ସକାଳୁ ଉଠି ନଡ଼ିଆ ତେଲ ( Coconut Oil ) ରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ, ଏମିତି ଗୋରା ଦେଖାଯିବ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ…

ତେବେ ବନ୍ଧୁଗଣ ଆମେ ମାନେ ସମସ୍ତେ ଜାଣିଛୁ କି ଆମେ ଆମର ତ୍ବଚା କୁ ନେଇକି କେତେ ଯତ୍ନବାନ ଥାଉ | ବେଳେବେଳେ ଦେଖା ଯାଏ କି ଏହି ତ୍ୱଚା ଜନିତ ସମସ୍ୟା ପାଇଁକି ଆମେ ଚିନ୍ତା ରେ ମାଧ୍ୟ ରହୁ ବେଳେ ବେଳେ | ତେବେ ଯଦି ସେହି ଭଳି ଆପଣଙ୍କ ତ୍ୱଚା ସହିତ ହାତ ଗୋଡ଼ ବା କୌଣସି ବି ସ୍ଥାନରେ ଯଦି କଳା ଦାଗ ବା ସ୍ପୋର୍ଟ ଦେଖା ଯାଇଥାଏ ତାହେଲେ ଆପଣ ମାନେ ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ | ଦୁଇଟି ସହଜ ଆଉ ଘରେଇ ଉପଚାର କୁ ଆପଣାଇ ଆପଣ ମାନେ ଏହିଭଳି କଳା ଦାଗ ଜଣିତ ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଟମାଟୋ, ଚାଉଳ ଗୁଣ୍ଡ, ଲେମ୍ବୁ, ନଡ଼ିଆ ତେଲ ଭିଟାମିନ E କେପସୁଲ

ପ୍ରସ୍ତୁତି ପ୍ରଣାଳୀ :-

1-ପ୍ରଥମ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଟମାଟୋ | ତେବେ ପ୍ରଥମେ ଟମାଟୋ କୁ ଛୋଟ ଛୋଟ ପିସ କରିକି କାଟି ନେବା | ତାହା ପରେ ସେହି ଟମାଟୋ କୁ ଗ୍ରାଇଣ୍ଡିଂ କରିନେବା |ଆଉ କପଡା ସାହାଯ୍ୟରେ ଟମାଟୋ ର ରସ କୁ ଭଲ ଭାବରେ କାଢି ନେବା | ତାହା ପରେ ସେଥିରେ ଆମେ ମିଶାଇବା ଚାଉଳଭର ଗୁଣ୍ଡ, ତାହା ପରେ ସେ ସବୁକୁ ଭଲ ଭାବରେ ଗୋଳେଇ ଦେବା ପରେ ଆମେ ମାନେ ସେଥିରେ ପକାଇବା ଗୋଟା ଲେମ୍ବୁ ର ଅଧା | ତାହା ପରେ ସେଥିରେ ଲେମ୍ବୁ କୁ ମିଶାଇବା ପରେ ନଡ଼ିଆ ତେଲ ଗୋଟିଏ ଚାମଚ ଦେବା | ଆଉ ସବୁକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବା |

2-ଦ୍ଵିତୀୟ ଉପଚାର କୁ ପ୍ରସ୍ତୁତି କରିବା ପାଇଁ ହେଲେ ଆମକୁ ଆବଶ୍ୟକ ପଡିବ ତାହା ହେଉଛି ଚାଉଳ ର, ତେଲେ ଚାଉଳ କୁ ଆପଣ ମାନେ ରାତିରେ ଭିଜେଇକି ରଖିଦେବେ | ଆଉ କିଛି ସମୟ ପରେ ଆମେ 30 ମିନିଟ ଗଲା ପରେ ଆମର ସେହି ଚାଉଳ ପାଣି କୁ ଢାଳି ଦେବା | ତାହା ପରେ ସେଥିରେ ଆମେ ପକାଇବା ଭିଟାମିନ E ର କେପସୁଲ ଗୋଟିଏ | ତାହା ପରେ ଆମେ ସେଥିରେ ଅଳ୍ପ ପରିମାଣରେ ମିଶାଇବା ନଡ଼ିଆ ତେଲ | ଆଉ ଆମେ ଏହି ପେଷ୍ଟ କୁ ଭଲ ଭାବରେ ଗୋଲେଇକି ପ୍ରସ୍ତୁତ କରିବା |

ବ୍ୟବହାର :-

ତେବେ ଏହି ପେଷ୍ଟ ଟି ପ୍ରସ୍ତୁତ କରି ସରିଲା ପରେ ତାହାକୁ ଆମେ ନିଜର ଦେହରେ କଳା ଦାଗ ଆଉ ଚି଼ହ୍ନ ଥିବା ସ୍ଥାନରେ ଲଗାଇବା | ଆଉ ତାହାକୁ ଭଲ ଭାବରେ ସ୍କ୍ରପ କରିବା | ଆଉ ଏହିଭଳି କିଛି ସମୟ କରିବା ପରେ ଆମ ତ୍ୱଚା ରେ ସେହି ପେଷ୍ଟ କୁ ରଖିବା | ତାହା ପରେ ସେହି ସବୁ କୁ ଭଲ ଭାବରେ ଧୋଇଦେବା |

ଏହିଭଳି ଭାବରେ ଆମେ ମାନେ ଆମ ତ୍ୱଚା ରେ ଥିବା କଳା ଦାଗ ଆଉ ଚିହ୍ନ କୁ ସବୁଦିନ ପାଇଁ ଦୂର କରି ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment