ସାଇନା ବନିଲେ ସୋନମ… ଆଶ୍ଚର୍ଯ୍ୟ ଲାଗିଲେ ବି ସତ… ଦେଖନ୍ତୁ Video

ପ୍ରେମ ପାଇଁ ବିଭିନ୍ନ ସମୟରେ ଭିନ୍ନ ଘଟଣା ମାନ ସମାକୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ପ୍ରେମ ଏମିତି ଏକ ଶବ୍ଦ ଯାହା ଦ୍ୱାରା ବିଭିନ୍ନ ପ୍ରେମୀ ଯୁଗଳ ଏଠାରେ ଅନ୍ଧ ହୋଇ ଯାଇ ଥାଆନ୍ତି ଏବଂ ଏହା ଏକ ଦିବ୍ୟଶକ୍ତି। ବେଳେବେଳେ ଦେଖା ଯାଇଥାଏ ପ୍ରେମ ହେବା ପରେ କେହି କେହି ପ୍ରତାରଣା ପାଇ ଆତ୍ମହତ୍ୟା କରିଥିବା ବେଳେ ଆଉ କେଉଁଠି ପ୍ରେମିକା ପ୍ରେମିକ ମାରିବା ପାଇଁ ସୁପାରିଶ ଦେଇଥିବା ଘଟଣା ସାମ୍ନାକୁ ଆସିଥାଏ। ସମସ୍ତେ ଜାଣିଥାଉ ଯେ ପ୍ରେମ କେବେ ଜାତି,ଧର୍ମ,ବର୍ଣ୍ଣ,ଭେଦଭାବ ଦେଖି ନଥାଏ କିନ୍ତୁ ଅଧିକାଂଶ ସମୟରେ ଏହାକୁ ନେଇ ବାଦ ବିବାଦ ସୃଷ୍ଟି ହୋଇଥାଏ ହେଲେ ଏବେ ଏଠାରେ ଜଣେ ପ୍ରେମିକା ତାର ପ୍ରେମ କୁ ପାଇବା ପାଇଁ ଯାହା କରିଛି ତାହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ଏହି ସମୟରେ ଏକ ପ୍ରେମ ସମ୍ପର୍କକୁ ନେଇ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି। ଏହି ପ୍ରେମିକା ଜଣଙ୍କ ତାଙ୍କ ପ୍ରେମିକ ଙ୍କୁ ପାଇବା ଯାହା କରିଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ନିଜ ପ୍ରେମିକଙ୍କୁ ପାଇବା ଲାଗି କିଛି ବି କରିବାକୁ ରାଜି ଅଛି। ସେ ଦୁହେଁଙ୍କ ମଧ୍ୟରେ ଏହିଭଳି ସମ୍ପର୍କ ତାହା ଏକ ଭିନ୍ନ ଧରଣର। ଭଲ ପାଇବା ପାଇଁ ସେହି ଯୁବତୀ ଜଣଙ୍କ ନିଜର ଧର୍ମ ମଧ୍ୟ ବଦଳେଇ କରି ଦେଲା। ଆଉ ସେ ଚାହୁଁଥିଲେ ତାଙ୍କ ସହିତ ସାରା ଜୀବନ ଅତିବାହିତ କରିବା ପାଇଁ। ଆଉ ସେ ଏବେ ଯାହା କରିଛନ୍ତି ତାହା ସବୁ ପ୍ରେମିକ ଓ ପ୍ରେମିକା ପାଇଁ ଗୋଟିଏ ଉତ୍ସ।

ଏହି ଯୁବତୀର ନାମ ସାଇନା ଯିଏ କି ନିଜ ଲଭକୁ ପାଇବା ପାଇଁ ତାଙ୍କ ଘର ଛାଡିବା ସହିତ ଧର୍ମ ମଧ୍ୟ ଛାଡିବା ପାଇଁ ରାଜି ହୋଇଛନ୍ତି। ଦୁହିଁଙ୍କର ଏମିତି ସମ୍ପର୍କ ଜଣେ ଜଣଙ୍କ ବିନା ରହିବା ବହୁତ କଷ୍ଟକର ହୋଇ ପଡିଛି। ଯେପରି ଦୁଇ ପ୍ରେମୀ ଯୁଗଳ ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇ ପଡିଛନ୍ତି ନିଜର ଜାତି ଅଜାତି ଦେଖି ନାହାଁନ୍ତି। ଏହି ଘଟଣା ଟି ବରଗଡ଼ ଜିଲ୍ଲାରେ ଦେଖା ଦେଇଛି ଆଉ ଏଠାରେ ଦେଖା ଦେଇଛି ହିନ୍ଦୁ ଧର୍ମ ରୀତିନୀତି ରେ ସେହି ଯୁବତୀ ଜଣଙ୍କ ହିନ୍ଦୁ ପୁଅ କୁ ବିବାହ କରିଛନ୍ତି। ଏହାପରେ ସେ ଏବେ ନିଜ ପ୍ରେମ ପାଇଁ କିଛି ବି କରିବାକୁ ଇଛୁକ ଅଛନ୍ତି ଏବଂ ସେ ଚାହୁଁଥିଲେ ଯାହାକୁ ଭଲ ପାଇକି ଅନ୍ୟ ଜଣଙ୍କୁ ବାହାହୋଇ ପାରିବେ ନାହିଁ।

ତାଙ୍କର ଏହିଭଳି ଚିନ୍ତାଧାରା ପାଇଁ ସ୍ଥାନୀୟ ଅଂଚଳ ରେ ଚହଳ ସୃଷ୍ଟି କରିଛନ୍ତି। ତାଙ୍କର ଏମିତି ସତ ପ୍ରେମ ବର୍ତ୍ତମାନ ସମୟରେ ମିଳିବା ବିରଳ।ତାଙ୍କର ପରିବାରର ପରାମର୍ଶ ରେ ଦୁହେଁ ବିବାହ ମଧ୍ୟ କରିଛନ୍ତି। ଶେଷରେ ସେ ଯୁବତୀ ସାଇନା ମଧ୍ୟ ନିଜର ପ୍ରେମ ସମ୍ପର୍କ ରେ କିଛି ମତ ରଖିଛନ୍ତି। ଆଉ ଏହାକୁ ନେଇ ସମସ୍ତ ପ୍ରେମିକ ଓ ପ୍ରେମିକ ଶିଖିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment