Odisha News Portal

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଖବର, ସମୁଦ୍ର କୂଳରୁ ମିଳିଲା ଜଳପରି ଯାହାକୁ ଆପଣ ମାନେ କେବେ ଦେଖିନଥିବେ…

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଖବର , ଲୋକମାନଙ୍କୁ ସମୁଦ୍ର କୂଳରେ ମିଳିଲା ଅସଲ ଜଳପରି । ଜଳପରିଟି ହେଉଛି ଗୋଟିଏ ଝିଅର ଶରୀର , ଏହାକୁ ଦେଖି ସମସ୍ତେ ହୋଇଛନ୍ତି ଆଶ୍ଚର୍ଯ୍ୟ । ଆପଣ ମାନେ କୌଣସି ଗଳ୍ପରେ ହେଉ କିମ୍ବା କାହାଣୀରେ ଜଳପରି ନାମ ତ ନିଶ୍ଚିତ ରୂପରେ ଶୁଣିଥିବେ । କୁହାଯାଏ କି ଜଳପରି ମାନେ ମେଲୋଡିରେ ଗୀତ ଗାଇ ଲୋକମାନଙ୍କୁ ଆକର୍ଷିତ କରିଥାନ୍ତି । ସେମାନେ ଗୀତ ଶୁଣି ଅନେକ ମଣିଷ ଜାହାଜରୁ ସମୁଦ୍ର କବଳକୁ ଡେଇଁ ପଡିଛନ୍ତି । ଅନେକ ଥର ସେମାନେ ଜାହାଜ ଅଧିନାୟକଙ୍କ ଦୃଷ୍ଟି ଆକର୍ଷଣ କରି ବହୁତ ବଡ ବଡ ଜାହାଜକୁ ସମୁଦ୍ର ଭିତରେ ବୁଡାଇ ଦେଇଛନ୍ତି ।

ଏହା ସହିତ କିଛି ଭଲ ମଣିଷ ଯେଉଁ ମାନେ ବୁଡା ଯାଇଛନ୍ତି ସେମାନଙ୍କୁ ମଧ୍ୟ ରକ୍ଷା କରିଛନ୍ତି । ମଣିଷକୁ ବଞ୍ଚାଇବା ପାଇଁ ଅନେକ ଜଳସ୍ରୋତ ଗଭୀରରେ ନିଜ ଅଞ୍ଚଳକୁ ନେଇଯାଆନ୍ତି । ଜଳପରି ମାନେ ଭୁଲି ଯାଆନ୍ତି କି ମଣିଷ ଜଳ ଭିତରେ ନିଶ୍ୱାସ ନେଇ ପାରିବେ ନାହିଁ । ପ୍ରାଚୀନ କାଳରେ ଲୁଟେରା ମାନେ ଜଳପରିର ଗୀତକୁ ଅଭିଶାପ ଭାବେ ବିବେଚନା କରୁଥିଲେ । ସେମାନେ ଏହା ସହିତ ସମୁଦ୍ର ଦେବୀଙ୍କୁ ମଧ୍ୟ ପୂଜା କରୁଥିଲେ । ଯାହା ଦ୍ୱାରା କି ଜଳପରି ଏବଂ ଅନ୍ୟ ପ୍ରାଚୀନ ଜୀବ ମାନେ ସେମାନଙ୍କର ପ୍ରତିବନ୍ଧକ ନହୁଅନ୍ତି । ରାମାୟଣ କାଳରେ ଜଳପରି ମଧ୍ୟ ଉଲ୍ଲେଖ କରାଯାଇଛି ।

କର୍ଣ୍ଣମାଳା ରାବରଣ ଝିଅ ଥିଲେ ଯେଉଁଥିରେ ତାହାର ଶରୀର ଅଧା ମଣିଷ ପରି ଏବଂ ଅଧା ମାଛ ପରି ଥିଲା । ଯେଉଁଥିରେ କି ହନୁମାନ ଜି ଲଙ୍କା ପାଇଁ ଏକ ସେତୁ ନିରମାଣ କରୁଥିଲେ ସେହି ସମୟରେ କର୍ଣ୍ଣ ମାଳା ପଥରକୁ ନଷ୍ଟ କରି ଦେଉଥିଲେ । ଯାହା ଫଳରେ ସେ ସମୁଦ୍ରରେ ରାମ ସେତୁ ନିର୍ମାଣ ହୋଇପାରିବ ନାହିଁ ଏବଂ ସେ ସମୟରେ ବାନର ସେନାକୁ ହଇରାଣ କରିଥିଲା ମହାଭାରତର ଅର୍ଜୁନଙ୍କ ପତ୍ନୀ ଉପୁଲିଙ୍କୁ ମଧ୍ୟ ଜଣେ ମର୍ମୀ ଭାବରେ ଉଲ୍ଲେଖ କରାଯାଇଛି ।

କେବଳ ଭାରତରେ ନୁହେଁ ୟୁରୋପ , ଏସିଆ ,ଆଫ୍ରିକାର କେତେକ ଦେଶରେ ଜଳପରି ପରି ଅନେକ ଚରିତ୍ର କାହାଣୀ ସଂପର୍ଶରେ ମଧ୍ୟ ଦେଖିବାକୁ ମିଳିଛି । ଯଦିଓ ଆଜି ମଧ୍ୟ ଜଳପରି ରହସ୍ୟ ,ସଂପୂର୍ଣ୍ଣ ଭାବରେ ଖୋଲା ଯାଇନାହିଁ କିନ୍ତୁ ଏହାକୁ ଅସ୍ୱୀକାର ମଧ୍ୟ କରାଯାଇ ପାରିବ ନାହିଁ ।

 ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ବାଇରାଲ ହେବାରେ ଲାଗିଛି ଯେଉଁତିରେ ଦେଖା ଯାଉଛି କି ସମୁଦ୍ର କୂଳରେ ଏକ ଜଳପରି ଅଚେତ ଅବସ୍ଥାରେ ପଡିରହିଛି । ଯାହାକୁ ଇନେକ ଲୋକମାନେ ଦେଖୁଛନ୍ତି , ମାତ୍ର ଏହି ଭାଇରାଲ ଭିଡିଓରେ କେତେ ସତ୍ୟାତା ରହିଛି ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ । ମାତ୍ର ଭିଡିଓଟି ବହୁତ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ କତଣ ଏବେବି ଜଳପରି ରହିଛନ୍ତି । ସମସ୍ତେ ଏହି ଜଳପରିକୁ ଦେଖୁଛନ୍ତି ଏବଂ ଫଟୋ ମଧ୍ୟ ସୁଟ କରୁଛନ୍ତି । ତେବେ ପ୍ରକୃତରେ ଏବେ କଣ ଜଳପରି ଅଛନ୍ତି ଏବଂ ଲୋକ ଲୋଚନକୁ ଆସୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।