କାଲି ସକାଳୁ ଉଠି କହିଦିଅନ୍ତୁ ଏହି ଦୁଇଟି ଅକ୍ଷର ମନ୍ତ୍ର ! ପରେ ଏତେ ଟଙ୍କା ଆସିବ ଆପଣ ସମ୍ଭାଳି ପାରିବେନି….

ସକାଳଉ ଉଠିବା ମାତ୍ରେ ଏହି ମନ୍ତ୍ରକୁ ତିନି ଥର କହି ଦିଅନ୍ତୁ , ଆପଣ ମଧ୍ୟ ହୋଇଯିବେ ମାଲାମାଲ୍ । ଆଜିକାଲି ଟଙ୍କା କମେଇବା ପାଇଁ ଯେ କୌଣସି କାମ ବି କରପାରନ୍ତି ଲୋକମାନେ । କାରଣ ସଂସାରରେ ପଇସାକୁ ଅତ୍ୟଧିକ ମହତ୍ବ ଦିଆ ଯାଇଥାଏ । ଯଦି ଆପଣଙ୍କ ପାଖରେ ପଇସା ନାହିଁ ତେବେ ଆପଣଙ୍କୁ କେହି ବି ଚିହ୍ନତି ନାହିଁ ଆଉ ଯଦି ଆପଣଙ୍କ ପାଖରେ ଟଙ୍କା ଅଛି ତାହେଲେ ଆପଣଙ୍କୁ ଅନେକ ଲୋକମାନେ ସମ୍ମାନ ଦେଇଥାନ୍ତି , ସମାଜରେ ଆପଣଙ୍କର ଇଜ୍ଜତ ରହିଥାଏ ଏବଂ ଲୋକମାନେ ଆପଣଙ୍କୁ ବହୁତ ସପୋର୍ଟ ମଧ୍ୟ କରିଥାନ୍ତି ।

ତେବେ ପଇସା କମେଇବା କିନ୍ତୁ ଆଜି କାଲି ସହଜ ନୁହେଁ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏମିତି ଅନେକ ବିଧିବିଧାନ କହୁଯାଇଛି ଯାହାକୁ କରେଇବା ଦ୍ବାରା ଆମେ ଆମର ରୋଜଗାର କୁ ବଢେଇ ପାରିବା ।ଯଦି ଆପଣ ଧାର ଉଧାର କରିଛନ୍ତି କିମ୍ବା କରଜ କରିଛନ୍ତି ଏବଂ କରଜ ମୁକ୍ତ ହେବା ପାଇଁ ଚାହୁଁଛନ୍ତି ତେବେ ଏହି ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏମିତି ଅନେକ ଉପାୟ ବିଷୟରେ କହୁ ଯାଇଛି ଯାହାର ସଠିକ ଭାବରେ ଉପଯୋଗ କରି ଆପଣ ମଧ୍ୟ କରଜରୁ ମୁକ୍ତ ହୋଇ ପାରିବେ ।

ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ସବୁ କାର୍ଯ୍ୟ କରନ୍ତି ତେବେ ଆପଣଙ୍କୁ କେବେ ବି ଟଙ୍କା ପଇସାର ଅଭାବ ରହିବ ନାହିଁ । କୁହାଯାଇଥାଏ ଯେ ଯଦି ବାସ୍ତୁ ଶାସ୍ତ୍ର ଅନୁସାରେ କିଛି କାମ କରାଯାଏ ନାହିଁ ତେବେ ଆମର ଘରେ ମଧ୍ୟ ଦରଦ୍ରତା ବାସ କରିବାକୁ ଲାଗେ ।

ତେଣୁ ଆମେ ଯେତେ ରୋଜଗାର କରିଲେ ମଧ୍ୟ କମ୍ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏମିତି ଅନେକ କାର୍ଯ୍ୟ ରହିଛି ଯାହାକୁ କରିବା ବହୁତ ସହଜ ଅଟେ ଏବଂ ବହୁତ ଲାଭକାରୀ ମଧ୍ୟ ଅଟେ । ତେଣୁ ଏହି ସବୁ ଉପାୟ କରିବା ମାତ୍ରେ ହିଁ ଆମର ଜୀବନର ସମସ୍ତ କଷ୍ଟ ଓ ଅସୁବିଧା ମଧ୍ୟ ଦୂର ହୋଇଥାଏ ।

ତେଣୁ ସକାଳୁ ଉଠି ଏହି ମନ୍ତ୍ରକୁ ଜପ କରି ଦିଅନ୍ତୁ । ଯଦି ଆପଣ କରଜ ମୁ୍କ୍ତି ଚାହୁଁଛନ୍ତି କିମ୍ବା ଚାହୁଁଛନ୍ତି କି ଆପଣଙ୍କୁ କେବେ ବି ଟଙ୍କା ପଇସାର ଅଭାବ ନ ଆସୁ ତେବେ ଏହି ମନ୍ତ୍ରକୁ ପ୍ରତି ଦିନ ଆପଣ ନିଶ୍ଚୟ ଜପ କରିବା ଦରକାର । ଏହି ମନ୍ତ୍ର ମଧ୍ୟ ବହୁତ ଚମତ୍କାରୀ ମନ୍ତ୍ର ଅଟେ । ଏହାର ଜପ କରିବା ମାତ୍ରେ ହିଁ ଆପଣଙ୍କର ସବୁ ଅସୁବିଧା ମଧ୍ୟ ଦୂର ହୋଇ ଯାଇଥାଏ । ତେବେ ସେହି ଖାସ୍ ମନ୍ତ୍ରଟି ହେଉଛି –

କରାଗ୍ରେ ବସତେ ଲକ୍ଷ୍ମୀ
କର ମଧ୍ୟେ ସରସ୍ବତୀ ।
କର ମୂଳେ ତୁ ଗୋବିନ୍ଦ
ପ୍ରଭାତେ କରଦର୍ଶନମ୍ ।।

 

କିନ୍ତୁ ମନେ ରଖନ୍ତୁ ଯଦି ଆପଣ ଏହି ମନ୍ତ୍ରକୁ ଜପ କରୁଛନ୍ତି ତେବେ ଆପଣଙ୍କର ଦୁଇ ହାତର ପାପୁଲି ଆପଣଙ୍କର ସାମ୍ନରେ ରହିବା ନିହାତି ଦରକାର । ଆପଣ ଆପଣଙ୍କର ନିଜର ହାତକୁ ଦେଖି ଏହି ମନ୍ତ୍ରର ଜପ କରିବାକୁ ପଡିବ । ପ୍ରତି ଦିନ ସକାଳେ ଉଠିବା ମାତ୍ରେ ପ୍ରଥମେ ଆପଣ ନିଜର ଦୁଇ ହାତର ପାପୁଲିକୁ ଦେଖି ଏହି ମନ୍ତ୍ରଟିକୁ କହିଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment