Odisha News Portal

Odia general knowledge–ଶ୍ରୀକୃଷ୍ନଙ୍କର ଶଙ୍ଖର ନାମ କଣ ? ଆପଣ କହିପାରିବେ କି ଏହାର ଉତ୍ତର କଣ ହେବ ?

ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ପାଖରେ ତୋ ବହୁତ ଡିଗ୍ରୀ ପରିଚୟ ପତ୍ର ରଖିଛନ୍ତି କିନ୍ତୁ ସେମାନଙ୍କୁ ସାଧାରଣ କିଛି ଜ୍ଞାନ ନଥାଏ । ଯାହା ଦ୍ୱାରା ସେମାନଙ୍କୁ ଅନେକ ସମୟରେ ଅପମାନିତ ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ ।

କାହିଁକିନା ଏହା ହେଉଛି କମ୍ପଡିସନର ଯୁଗ , ଏହି କମ୍ପଡିସନ ଯୁଗରେ ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି କି ସେମାନେ କିପରି ସର୍ବଦା ସମସ୍ତଙ୍କ ଆଗରେ ରହିବେ । ଏଥିପାଇଁ ବହୁତ ପାଠ ପଢିଥାନ୍ତି ଏବଂ ବହୁତ ପଦବୀରେ ସାମିଲ ହୋଇଥାନ୍ତି । ସମସ୍ତଙ୍କର ଚଏସ ସମାନ ହୋଇନଥାଏ ତେଣୁ ସମସ୍ତେ ଏକା ପଦବୀରେ ରହିନଥାନ୍ତି ।

ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣିଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ପ୍ରଶ୍ନ ସମ୍ବଦ୍ଧରେ କହିବୁ ଯାହାକୁ ଆପଣ ମାନେ ମନେ ରଖିବା ବା ଜାଣି ରଖିବା ନିତାନ୍ତ ଅବଶ୍ୟକ ।

1–ଇନ୍ଦ୍ର ଦେବଙ୍କର ବାହନ କିଏ ?

ଉତ୍ତର–ଐରାବତ ହସ୍ତୀ

2–କେଉଁ ଯୁଗରେ ଭଗବାନ ବିଷ୍ନୁ ରାମଙ୍କର ଅବତାର ଧାରଣ କରିଥିଲେ ?

ଉତ୍ତର–ତ୍ରେତୟା ଯୁଗ

3–ପ୍ରହ୍ଲାଦ କାହାର ପୁତ୍ର ?

ଉତ୍ତର–ହିରଣ୍ୟ କାଶ୍ୟପ

4–ରାମଙ୍କର ଗୁରୁ କିଏ ?

ଉତ୍ତର–ବିଶ୍ୱାମିତ୍ର

5–ଶ୍ରୀକୃଷ୍ନଙ୍କର ଗୁରୁ କିଏ ?

ଉତ୍ତର–ସନ୍ଦିପନୀ

6–ଯୁଗ କେତେ ପ୍ରକାର ?

ଉତ୍ତର–4 ପ୍ରକାର ଯୁଗ ରହିଛି

7–ହିନ୍ଦୁ ପୁରାଣ ଅନୁସାରେ କେଉଁ ମହିଳା ପ୍ରଥମେ ମୃତ୍ୟୁବରଣ କରିଥିଲେ ?

ଉତ୍ତର–ଯାମି (ଯମଙ୍କର ଉଭଣୀ )

8–ହିନ୍ଦୁ ପୁରାଣ ଅନୁସାରେ ପ୍ରଥମେ କିଏ ମୃତ୍ୟୁବରଣ କରିଥିଲେ ?

ଉତ୍ତର–ଯମ

9–ବେଦବ୍ୟାସ କହିବାରୁ କିଏ ମହାଭାରତ ଲେଖିଥିଲେ ?

ଉତ୍ତର–ଶ୍ରୀ ଗଣେସ

10–ଘକ୍ଚୋକର ପିତା ଏବଂ ମାତାଙ୍କର ନାମ କଣ ?

ଉତ୍ତର–ଭୀମ ଏବଂ ହିଡିମ୍ବୀ

11–ଶ୍ରୀକୃଷ୍ନଙ୍କର ଶଙ୍ଖର ନାମ କଣ ?

ଉତ୍ତର–ଦେବଦତ୍ତ

12–ଯୁଧିଷ୍ଟିରଙ୍କର ପରେ କିଏ ସିଂହାସନରେ ବସିଥିଲେ ?

ଉତ୍ତର–ପରୀକ୍ଷିତ

13–ଗାନ୍ଧାରୀଙ୍କର ପିତାଙ୍କର ନାମ କଣ ?

ଉତ୍ତର–ସୁବଳ

14–ଭୀଷ୍ମଙ୍କର ପ୍ରକୃତ ନାମ କଣ ?

ଉତ୍ତର–ଦେବବ୍ରତ

15–ଅର୍ଜୁନଙ୍କ ଗାଣ୍ଡିବ ଧନୁ କିଏ ଉପହାରରେ ଦେଇଥିଲେ ?

ଉତ୍ତର–ଅଗ୍ନିଦେବ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।