Odisha News Portal

ଦୀର୍ଘ 35 ବର୍ଷ ପରେ ଶନି ଦେବଙ୍କ କୃପାରୁ ଏହି ରାଶି ମାନେ କେବେ କୋଟିପତି !ଜାଣନ୍ତୁ ସେହି ଭାଗ୍ୟଶାଳୀ ଗୁଡିକ କେଉଁମାନେ….

ଆମର ଦିନ୍ଦୁ ଧର୍ମରେ ଭଗବାନ ଶନିଙ୍କୁ ନ୍ୟାୟର ଦେବାତା ବୋଲି କୁହାଯାଏ । ଶନି ଦେବ କାହା ଉପରେ ଖୁସି ହେଲେ ସେହି ଲୋକର ସମୟ ବହୁତ ଅଧିକ ଖୁସିରେ କଟିଥାଏ । ଶନି ଦେବ କାହାର ଶତୃ ନୁହନ୍ତି ବରଂ ମିତ୍ର ଅଟନ୍ତି । ଶନି ଦେବ ଜଣେ ନ୍ୟାୟପ୍ରିୟ ଦେବତା ଅଟନ୍ତି ଯିଏ କି ସର୍ବଦା ନ୍ୟାୟ କରିଥାନ୍ତି । ମାତ୍ର ଯେଉଁ ଲୋକମାନେ ଅନୈତିକ ଏବଂ ଭୁଲ କାର୍ଯ୍ୟ କରନ୍ତି ସେମାନଙ୍କ ଉପରେ ଶନି ଦେବ କେବେି ଶାନ୍ତି ରୁହନ୍ତି ନାହିଁ । ସେମାନଙ୍କୁ ଭଗବାନ ଶନିଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ ।

ଯେତେବେଲେ ଶନିହେବ ନିଜର ଚଳନ ବଦଳିଥାନ୍ତି ତେବେ ସେହି ସମୟରେ ସେ କେଉଁ ରାଶି ଉପରେ ବାରି ପଡନ୍ତି ତ କେଉଁ ରାଶି ଉପରେ ଖୁସି ହୋଇଥାନ୍ତି । ଏହି ମାସରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ରହିଚି ଯାହାଙ୍କ ଉପରେ ଶନି ଦେବ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସିରେ ରହିବେ ବୋଲି କୁହାଯାଇଛି । ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡିକ ।

1–ମେଷ ରାଶି

ଆପଣଙ୍କର ଘରେ ଆନନ୍ଦର ଲହରୀ ଖେଳିଯିବ , ମାତା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ଦୁଃଖ ଦୂର ହେବ । ଘରୋଇ ଜୀବନରେ ଚାଲୁଥିବା ସମସ୍ତ ସମସ୍ୟାର ମୁକ୍ତି ମିଳିବ । ଆୟର ନୂଆ ସ୍ରୋତ ମିଳିବ । ରୋଜଗାରରେ ବୃଦ୍ଧି ହେବ । ଆପଣଙ୍କର ଜୀବନରେ ଖୁସିର ସମୟ ଆସିବାକୁ ଯାଉଛି । ଶନିଦେବଙ୍କ କୃପାରୁ ସମସ୍ତ ପ୍ରକାର ସୁଖ ସୁବିଧା ଆପଣ ମାନଙ୍କୁ ମିଳିବା ପାଇଁ ଯାଉଛି ।

2–ସିଂହ ରାଶି


ଏହି ରାଶିରେ ଧନ ବର୍ଷା ହେବାକୁ ଯାଉଛି , ଧନର କେବେବି ଅଭାବ ଦେଖା ଯିବ ନାହିଁ । ଶନିଦେବଙ୍କ କୃପାରୁ ଏମାନଙ୍କର ପରିବାରରେ ସୁଖ ଶାନ୍ତି ଲାଗି ରହିବ । ପ୍ରେମ ଜୀବନରେ ସୁଖ ମିଳିବା ପାଇଁ ଯାଉଛି , ଏହା ସହିତ ପାଠ ପଢାରେ ମଧ୍ୟ ଉଚ୍ଚ ଫଳ ମିଳିବ । ଏହି ରାଶିର ବ୍ୟକ୍ତି ମାନେ ବ୍ୟାପାର ବାଣିଜ୍ୟ କରୁଥିଲେ ସେମାନଙ୍କୁ ସେଥିରୁ ବହୁତ ଲାଭ ମିଳିବାକୁ ଯାଉଛି ।

3–ତୁଳା ରାଶି

ଆପଣଙ୍କର ପରିବାରରେ ସୁଖର ବାତାବରଣ ସୃଷ୍ଟି କରିବ । ଆପଣଙ୍କର ଭାଗ୍ୟ ଆପଣଙ୍କୁ ସାହାର୍ଯ୍ୟ କରିବ । କୌଣସି କାମରେ ଟଙ୍କା ବିନିଯୋଗ ଗଲେ ସେଥିରୁ ଲାଭ ପାଇବେ । ଆପଣଙ୍କର ଘରେ ଭଲ ଖାବର ପାଇବେ । ଆପଣ ମାନେ ସଫଳତାର ନୂତନ ରେକର୍ଡ କରିବେ । ସ୍ୱାସ୍ଥ୍ୟରେ ବିଶେଷ ଯତ୍ନ ନିତାନ୍ତ ଆବଶ୍ୟକ । ଜୀବନରେ ସମସ୍ତ ପ୍ରକାର ଦୁଃଖ ଦୂର ହେବ ।

4–କର୍କଟ ରାଶି

ଶନିଦେବଙ୍କ କୃପାରୁ କାର୍ଯ୍ୟ କ୍ଷେତ୍ରରେ ବହୁତ ବଡ ସଫଳତା ମିଳିବାକୁ ଯାଉଛି । ଲୋକମାନେ ଆପଣଙ୍କୁ ସମସ୍ତ କଥା ବୁଝି ବିଚାରି କାମ କରିବେ । ପରିବାରରେ ଖର୍ଚ୍ଚ କମ ହେବ ଏବଂ ଦିନକୁ ଦିନ ରୋଜଗାର ବଢିବାରେ ଲାଗିବ । ଭୋଳାନାଥଙ୍କ କୃପାରୁ ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ସମସ୍ୟା ଦୂର ହେବାକୁ ଲାଗିବ ।

5–କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତିର ଜୀବନରେ ମଧ୍ୟ ବହୁତ ବଡ ପରିବର୍ତ୍ତନ ହେବ । ଯଦି ଆପଣ ମାନେ ମାଲି ମକଦ୍ଦମା କରୁଛନ୍ତି କିମ୍ବା କୌଣସି କେସରେ ଫସି ରହିଛନ୍ତି ତେବେ ଜାଣିରଖନ୍ତୁ କି ଆପଣଙ୍କର ହିଁ ଜିତ ହେବାକୁ ଯାଉଛି । ଧନ ବୃଦ୍ଧି ହେବ ଏହା ସହ ଘରେ ସୁଖ ଶାନ୍ତି ଲାଗି ରହିବ । ଆପଣଙ୍କୁ ବହୁତ ବଡ ଖୁସି ଖବର ମଧ୍ୟ ମିଳିବା ପାଇଁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।