Odisha News Portal

ସାକ୍ଷାତ୍ ଲକ୍ଷ୍ମୀ ପ୍ରତିମା ହୋଇଥାନ୍ତି ଏହି ଝିଅମାନେ ! ଏହି ମହିଳାଙ୍କୁ ବିବାହ କଲେ ଆପଣ ମାନେ ରାତାରାତି ରୋଡପତିରୁ କୋରଡ ପତି ହୋଇଯିବେ….

0 59

ଆଜି ଆମେ ଆପଣ ମାନଙ୍କୁ କହିବୁ କି କେଉଁ ମହିଳାଙ୍କୁ ବିବାହ କଲେ ଆପଣ ମାନେ ରାତାରାତି ରୋଡପତିରୁ କୋରଡ ପତି ହୋଇପାରିବେ । ବିବାହକୁ ନେଇ କରି ଅନେକ ପୁଅ ଝିଅ ଅନେକ ସ୍ୱପ୍ନ ଦେଖିଥାନ୍ତି । ବିବାହ ଏକ ଖେଳ ଘର ନୁହେଁ ତାହା ଦୁଇ ପରିବାରକୁ ଏକ କରିବା ସହିତ ଦୁଇଟି ମନକୁ ମଧ୍ୟ ଏକ କରିଥାଏ । ସ୍ୱାମୀ ସ୍ତ୍ରୀଙ୍କର ପବିତ୍ର ବନ୍ଧନ ଠାରୁ ଅନ୍ୟ କୌଣସି ବନ୍ଧନ ନାହିଁ । ଏହି ଦୁନିଆରେ ବିବାହ କରିବା ନିତାନ୍ତ ଆବଶ୍ୟକ । ଯଦି ଆମେ ମାନେ ବିବାହ ନକରିବା ତେବେ ସଂସାର ଆଗକୁ ଚାଲିବ ନାହିଁ ।

ତେବେ ଏହି ସମସ୍ତ କଥାକୁ ଆକି ଆଗରେ ରଖି ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ମହିଳା ମାନଙ୍କ ବିଷୟରେ କହିବୁ ଯେଉଁମାନେ ଜୀବନରେ ଆସିଲେ ଦୁଃବାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ । ଏହା ସହିତ ଧନରେ ମଧ୍ୟ ବୃଦ୍ଧି ହୋଇଥାଏ ।

ପ୍ରଥମରେ କୁହାଯାଇଛି କି ଯେଉଁ ମହିଳା ମାନେ ସଂସାରୀ ହୋଇଥାନ୍ତି ବା ଯାହା ପାଖରେ ଘର ସମ୍ଭାଳିବାର ଶକ୍ତି ରହିଥାଏ ଏବଂ ବଡ ସାମନଙ୍କୁ ସମ୍ମାନ ଏବଂ ସାନ ମାନଙ୍କ ପ୍ରତି ସ୍ନେହ ଆଦର ଏବଂ ଭଲପାଇବା ରହିଥାଏ , ସେହିପରି ମହିଳା ଜଣେ ପୁରୁଷର ଜୀବନରେ ଆସିଲେ ତାହାକୁ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ । ଯାହା ଦ୍ୱାରା କି ଦୁଃଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ ।

ଯେଉଁ ମହିଳା ସବୁବେଳେ ନିଜର ସ୍ୱାମୀକୁ ଭଲପାଇଥାଏ ତାର ସ୍ୱାମୀର ମଙ୍ଗଳ ଚିନ୍ତା କରିଥାଏ ଏବଂ ତାଙ୍କର ବହୁତ ଯତ୍ନ ନେଇଥାଏ ତା ସହିତ ପରିବାରର ମନ ନେଇକରି ଚଳିଥାଏ , ସେହିପରି ମହିଲଳା ଜୀବନରେ ରହିଲେ ଭାଗ୍ୟ ପରିବର୍ତ୍ତନ ହୋଇଥାଏ ।

କାହିଁକିନା ଏପରି ମହିଲା ଉପରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ । ତେବେ ଏପରି ମହିଲା ଯେଉଁ ଘରେ ରହିବେ ସେ ଘରେ କେବେବି ଧନର ଅଭାବ ରହିବ ନାହିଁ ।

ଆପଣ ମାନେ ଏପରି ମହିଳା ମାନଙ୍କୁ ବିବହା କରିବା ଆବସ୍ୟକ କି ୟେଉଁ ମହିଳା ଆପଣ ମାନଙ୍କୁ ବହୁତ ଭଲ ଭାବରେ ବୁଝିପାରୁଥିବ । ଆପଣଙ୍କର ସୁଖରେ , ଦୁଃଖରେ ସମସ୍ତ ପରିସ୍ଥିତିରେ ସାଥ ଦେଉଥିବ , କେବେବି ଆପଣଙ୍କର ହାତ ଛାଡୁନଥିବ । ଏହା ସହ ସମସ୍ତ କାମକୁ ବହୁତ ଭଲ ଭାବରେ ସମ୍ଭାଳି ପାରୁଥିବ । ଏପରି ମହିଳାକୁ ବିବାହ କଲେ ଆପଣଙ୍କୁ କୋରଡ ପତି ହେବାରୁ କେହି ହେଲେ ମଧ୍ୟ ବଞ୍ଚାଇ ପାରିବେନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।