Odisha News Portal

ସାମାନ୍ୟ ବଚଷାକୁ ନେଇ ଲଙ୍କା କାଣ୍ଡ, ମହିଳାଙ୍କୁ ସର୍ବସମ୍ମୁଖରେ ଉଲଗ୍ନ କରି ମାଡ ମାରିଲେ , ତା ପରେ ଯାହା ହେଲା ଶୁଣିଲେ କାନ୍ଦି ଉଠିବେ, ଛି ଛି ଘୋର ଅନ୍ୟାୟ…….

କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ମହିଳା ଜଣକ , ଘର ଭିତରେ ପଶି ପୁଣି ଗାଁ ଦାଣ୍ଡରେ ତାଙ୍କୁ ହେଉଛି ପ୍ରବଳ ମାଡ । ସମସ୍ତଙ୍କ ଆଗରେ ଚୁଟି ଛିଣ୍ଡି ଇଲଗ୍ନ କରି ଚାପୁଡା ମାରି ଚାଲିଲେ ଅତି ନିର୍ଦ୍ଦୟ ଭାବରେ । ପୂରା ପୁରୁଷ ଢଙ୍ଗରେ ମହିଳାଙ୍କୁ ଏଭଳି ନିର୍ଯ୍ୟାତନା ଦେଇଛନ୍ତି ଆଉ ଦୁଇ ଜଣ ମହିଳା । ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଘରୁ ଭିଡି ଆଣି ମନ ଇଚ୍ଛା ପିଟିଛନ୍ତି ମହିଳାଙ୍କୁ । ମହିଳା ଜଣକ କହିଛନ୍ତି କି ଖୁଦୁରିକୁଣି ଉଷା ସମୟରେ ତାଙ୍କର ଝିଅ ଯାଇଥିଲା ଖୁଦୁରୁକୁଣି ଉଷା କରିବା ପାଇଁ । ମାତ୍ର ମହିଳା ଜଣକ ତାଙ୍କୁ ଛୁଆକୁ ମନା କରିଥିଲେ ଏବଂ ଘରକୁ ନେଇ ଆସିଥିଲେ ।

ଏହା ପରେ ସେହି ମହିଳା ଜଣକ ଘରକୁ ଯିବା ପରେ କିଛି ଲୋକମାନେ ତାଙ୍କ ଘର ଭିତରକୁ ଆସି ତାଙ୍କୁ ମାଡ ମାରିଛନ୍ତି । ଘରୁ ଘୋଷାଡି ନେଇକରି ଗାଁ ଦାଣ୍ଡରେ ସମସ୍ତଙ୍କ ଆଗରେ ତାଙ୍କୁ ଉଲଗ୍ନ କରି ମାଡ ମାରିଛନ୍ତି ।

ତେବେ ମହିଳା ଜଣକ କହିଛନ୍ତି କି ତାଙ୍କୁ ଶୈଳ ବେହେରା , ସନ୍ଧ୍ୟାରାଣୀ ସାହୁ , ବେଣୁଧର ସ୍ୱାଇଁ ଆସି କରି ମାଡ ମାରିଛନ୍ତି । ତେବେ ସେହି ମହିଳା ଜଣକ କହିଛନ୍ତି କି ସେ ପିଲା ମାନେ ଖୁଦୁରୁକୁଣି ଉଷା ପିଲା ମାନେ କରିବା ପାଇଁ ଯାଇଥିଲେ ମାତ୍ର ସେ ମନା କରିବାରୁ 15 ଦିନ ଧରି ସତର୍କ ରୁହ କହିବାରୁ ସେହି ଲୋକମାନେ ତାଙ୍କ ଘର ଭିତରେ ପଶି କରି ତାଙ୍କୁ ମାରିଛନ୍ତି ।

ସେ ମହିଳା ଜଣକ କହିଛନ୍ତି କି ତାଙ୍କୁ କେବଳ ନ୍ୟାୟ ଦରକାର ସେ ନ୍ୟାୟ ଚାହୁଁଛନ୍ତି । ସେ କହିଛନ୍ତି ସେ ଜଣେ ଶାଶୁ ଘରର ବୋହୂ ଏହି ଘଟଣା ପରେ ତାଙ୍କ ଶାଶୁ ଘର ତାଙ୍କୁ ତାଙ୍କ ଘରକୁ ଯିବା ପାଇଁ ଦେଇ ନପାରନ୍ତି । ତାଙ୍କର ସ୍ୱାମୀ ନଥିବା ସମୟରେ ତାଙ୍କୁ ଘର ଭିତରୁ ଟାଣି ଆଣି ମାଡ ମାରିଛନ୍ତି । ମାଡ ମାରିବା ସମୟରେ ତାଙ୍କ ଘରେ କେହି ମଧ୍ୟ ନଥିଲେ ।

ଭୁବନେଶ୍ୱର ତମାଣ୍ଡ ଅନ୍ତର୍ଗତ ସୁବୁଦ୍ଧି ପିର ସ୍ଥିତ ଲକ୍ଷ୍ମୀ ନଗର ବସ୍ତିରେ ଘଟିଛି ଏହି ଅଘଟଣ । ଦେଖୁଥିବା ଲୋକମାନେ ମଧ୍ୟ ତଟକା ହୋଇ ଚାହିଁ ରହିଥିଲେ । ବେଶ କିଛି ସମୟ ଏହି ଅକଥନୀୟ କାମ ଚାଲିବା ସମୟରେ ଲୋକେ ଆସି କାମ କଲେ । ମହିଳା ଜଣକ ହେଉଛନ୍ତି ରୁନୁ ବାଳା ମଇ । ଖୁଦୁରୁକୁଣି ଉଷାକୁ ନେଇ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡୁଛି ।

 

 

କରୋନା ବ୍ୟାପୁଥିବାରୁ ସେ ଖୁଦୁରୁକୁଣଇ ଉଷା ପାଇଁ ନିଜ ଝିଅକୁ ପୂଜା ଜାଗାରୁ ନେଇ ଆସିଲେ । ଏହି କଥାକୁ ନେଇ ଦୁଇ ଜଣ ମହିଳା ମାନଙ୍କ ମଧ୍ୟରେ ଝଗଡା ହେବାରୁ ଜଣେ ପୁରୁଷ ଏବଂ ମହିଳା ମାନେ ତାଙ୍କୁ ମିଳିମିଶି ମାଡ ମାରିଥିଲେ । ଏମିତିକି ପିଲାଙ୍କୁ ମଧ୍ୟ ମାରିଲେ ବୋଲି ତମାଣ୍ଡ ଥାନାରେ ଅଭିଯୋଗ ହୋଇଛି । ତେବେ ଏବେ କେବଳ ଦେଖିବାର କଥା ଏହା କି ପୋଲିସ କଣ କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।