Odisha News Portal

ସମୁଦ୍ରରେ ଗାଧୋଉଥିଲେ ପର୍ଯ୍ୟଟକ… ହଠାତ ଆକାଶରୁ ଖସି ପଡିଲା ବିମାନ… ଦେଖନ୍ତୁ Video

ଦର୍ଶକବନ୍ଧୁ ଆଜି କାଲି ସୋସିଆଲ ମିଡ଼ିଆ ରେ ଭାଇରଲ ହେବାକୁ ଲାଗିଛି ଏପରୀ ଏକ ଘଟଣା ଯାହାକୁ ଜାଣିବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଛନ୍ତୁ |ଘଟଣାଟି ଶୁଣି ନିଶ୍ଚୟ ଆପଣ ମାନେ ଆଶ୍ଚଯ୍ୟ ହୋଇଯାଉଥିବେ ଆଉ ଭାବୁଥିବେ କଣ ପାଇଁ ଏମିତି ହେଲା, ଆକାଶରେ ଉଡ଼ୁଥୁବା ଉଡ଼ାଜାହାଜ କଣ ପାଇଁ ଆଜି ପାଣିଭିତରେ ଦେଖା ଯାଉଛି, ଘଟଣା ଏମିତି କଣ ଘଟିଥିଲା ଯାହା ପାଇଁ ଆକାଶରେ ନ ଦେଖା ଯାଇ ଉଡ଼ାଜାହାଜ ଦେଖାଯାଉଛି ପାଣିଭିତରେ | କଣ ଏହାକୁ ପାଣି ଭିତରେ ଚଳେଇବା ପାଇଁ ଛଡ଼ାଯାଇଛି ବା ଆପେ ଆପେ ଆସି ଏହା ପାଣିରେ ପଶିଯାଇଛି ଏହା ଜାଣିବା ପାଇଁ ଆଗ୍ରହ ବଢ଼ିବାରେ ଲାଗିଛି | ତେଣୁ ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ଯାହା ପାଇଁ ଆକାଶରେ ଉଡୁଥିବା ଜିନିଷଟି ପଶିଆସିଥିଲା ପାଣି ଭିତରକୁ |

ସାଧାରଣତଃ ରୋକେଟ ବା କ୍ଷେପନାସ୍ତ୍ରକୁ ପରୀକ୍ଷା କରିଲା ବେଳେ ତାହା ଆସି ସମୁଦ୍ରରେ ପଡିବାର କଥା ଆପଣ ମାନେ ଜାଣିଥିବେ ଓ ଶୁଣିଥିବେ ମଧ୍ୟ କିନ୍ତୁ ଆଜିକାଲି ସେସିଆଲ ମିଡ଼ିଆରେ ଭାଇରଲ ହେଉଥିବା ଉଡ଼ାଜାହାଜ ମଝି ସମୁଦ୍ରରେ ଦେଖା ଯିବାର ଦୃଶ୍ୟ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନବାଚୀ ସାଜିଛି | କଣ ହେଇଥିଲା ସେ ଦିନ ଆଉ ଘଟିଥିଲା କିଛି ଏପରି ଘଟଣା ଯାହା ପଶି ଲୋକମାନେ ହୋଇଯାଇଥିଲେ ସ୍ତବଧ, କିଛି ଏପରି ଘଟଣା ଯାହା ପର୍ଯ୍ୟଟନ ମାନଙ୍କୁ ରଖିଦେଇଥିଲା ଆଶଙ୍କାରେ ଆଉ ସେମାନେ କିଛି ସମୟ ପାଇଁ ପାଲଟି ଯାଇଥିଲେ ପୂରା ନିସ୍ତେଜ ସମୁଦ୍ରରେ ଏପରୀ କିଛି ଦୃଶ୍ୟ ଦେଖିବେ ବୋଲି ସେମାନେ କେବେ ଭାବିନଥିଲେ |

ଆମେ ମାନେ ଜାଣିଛୁ କି ଓଡ଼ିଶା ହେଉଛି ପ୍ରାକୃତିକ ସମ୍ପଦର ଗନ୍ତାଘର ବିଭିନ୍ନ ପ୍ରକାରର ପ୍ରାକୃତିକ ସମ୍ପଦ ଓ ବହୁତ ଦର୍ଶନୀୟ ସ୍ଥାନ ମଧ୍ୟ ଆମ ଓଡିଶାରେ ରହିଛି , ସେମିତି ଆଉ ଗୋଟିଏ ପଯ୍ୟଟକ ସ୍ଥଳୀ ରିହିଛି ଯାହାକୁ ଲୋକମାନେ ଅଧିକ ପସନ୍ଦ କରନ୍ତି , ସେ ଫିଲ୍ମର ସୁଟିଂ ହୋଉ କି ମନର ଶାନ୍ତି ପାଇଁ ହୋଉ ଲୋକମାନେ ସମୁଦ୍ର କୂଳରେ ଯାଇ ବସି ନିଜର ଥକାକୁ ମେଣ୍ଟାଇଥାନ୍ତି | ଫୋଟୋ ସୁଟ ପାଇଁ ମଧ୍ୟ ସମୁଦ୍ରକୂଳ, ଗୋଟିଏ ଭଲ ସ୍ଥାନ ଭାବରେ ଆମେ ମାନେ ଜାଣିଛୁ, ତେବେ ହଠାତ ସମୁଦ୍ରରେ ଆସି ଉଡ଼ାଜାହାଜ ପଡିବ କଥା ସମସ୍ତଙ୍କୁ ଆଶଙ୍କା ଭିତରେ ରଖିଛି |

ପର୍ଯ୍ୟଟକ ମାନେ ବେଳାଭୂମିର ମଜା ନେଲା ବେଳେ ହଠାତ ଗୋଟିଏ କଳା ରଙ୍ଗର ଉଡ଼ାଜାହାଜଟି ଆସି ପଡିଯାଇଥିଲା ମଝି ସମୁଦ୍ରରେ , ଯାହା ଫଳରେ ଏପରି ଦୃଶ୍ୟକୁ ଦେଖି ଆର୍ଚଯ୍ୟ ହୋଇଯାଇଥିଲା ପର୍ଯ୍ୟଟକ ଆଉ କେତେ ପର୍ଯ୍ୟଟକ ଡରିବି ଯାଇଥିଲେ , କିନ୍ତୁ ଯାହା ଜାଣିବାକୁ ମିଳିଛି ଏହି ଘଟଣାରେ କାହାର କିଛି କ୍ଷତି ଘଟିନାହିଁ , କୌଣସି ପ୍ରକାରର ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଡ଼ାଜାହାଜଟି ଆକାଶରେ ଉଡିଲା ବେଳେ ଆସି ପୋଡ଼ିଯାଇଥିଲା ସମୁଦ୍ର ଭିତରେ, ଏବେ ଏହା ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାକୁ ଲାଗୁଛି ଓ ଖୁସିର କଥା ଏତିକି କୁ ଏହି ଦୁର୍ଘଟଣାରେ କାହାର ମୃତ୍ୟୁ ମଧ୍ୟ ହୋଇନାହିଁ, ଲୋମ ଟାଙ୍କୁରା ଏହି ଭିଡ଼ିଓଟି ଓସେନ ଓଲେଫ ଲାଇଫ WWII ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ଭାଇରଲ ହେଉଛି |

ଏହି ଭିଡ଼ିଓକୁ ଦେଖିଲା ପରେ ଅନେକ ଭିୱାର୍ସ ଅନେକ କୋମେନ୍ଟ ମଧ୍ୟ ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାକୁ ଲାଗିଛି, ସେ ଯାହା ହେଉ ଲୋକମାନଙ୍କ ଜୀବନ ହେଉଛି ସବୁଠୁ ମୂଲ୍ୟବାନ ଜିନିଷ, ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ଅଭାବନୀୟ ଘଟଣାଟି ଘଟିଥିଲେ ମଧ୍ୟ୍ୟ କାହାର କ୍ଷତି ହୋଇନାହିଁ ଓ ସମସ୍ତେ ସୁରକ୍ଷିତ ଅଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।