Exclusive : ହୋଟେଲରେ ରୁଷି ବସିଛି ସୁନ୍ଦରୀ ଅର୍ଚ୍ଚନା, ଛିଡ଼ୁନି ଟଙ୍କା ପଇସାର ହିସାବ… ଦେଖନ୍ତୁ ଭାଇରାଲ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ମାତ୍ର ଭିଡିଓ ଚାରିଆଡେ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ସେହି ଅର୍ଚ୍ଚନା ଙ୍କ ବିଷୟରେ ମିଳିଥିବା ସୂଚନା | ଆଉ ଯେଉଁଠି ଜଣା ପଡିଛି କି କେଉଁ ଭଳି ଭାବରେ ଅର୍ଚ୍ଚନା ନିଜର ପ୍ରେମ ଜାଲରେ ଫୋସାଉଥିଲେ ଧନୀ ପାଇଁ ସମ୍ଭାନ୍ତ ଶାଳୀ ଲୋକ ମାନଙ୍କୁ | ଆଉ ଶାରୀରିକ ସମ୍ପର୍କ ରଖିବାର ଭିଡିଓ ସବୁ ରଖି କରିବାକୁ ଲାଗୁଥିଲେ ବ୍ଲାକ ମେଲିଙ୍ଗ | ଆଉ ଯାହା ଭାଇରାଲ ହେବା ପରେ ଅର୍ଚ୍ଚନା ଙ୍କର ଅସଲ ମୁଖା ସାମ୍ନା କୁ ଆସିଛି, ଆଉ ଲୁଚିକି ରହିଥିବା ଅର୍ଚନା ଙ୍କର ଗୁମର ଖୋଲି ଯାଇଛି ଆଉ ସମସ୍ତ ସତ୍ୟ ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି କମିଶନର ଙ୍କ ହାତରେ ଧରା ପଡିଛି ଅର୍ଚନା ଙ୍କର ସମସ୍ତ ସତ କାହାଣୀ |ଆଉ ଯେଉଁ କାହାଣୀ ରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ଅର୍ଚନା ନିଜର ପ୍ରେମ ଜାଲରେ ଫୋସାଉଥିଲେ ଲୋକ ମାନଙ୍କୁ | ତେବେ ହୋଟେଲ ରେ ଟଙ୍କା ନେଉଥିବା ସମୟର ଏକ ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ତେବେ ବର୍ତ୍ତମାନ ପୋଲିସ ଅର୍ଚନା ର ଘର ଫାର୍ମ ହାଉସ ଓ ତାଙ୍କର ସମ୍ପତ୍ତି ଉପରେ ଚଢ଼ାଉ କରିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ନିଜର ଆଲିସାନ ସମ୍ପତ୍ତି ବନେଇଥିଲେ ମହିଳା ଜଣଙ୍କ |

ତେବେ ଖାଲି ସେତିକି ନୁହଁ ଧନୀ ଆଉ ବଡ଼ ବଡ଼ିଆ ମାନଙ୍କୁ ପ୍ରଥମେ ଫେସବୁକ ରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ଥାଆନ୍ତି ଝିଅ ଜଣଙ୍କ, ଆଉ ମିଠା ମିଠା କଥା କହିକି ସମ୍ପର୍କ ଗଢି ଥାଆନ୍ତି | ଆଉ ତାହା ପରେ ସ୍ୱାମୀ ଙ୍କ ଦେହ ଖରାପ ଅଛି ବୋଲି କହିକି ଘରକୁ ଡାକିଥାନ୍ତି ଆଉ ତାଙ୍କର ଆରମ୍ଭ ହୋଇଯାଏ ସମସ୍ତ କାମ | ଆଉ ଲୋକ ମାନଙ୍କୁ ନିଜର ଜାଲରେ ଫୋସାଇବା ପରେ ସେମାନଙ୍କ ପାଖରୁ ଟଙ୍କା ଆଦାୟ କରିବାରେ ଲାଗନ୍ତି | ଆଉ ସେହି ଟଙ୍କା ରେ ସୁନ୍ଦର ମହଲ ଗଢି ତଳିଥାନ୍ତି ମହିଳା ଜଣଙ୍କ ବୋଲି ଜଣା ପଡିଛି |

ଆଉ ଏହିଭଳି ଭାବରେ ଲୋକ ମାନଙ୍କୁ ଫୋସାଇ ମୋଟା ଅଙ୍କ ରେ ଟଙ୍କା ନେଇକି ନିଜର ଆଲିସାନ ଘର ବନାଇବା ସହିତ ରାଜକିୟ ଜୀବନ ଜାପନ କରୁଥିବାର ଜଣା ପଡିଛି| ତେବେ 30 ରୁ ଅଧିକ ଲୋକଙ୍କୁ ଏହିଭଳି ଭାବରେ ନିଜର ପ୍ରେମ ଜାଲରେ ଫସେଇ ସାରିଛି ଏହି ଅର୍ଚନା ନାମକ ଝିଅ ଟି | ଆଉ ଆଜି ତାହାର ସମସ୍ତ ସତ ଧରା ପଡିଛି ବୋଲି କୁହାଯାଉଛି | ଆଉ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment