ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେଉଥିବା ଏକ ରିୟାଲିଟି ଶୋ ଭିଡ଼ିଓ ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଥିବା ର ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ବେଳେ ଏଥିରେ ତିନି ଜଣ ଜଣା ଶୁଣା କଳାକାର ଜର୍ଜ ଭାବେ ନିୟାଜିତ ଅଛନ୍ତି | ତେବେ ଏହି ରିୟାଲିଟି ଶୋର ପ୍ରଥମ ରାଉଣ୍ଡ ଭାଗ ନେଇଥିବା ରାଜେଶ୍ୱରୀ ଙ୍କ ଡ୍ୟାନ୍ସ କୁ ଜର୍ଜ ମାନେ କିପରି ଉପଭୋଗ କରିଛନ୍ତି | ଆଉ ଯାହା ଦେଖିବାକୁ ମିଳିଛି କି ସିଦ୍ଧାର୍ଥ ଟିଭି ର ଏହି ଶୋ ରେ ଚାହା ର ପ୍ରତିଯୋଗିତା ଲାଗିଛି ଆଉ ଯାହା କୁ ଦେଖି ଦର୍ଶକ ମାନେ ବେଶ ଖୁସି ମଧ୍ୟ ହେଉଛନ୍ତି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସେହି ଭିଡିଓ ବିଷୟରେ ନଜର ପକାଇବା |
ତେବେ ବନ୍ଧୁଗଣ ଓଡିଶା ଟେଲିଭିଜନ ରେ ନୂଆ କରି ଆରମ୍ଭ ହେଇଥିବା ସମ୍ପୂର୍ଣ ଲଷ୍ମୀ ରିୟାଲିଟି ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ତେବେ ଏହି ରିୟାଲିଟି ଶୋ ଟି ଗୃହିଣୀ ମାନଙ୍କୁ ନେଇ ଆରମ୍ଭ ହେଇଥିବା ବେଳେ ଏହି ରିୟାଲିଟି ଶୋ କୁ ବିଭିନ୍ନ ଗୁଣୀ ଜ୍ଞାନୀ ଲୋକମାନେ ଅତିଥି ହେଇ ଆସିଥାନ୍ତି | ତେବେ ଏହି ଶୋ ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଳାକାର ମାନେ ତାଙ୍କର ପ୍ରତିଭା ଦେଖାଇବା ପାଇଁ ଏହି ରିୟାଲିଟି ଶୋ ରେ ଭାଗ ନେଇ ଥାନ୍ତି | ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ଏହି ଶୋ ରେ ଏକ ଗ୍ରୁପ ରେ ତିନି ଜଣ ଗୃହିଣୀ ଙ୍କୁ ମଞ୍ଚକୁ ଡକା ଯାଇଥିଲେ ସେମାନେ ହେଲେ ମଧୁସ୍ମିତା ଜେନା, ବିଶ୍ୱଭାରତୀ ସ୍ୱାଇଁ, ଅଲିଭା ପ୍ରିୟଦର୍ଶିନୀ |
ତେବେ ମଞ୍ଚକୁ ସେମାନେ ଆସିବା ପରେ ଜର୍ଜ ସେମାନଙ୍କୁ ଏକ ଟାସ୍କ ଦେଇଥିଲେ କରିବା ପାଇଁ | ତେଵେ ଟାସ୍କ ଟି ଥିଲା ଚାହା ତିଆରି କରିବା | ତେଵେ ଚାହା ତିଆରି କରିବା ପାଇଁ ସେମାନଙ୍କୁ 3 ମିନିଟ ର ନିର୍ଧାରିତ ସମୟ ଦିଆଯାଇଥିଲା ଓ ସେହି 3 ମିନଟ ଭିତରେ ସେମାନେ ସୁନ୍ଦର ଚାହା ତିଆରି କରିଥିଲେ | ହେଲେ ତିନି ଜଣ ଗୃହିଣୀଙ୍କ ଭିତରୁ ମଧୁସ୍ମିତା ଜେନା ଙ୍କ ଚାହା ଜର୍ଜ ମାନଙ୍କୁ ବେଶୀ ଭଲ ଲାଗିଥିଲା ବୋଲି ଜର୍ଜ ମାନେ କହିଥିଲେ | ଏହା ସହିତ ପ୍ରଥମ ରାଉଣ୍ଡ ର ଟାସ୍କ ଶେଷ ହେଇଥିଲା |
ଆଉ ଦେଖିବାକୁ ମିଳିଛି କି ଦ୍ୱିତୀୟ ରାଉଣ୍ଡ ରେ ସେମାନଙ୍କୁ କିଛି ପ୍ରଶ୍ନ ପଚାରାଯାଇଥିଲା ଏହାର ଉତ୍ତର ତିନି ଜଣ ଗୃହିଣୀ ବହୁତ ଭଲ ଭାବରେ ଦେଇଥିଲେ | ତେବେ ଶେଷ ରାଉଣ୍ଡରେ ଦର୍ଶକ ମାନଙ୍କୁ ଓ ଜର୍ଜ ମାନଙ୍କ ମନକୁ ଖୁସି କରିବା ପାଇଁ ଡ୍ୟାନ୍ସ ର ଟାସ୍କ ରହିଥିଲା | ଯେଉଁ ଥିରେ ୩ ଜଣ ଗୃହିଣୀ ବହୁତ ସୁନ୍ଦର ଭାବରେ ଡ୍ୟାନ୍ସ କରି ଜର୍ଜ ମାନଙ୍କ ମନ ଜିଣିଥିଲେ ମଧ୍ୟ | ସେ ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ଗଲା ରାଉଣ୍ଡ କୁ ଯିବାକୁ ସୁଯୋଗ ମିଳିଥିଲା | ତେବେ ସେ ହେଉଛନ୍ତି ମଧୁସ୍ମିତା ଜେନା | ଯିଏ କି ସମସ୍ତ ଟାସ୍କ ର ଭଲ ଭାବରେ ତାଙ୍କର ପ୍ରଦର୍ଶନ ଦେଖାଇଥିଲେ ଓ ଜର୍ଜ ମାନଙ୍କ ମନକୁ ଜିତିଥିଲେ |ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।