Hair Tips – ଶାମ୍ପୁ ରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , କେଶ ଏମିତି ବଢିବ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ…

ଆଜିର ଦିନରେ ପ୍ରତ୍ୟେକ ମହିଳା ନିଜର କେଶକୁ ଲମ୍ୱା , ସାଇନି ଏବଂ କେଶ ଝଡିବା ଭଳି ସମସ୍ୟାକୁ ଦୂର କରିବା ପାଇଁ ଚାହୁଁଥାନ୍ତି ତେବେ ଆପପଣଙ୍କୁ ବାସ୍ ସାମ୍ପରେ ଗୋଟିଏ ଜିନିଷ ମିଶାଇ ଲଗାଇବାର ଅଛି । ଏହାଛଡା ଆପଣ ମାନେ ପ୍ରତ୍ୟେକ ଦିନ ଯେଉଁ ସାମ୍ପ ୟୁଜ କରୁଛନ୍ତି , ତାହାକୁ ହିଁ ବ୍ୟବହାର କରିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘରୋଇ ଉପାୟର ପ୍ରସ୍ତୁତି ପ୍ରଳାଣୀ ବିଷୟରେ ।

ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଚାପତି
2.ପିଆଜ
3 ଏଲୋବିରା ଜେଲ
4. ସେମ୍ପ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆପଣ ମାନେ ଗୋଟିଏ ପ୍ୟାନ ନିଅନ୍ତୁ , ସେଥିରେ 2 ଚାମଚ ଚା ପତି ନିଅନ୍ତୁ । ତା ସହିତ ଦେଢ ଗ୍ଲାସ ପାଣି ମଧ୍ୟ ଏଡ୍ କରନ୍ତୁ ଏବଂ ମିଡିଅମ୍ ଫ୍ଲେମ ରେ କିଛି ସମୟ ଫୁଟାନ୍ତୁ । ପାଣିକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ପାଣି ଫୁଟିକରି ଅଧା ନହୋଇ ଯାଇଛି । ପାଣି ଅଧା ହୋଇଯିବା ପରେ ଗ୍ୟାସକୁ ଅଫ୍ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଏକ ଛାଣା ସାହାର୍ଯ୍ୟରେ ବାଉଲ ରେ ଛାଣି ନିଅନ୍ତୁ । ବର୍ତ୍ତମାନ ଗୋଟେ ପିଆଜକୁ ଆଣି ଗ୍ରେଟର ସାହାର୍ଯ୍ୟରେ କୋରି ତାର ରସ ବାହାର କରି ନିଅନ୍ତୁ , ସେହି ରସକୁ ଚାପତିର ପାଣିରେ ଏଡ୍ କରନ୍ତୁ ।

ଚୁଟି ଝଡିବାକୁ ଅଟକାଇବା ସହିତ ଏହା ଚୁଟିର ଗ୍ରୋଥକୁ ବଢାଇଥାଏ ଏବଂ ପତଳା ଚୁଟି କୁ ମୋଟା କରିବାରେ ସାହାର୍ଯ୍ୟ କରିଥାଏ । ତୃତୀୟ ଜିନିଷ ଏଥିରେ ଏଡ୍ କରନ୍ତୁ ଏକ ଚାମଚ ଆଲୋବିରା ଜେଲ । ତା ସହିତ ଆପଣ ମାନେ ୟୁଜ୍ କରୁଥିବା ସେମ୍ପ ଏକ ଚାମଚ ଏଡ୍ କରି ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାକୁ ଲଗାଇଲେ ଆପଣଙ୍କ ଚୁଟିର ସ୍ମଥନେସ୍ ଆସିବ ଏବଂ ଆପଣଙ୍କ ଚୁଟି ଶୀଘ୍ର ଶୀଘ୍ର ବଢିବ ।

ବ୍ୟବହାର ପ୍ରଣାଳୀ :-

ଏହି ଉପଚାରକୁ ସପ୍ତାହରେ 2 ଥର ବ୍ୟବହାର କରନ୍ତୁ , ଯେତେବେଳେ ଆପଣ ହେୟାର ୱାସ କରୁଛନ୍ତି ତ ଆଗ ଆପଣ ମାନେ ନରମାଲ ପାଣିରେ ଚୁଟି କୁ ଭଲ ଭାବରେ ଧୋଇ ନେବେ । ଏହାପରେ ପ୍ରସ୍ତୁତ କରି ରଖାଯାଇଥିବା ରେମିଡି କୁ ହେୟାରରେ ଆପ୍ଲାଏ କରନ୍ତୁ । ପ୍ରଥମ ଥର ଆପ୍ଲାଏ କରି ଧୋଇ ନିଅନ୍ତୁ ଏବଂ ପୁଣିଥରେ ଏହାକୁ ହେୟାରରେ ଲାଗାଇ ଭଲ ଭାବରେ ମସାଜ କରନ୍ତୁ ଏବଂ ନରମାଲ ପାଣିରେ ଧୋଇ ନିଅନ୍ତୁ । ଏହାପରେ ଆପଣ ମାନେ କଣ୍ଡିସନର ମଧ୍ୟ ୟୁଜ୍ କରି ପାରିବେ । ଏହି ରେମିଡି ହେୟାରର ସମସ୍ତ ପ୍ରବ୍ଲେମ କୁ ଦୂର କରିବା ସହ ମଜବୁତ ଓ ସୁନ୍ଦର କରାଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment