Odisha News Portal

ସାଇକେଲ ପ୍ରଥମେ କିଏ ବାହାର କରିଥିଲେ ଯାହାର ଉତ୍ତର ଅଧିକାଂଶ ଲୋକମାନଙ୍କୁ ଜଣା ନଥାଏ

ଶିକ୍ଷିତ ଯୁବପିଢୀ ମାନଙ୍କ ପାଇଁ ଚାକିରୀ କ୍ଷେତ୍ରରେ ଜେନେରାଲ ନଲେଜ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ କାରଣ ଯେକୌଣସି କମ୍ମିଟେଟିଭ ପରିକ୍ଷାରେ ଜେନେରାଲ ନଲେଜ ହିଁ ଆସିଥାଏ । ନିଜର ଲକ୍ଷ ସ୍ଥଳରେ ଉତ୍ତିନ୍ନ ହେବା ପାଇଁ ଏହା ବହୁତ ସାହାର୍ଯ୍ୟ କରିଥାଏ , ତେବେ ଆସନ୍ତୁ ଜାଣିବା କେତେକ ସାଧରଣ ଜ୍ଞାନ ବିଷୟରେ ଯାହା ଆମର ଶିକ୍ଷା କ୍ଷେତ୍ରରେ ବହୁତ ଆବଶ୍ୟକ ହୋଇଥାଏ ।

1 ସାଇକେଲ ଉଦ୍ଭାବନ କିଏ କରିଥିଲେ ?
ଉତ୍ତର – ମାକମିଲନ୍ ।

2 ସାଇକେଲର ଆବିଷ୍କାର କେତ ମସିହାରେ ହୋଇଥିଲା ?
ଉତ୍ତର – 1839 ମସିହା ।

3 ଓଡିଶାର ଶେଷ ସ୍ୱାଧୀନ ହିନ୍ଦୁ ରାଜା କିଏ ?
ଉତ୍ତର – ମୁକୁନ୍ଦଦେବ ।

4 କଟକ ସହର କିଏ ପ୍ରତିଷ୍ଠା କରିଥିଲେ ?
ଉତ୍ତର – ନୂପକେଶରୀ ।

5 ଓଡିଶାର କେତେ ଭାଗ ଲୋକ କୃଷି କରନ୍ତି ?
ଉତ୍ତର – 80 ଭାଗ ।

6 କେଉଁ ଜିଲ୍ଲା ଝୋଟ ଚାଷରେ ପ୍ରଥମ ?
ଉତ୍ତର – କଟକ ।

7 କେଉଁଠି ଅଧିକ ଓଦା ଓ ହଳଦୀ ମିଳେ ?
ଉତ୍ତର – କନ୍ଧମାଳ ।

8 କେବୁଲ କାରଖାନା କେଉଁଠି ଅଛି ?
ଉତ୍ତର – ହୀରାକୁଦ ।

9 ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ ?
ଉତ୍ତର – 5 ବର୍ଷ ।

10 ଓଡିଶା କେତେ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେଲା ?
ଉତ୍ତର – 1936 ମସିହା ।

 

11 କିଏ ଡିଜେଲ ଇଞ୍ଜିନ୍ ଉଦ୍ଭାବନ କରିଥିଲେ ?
ଉତ୍ତର – ରୁଡୋଲଫ୍ ଡିଜେଲ ।

12 ଟେଲିଫୋନର ଉଦ୍ଭାବନ କିଏ କରିଥିଲେ ?
ଉତ୍ତର – ଆଲେକଜେଣ୍ଡର ଗ୍ରାହାମବେଲ୍ ।

13 ଉଚ୍ଚତା ମାପିବା ପାଇଁ କେଉଁ ଯନ୍ତ୍ରର ବ୍ୟବହାର କରାଯାଇଥାଏ ?
ଉତ୍ତର – ଅଲ୍ଟିମିଟର ।

14 ରେଡିଓ କିଏ ଉଦ୍ଭାବନ କରିଥିଲେ ?
ଉତ୍ତର – ମାର୍କୋନି ।

15 ବିଜୁଳି ବତୀ ବା ଇଲେକ୍ଟ୍ରି ବଲ୍ୱ କିଏ ଉଦ୍ଭାବନ କରିଥିଲେ ?
ଉତ୍ତର – ଥୋମାସ୍ ଏଡିସନ୍ ।

16 ମହାସାଗରରେ ବୁଡି ରହିଥିବା ଜିନିଷକୁ ଠାବ କରିବା ପାଇଁ କଣ ବ୍ୟବହାର କରାଯାଏ ?
ଉତ୍ତର – ସୋନାର ।

17 ପାଇରୋ ମିଟର କେଉଁ ଜିନିଷ ମାପିବା ପାଇଁ ବ୍ୟବହାର କରାଯାଏ ?
ଉତ୍ତର – ଉଚ୍ଚ ତାପମାନ ।

18 ଫେସବୁକର ମୁଖ୍ୟ ଫାଉଣ୍ଡର କିଏ ?
ଉତ୍ତର – ମାର୍କ ଜୁକେରବର୍ଗ ।

19 କିଏ ବ୍ୟାଟେରି ଉଦ୍ଭାବନ କରିଥିେଲ ?
ଉତ୍ତର – ଏଲେସାଣ୍ଟ୍ରୋ ଭୋଲଟା ।

20 କ୍ଷୀରର ଘନୋତ୍ୱ ମାପିବା ପାଇଁ କେଉଁ ଯନ୍ତ୍ର ବ୍ୟବହାର କରାଯାଏ ?
ଉତ୍ତର – ଲାକ୍ଟୋମିଟର ।

21 ପବନର ଗତିବିଧି କାହା ଦ୍ୱାରା ଜଣାପଡେ ?
ଉତ୍ତର – ଏନିମୋମିଟର ।

22 ଭୂକମ୍ପର ତିବ୍ରତା କାହାଦ୍ୱାରା ମପାଯାଏ ?
ଉତ୍ତର – ସିସ୍ମୋମିଟର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।