Odisha News Portal

ସ୍ହାମୀ ସ୍ତ୍ରୀ ଶାରୀରିକ ସଂପର୍କ ରଖିବା ସମୟରେ କରନ୍ତୁ ନାହିଁ 5 ଟି ଏହି ଭୁଲ… ନଚେତ ହୋଇପାରନ୍ତି ଏହି ରୋଗର ଶିକାର…..

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଶାରିରୀକ ସଂପର୍କ ରଖିବା ସମୟରେ ଆପଣ ମାନେ କେଉଁ ଭୁଲ କରିବେ ନାହିଁ । ଯଦି ଆପଣ ମାନେ ଏହି ଭୁଲ କରିବେ ତେବେ ଆପଣଙ୍କୁ ଶାନ୍ତି ଲାଗିବ ନାହିଁ କି ଆପଣଙ୍କର ଗାର୍ଲଫ୍ରେଣ୍ଡ ମଧ୍ୟ ସନ୍ତୁଷ୍ଟ ହେବ ନାହିଁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ । ପ୍ରଥମ ଭୁଲଟି ହେଉଛି କି ତୁନ୍ତ ଘୋଡା ଚଢିବା , ଯଦି ଆପଣ ମାନେ ତୁରନ୍ତ ଘୋଡା ଚଢିବା ପାଇଁ ଲାଗିଯିବେ ନା ତେବେ ଆପଣ ମାନେ 2 ମିନିଟ ବା 5 ମିନିଟ ଭିତରେ ଡିସଚାର୍ଜ ହୋଇଯିବ । ଆପଣଙ୍କୁ ସନ୍ତୁଷ୍ଟ ମିଳିଯିବ ମାତ୍ର ଆପଣଙ୍କର ଗାର୍ଳଫ୍ରେଣ୍ଡ ବା ୱାଇଫକୁ ସନ୍ତୁଷ୍ଟି ମିଳିବ ନାହିଁ ।

ତେଣୁ ଝିଅ ମାନେ ଉତ୍ତେଜିତ ହୁଅନ୍ତି ନାହିଁ ମାତ୍ର ପୁଅ ମାନେ ଉତ୍ତେଜିତ ହୁଅନ୍ତି । ତେବେ ପ୍ରଥମେ ଆପଣ ମାନେ ନିଜର ୱାଇଫ ବା ଗାର୍ଲଫ୍ରେଣ୍ଡ ସୁନ୍ଦରୀ ଅଛନ୍ତି ତେବେ ଆପଣ ମାନେ ପ୍ରଥମେ ତାଙ୍କ ସହ କିଛି ରୋମାନ୍ସ କରନ୍ତୁ । ଏମିତି କରିବା ଦ୍ୱାରା ଆପଣ ମାନେ ଯେତେବେଳେ ସଂପର୍କ ରଖିବେ ସେହି ସମୟରେ ଆପଣଙ୍କୁ 15 ରୁ 20 ମିନିଟ ଟାଇମ ଲାଗିବ ।

ଏହା ଫଳରେ ଆପଣଙ୍କୁ ବହୁତ ଶାନ୍ତି ମିଳିବ ଏବଂ ସନ୍ତୁଷ୍ଟି ମଧ୍ୟ ପ୍ରାପ୍ତ ହେବ । ସେଥିପାଇଁ ଆପଣ ମାନେ ଏହି କଥାକୁ ବେଶି ଧ୍ୟାନ ଦେବେ କି ପ୍ରଥମେ ଆପଣ ମାନେ ତୁରନ୍ତ ଘୋଡା ଚଢିବେ ନାହିଁ । କିଛି ସମୟ ରୋମାନ୍ସ ପରେ ତାହା କରିବେ , ଯାହା ଦ୍ୱାରା ଆପଣଙ୍କୁ ଭଲ ଲାଗିବ ଏବଂ ଆପଣଙ୍କର ଗାର୍ଲଫ୍ରେଣ୍ଡକୁ ମଧ୍ୟ ଭଲ ଲାଗିବ ।

ଯେତେବେଳେ ଆପଣ ମାନେ ସଂପର୍କ ରଖୁଛନ୍ତି ସେହି ସମୟରେ ଆପଣ ମାନେ ଚୁପ ରହୁବେ ନାହିଁ । ଚୁପ ରହିଲେ ଆପଣଙ୍କର ଭିତରେ ରୋମାଣ୍ଟିକ ଭାବନା ଅନୁଭବ ହେବ ନାହିଁ । ଯେତେବେଳେ ଆପଣ ମାନେ ସଂପର୍କ ରଖୁଛନ୍ତି ସେହି ସମୟରେ ଆପଣ ମାନେ କଥାବାର୍ତ୍ତା କରନ୍ତୁ । ଏହା ସହିତ ରୋମାଣ୍ଟିକ ଭାବରେ କଥାବାର୍ତ୍ତା କଲେ ତାହା ଆପଣଙ୍କର ମନରେ ରୋମାଣ୍ଟିକ ଭାବନା ଆଣିଦେବ । କାହିଁକିନା ଏମିତି ଯେତେବେଳେ ଆପଣ ମାନେ କରିବେ ସେହି ସମୟରେ ଆପଣଙ୍କୁ ଶାନ୍ତି ମିଳିବ ।

ଯେତେବେଳେ ଆପଣ ମାନେ ଏହି ସଂପର୍କ ରଖୁଛନ୍ତି ସେତେବେଳେ ଆପଣ ମାନେ ଧ୍ୟାନ ଦେବେ କି ଆପଣ ମାନେ କେବେବି ଗ୍ୟାସ ଛାଡିବେ ନାହିଁ । ଯଦି ଆପଣ ମାନେ ସେମିତି କରିବେ ତେବେ ଆପଣ ମାନଙ୍କୁ ଭଲ ଲାଗିବ ନାହିଁ । ତେଣୁ ଆପଣ ମାନେ ଏ ଭୁଲ କେବେବି କରିବେ ନାହିଁ ।

ଆପଣ ମାନେ ଗୋଟିଏ ଶୈଳୀରେ କାମ କରିବେ ନାହିଁ କାରଣ ଦୁନିଆରେ ବହୁତ ପୋଜ ରହିଛି ତେଣୁ ଆପଣ ମାନେ ସେହି ପୋଜ ଅନୁସାରେ କାମ କରିବେ । ବିଭିନ୍ନ ବିଭିନ୍ନ ଶୈଳୀରେ କାମ କରି ଆପଣ ମାନେ ସେହି କାମ କରନ୍ତୁ । ଯାହା ଦ୍ୱାରା ଆପଣ ମାନଙ୍କ ସାଥୀକୁ ତାହା ବହୁତ ଭଲ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।