଥାନ୍ତି । ଏମିତି ମଧ୍ୟ ଲୋକମାନେ ଅଛନ୍ତି ଯେଉଁ ମାନେ କେବଳ ପୁଣ୍ୟ କରନ୍ତି କେବେବି କୌଣସି ପାପ କରନ୍ତି ନାହିଁ । ଏହା ସହିତ କାହାକୁ ପାପ କର୍ମ କରିବା ପାଇଁ ମଧ୍ୟ ଦିଅନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ସଂସାରର ସବୁଠି ବଡ ପାପ କଣ ହୋଇଥାଏ ।


ଶାସ୍ତ୍ର ଅନୁସାରେ ସବୁଠାରୁ ବଡ ପାପ ହେଉଛି ନାରୀକୁ ଅସମ୍ମାନିତ କରିବା । ଭଗବାନ କହିଛନ୍ତି କି ସଂସାରରେ ସବୁଠୁ ବଡ ପାପୀ ସେହି ବ୍ୟକ୍ତି ଯିଏ ନାରୀର ଇଜ୍ଜତ ସହିତ ଖେଳ ଖେଳେ । ବିଜ୍ଞାନ ଅନୁସାରେ ନାରୀ ଶକ୍ତି ହେଉଛି ଦୁନିଆର ସବୁଠୁ ବଡ ଶକ୍ତି । କାରଣ ଜଣେ ନାରୀ ହିଁ ଅସହାୟ କଷ୍ଟ ସହି ଗୋଟିଏ ନୂତନ ଜୀବନକୁ ଦୁନିଆକୁ ଦେଇଥାଏ । ନାରୀ ସବୁଠୁ ଅଧିକ ପୂଜନୀୟ ଅଟେ , ତେବେ ସେପରି ଶକ୍ତିର ଅପମାନ ସଂପୂର୍ଣ୍ଣ ରୂପେ ବ୍ରହ୍ମାଣ୍ଡର ଅପମାନ ସିହତ ସମାନ ହୋଇଥାଏ । ଭଗବାନଙ୍କର କହିବା ଅନୁସାରେ ନାରୀକୁ ଯିଏ ସମ୍ମାନ ଦିଏ ସେହି ବ୍ୟକ୍ତିକୁ କୋଟି ପୁଣ୍ୟ ପ୍ରାପ୍ତି ହୋଇଥାଏ ।

ମାତ୍ର ଯଦି ପୁରୁଷ ଗୋଟିଏ ନାରୀକୁ ଅସମ୍ମାନ କରେ ତେବେ ସେ ସବୁଠୁ ବଡ ପାପ ଭାଗୀଦାରୀ ହୋଇଥାଏ । ତେଣୁ ଏଥିପାଇଁ ସଂସାରର ସବୁଠୁ ବଡ ପାପ ହେଉଛି ନାରୀକୁ ଅପମାନ କରିବା । ଏହି ପାପରୁ ଦୂରେଇ ରୁହନ୍ତୁ ଏବଂ ନିଜ ଆଖପାଖରେ ଥିବା ସମସ୍ତ ନାରୀ ମାନଙ୍କୁ ସମ୍ମାନ କରନ୍ତୁ ।

ପ୍ରତ୍ୟେକ ମନୁଷ୍ୟ ତାଙ୍କ ଜୀବନରେ ପ୍ରଥମ ନାରୀ ଭାବରେ ମାଙ୍କୁ ପାଇଥାନ୍ତି । ତେଣୁ ପ୍ରତ୍ୟେକ ଦିନ ନିଜ ମାଙ୍କର ସେବା କରନ୍ତି ଏବଂ ତାଙ୍କୁ ପାଦ ଛୁଇଁ ଆର୍ଶିବାଦ ନିଅନ୍ତୁ । ଏହା ଦ୍ୱାରା ଆପଣ ମାନେ କରିଥିବା ପାପରୁ ମୁକ୍ତି ପାଇପାରିବେ ।