Odisha News Portal

ସକାଳେ ଉଠି ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି 5 ଟି ଜିନିଷ ନହେଲେ ହେବ ସର୍ବନାଶ…

ସକାଳେ ଉଠି ଆପଣ ମାନେ ଭୁଲରେ ମଧ୍ୟ ଦେଖନ୍ତୁ ନାହିଁ ଏହି ପାଞ୍ଚଟି ଜିନିଷ , ନଚେତ ହେବ ସର୍ବନାଶ । ପ୍ରତ୍ୟେକ ଲୋକମାନଙ୍କ ପାଇଁ ପ୍ରତ୍ୟେକ ଦିନର ସକାଳର ଆରମ୍ଭ ଏକ ନୂଆ ଆସାକୁ ନେଇକରି ହୋଇଥାଏ ଏବଂ ଉତ୍ସାହ ଭରି ରହିଥାଏ । ଶାସ୍ତ୍ରରେ ଏହି ଭଲି କୁହାଯାଇଛି କି ସକାଳର ଆରମ୍ଭ ଯଦି ଠିକ ରୂପରେ ହୋଇଥାଏ , ତେବେ ଆପଣଙ୍କର ପୂରା ଦିନ ସୁଖ ଶାନ୍ତିରେ ବିତିଥାଏ । ମାତ୍ର ଯଦି ସକାଳର ଆରମ୍ଭ କିଛି ଅଶୁଭ ଜିନିଷର ଦର୍ଶନରୁ ହୋଇଯାଏ ,

ତେବେ ଆପଣଙ୍କର ପୂରା ଦିନ ଅଶୁଭରେ କଟିଥାଏ ଯାହା ଦ୍ୱାରା ଆପଣ ମାନେ କେବେବି ଉନ୍ନତି କରିପାରନ୍ତି ନାହିଁ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କି ସେହି ପାଞ୍ଚଟି ଜିନିଷ କଣ ଅଟେ ଯାହାକୁ ଆପଣ ମାନେ ସକାଳେ କେବେବି ଦେଖିବା ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ ।

1–ଚରିତ୍ରହୀନ ମହିଳାଙ୍କ ମୁଁହ

ସକାଳେ ଉଠିକରି ଚରିତ୍ର ହୀନ ମହିଳାଙ୍କର ମୁଖ କେବେବି ଦେଖିବା ଉଚିତ ନୁହେଁ । କୁହାଯାଏ କି ସକାଳେ ଉଠିକରି ଏହିପରି ମହିଳାଙ୍କ ମୁହଁ ଦେଖିଲେ ଆପଣଙ୍କର ଦିନଟି ପୂରା ବରବାଦ ହୋଇଯିବ । ଏଣୁ ଆପଣ ମାନେ ଏମାନଙ୍କ ଠାରୁ ବଞ୍ଚକରି ରୁହନ୍ତି । ଯଦି ସମ୍ଭବ ସକାଳେ ମା ବାପା ଏବଂ ଭଗବାନଙ୍କର ଦର୍ଶନ କରନ୍ତୁ ।

2–ଆଇନା

ସକାଳେ ଉଠିକରି ଆଇନା ଦେଖିବା ଉଚିତ ନୁହେଁ । ବିଜ୍ଞାନ ଏବଂ ବାସ୍ତୁ ଶାସ୍ତ୍ର କହିବା ଅନୁସାରେ ସକାଳେ ଉଠି ଆଇବା ବା ଭଙ୍ଗା କାଚକୁ ଦେଖିବା ଉଚିତ ନୁହେଁ । ସକାଳେ ଉଠି ମୁହଁ ନଧୋଇ ଯଦି ଆପଣ ମାନେ ଆଇନା ଦେଖିବେ ତେବେ ଏହା ଦ୍ୱାରା ଆପଣ କାଙ୍ଗାଳ ହୋଇଯିବେ । କାରଣ ଦିନର ଆରମ୍ଭରେ ଆଇନାରେ ନକରାତ୍ମକ ଉର୍ଜା ରହିଥାଏ ତେଣୁ ଆପଣଙ୍କର ପ୍ରତି ତାହାର ଖରାପ ପ୍ରଭାବ ପଡିଥାଏ । ତେବେ ସକାଳୁ ଉଠି ଆପଣ ମାନେ ନିଜ ପାପୁଲି ଯୋଡିକରି ତାହାକୁ ଦେଖନ୍ତୁ କାରଣ ମନୁଷ୍ୟର ଯୋଡା ପାପୁଲିରେ ଲକ୍ଷ୍ମୀ , ସ୍ୱରସ୍ୱତି ଏବଂ ଭଗବାନ ବିଷ୍ନୁ ବାସ କରିଥାନ୍ତି ।

3–ଓଲଟା ଚପଲ

ସକାଳୁ ଉଠି ଓଲଟା ଚପଲ , ବୁଢିଆଣି ଜାଲ ବା କୌଣସି ଧାରୁଆ ଜିନିଷ ଦେଖିବା ଉଚିତ ନୁହେଁ । କାହିଁକିନା ଏ ସମସ୍ତ ଜିନିଷ ଦେଖିବା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହା ସହିତ ପୂରା ଦିନ ଅଶାନ୍ତିରେ କଟିଥାଏ । ଏହି ସମସ୍ତ ଜିନିଷ ଦେଖିବା ଦ୍ୱାରା ମନୁଷ୍ୟର ମନରେ ନକରାତ୍ମର ଭାବନା ସୃଷ୍ଟି ହୋଇଥାଏ । ଯାହାକି ମନୁଷ୍ୟକୁ ନିଷ୍ପତ୍ତି ନେବା କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ ।

4–ଅଇଁଠା ବାସନ

ସକାଳୁ ଉଟି ଖାଲି ବାଲଟି ବା ଖାଲି ପାତ୍ର ବା ଅଇଁଟା ପାତ୍ର ଦେଖିବା ଶୁଭ ହୋଇନଥାଏ । ଯଦି ଆପଣ ମାନେ ଏହି ସବୁକୁ ଦେଖିବେ ତେବେ ଆପଣ ମାନେ ସମସ୍ତ କାମରେ ଅସଫଳ ହେବେ । ଏମିତି ଅଇଁଠା ବାସନ ସକାଳ ପର୍ଯ୍ୟନ୍ତ ପକାଇ ରଖିବା ବହୁତ ହିଁ ଅଶୁଭ ହୋଇଥାଏ । ଏହା ସହିତ ମାତା ଲକ୍ଷ୍ମୀଙ୍କର କୋପ ଦୃଷ୍ଟି ମଧ୍ୟ ପଡିଥାଏ ।

5–କଳିଝଗଡା

ସକାଳେ ଉଠିକରି କୌଣସି କଳିଝଗଡା ହେଉଥିବା ଦୃଶ୍ୟକୁ ଦେଖିବା ଉଚିତ ନୁହେଁ । କାହିଁକିନା କଳିଝଗଡା ଦେଖିବା ଦ୍ୱାରା ଘରେ ଦାରିଦ୍ର୍ୟତା ବୃଦ୍ଧି ପାଇଥାଏ । ଏତିପାଇଁ ଆପମ ମାନେ ପ୍ରତ୍ୟେକ ଦିନ ବାପା ମା ଏବଂ ଭଗବାନଙ୍କର ଦର୍ଶନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।