New Twist – ସବୁ ଭୁଲି ଯାଇ ଦାଣ୍ଡିଆ ଖେଳିଲେ ଅନୁଭବ ଓ ବର୍ଷା, ବାଜୁଛି DJ ଖେଳୁଛନ୍ତି ଦାଣ୍ଡିଆ… ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସେ ଅନୁଭବ ଆଉ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ନେଇକି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ| ତେବେ ବର୍ତ୍ତମାନ ସେହିଭଳି ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଖୁସି ମନରେ ବର୍ଷା ଆଉ ଅନୁଭବ ଦାଣ୍ଡିଆ ଖେଳୁଥିବାର ଦେଖିବାକୁ ମିଳିଛି |ଆଉ ସେମାନଙ୍କ ମନରେ ବିଚ୍ଛେଦ ହେବାର ଟିକିଏ ବି ଅନୁତାପ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଅନୁଭବ ଆଉ ବର୍ଷା ଙ୍କର ବିଷୟରେ ଆଲୋଚନା କରିବା |

ତେବେ ଆମେ ଜାଣିଛୁ କି ବହୁତ ଦିନ ଧରିକି ବର୍ଷା ଆଉ ଅନୁଭବ ଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିକି ରହିଥିଲା | ଆଉ ଯାହା ଦେଖିବାକୁ ମିଳିଥିଲା କି ବର୍ଷା ଆଉ ଅନୁଭବ ଙ୍କ ମଧ୍ୟରେ ଅନୁଭବ ଶୀଘ୍ର ଛାଡ଼ ପତ୍ର ନେବାକୁ ଚାହୁଁଥିବା ବେଳେ ବର୍ଷା ତାହାକୁ ଘୁଞ୍ଚେଇ ମାରୁଥିଲେ | ଆଉ ପରେ ବର୍ଷା ନକଲି ଡକୁମେଣ୍ଟସ ମଧ୍ୟ ଦେଇଥିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା | ଆଉ ପରେ ଦେଖିବାକୁ ମିଳିଥିଲା କି ବର୍ଷା ଠିକ ତଥ୍ୟ କୋଟ ରେ ଦେଇଥିଲେ | ତାହା ବ୍ୟତୀତ ବର୍ଷା ଯେଉଁ ଅନୁଭବ ଙ୍କ ଘରେ ରହୁଥିଲେ ତାହାକୁ ମଧ୍ୟ ସେ ଛାଡି ଦେଇଥିଲେ | ଆଉ ବର୍ଷା ମଧ୍ୟ ଯେତେ ଜଲ୍ଦି ସମ୍ଭବ ଦୁରେଇ ରହିବାକୁ ଚାହୁଁଥିଲା ଓ ଅଲଗା ହେଇଯିବା ପାଇଁ ଚାହୁଁଥିଲା |

ତେବେ ଏଠାରେ ଦେଖିବାକୁ ମିଳିଛି କି ବର୍ଷା ଆଉ ଅନୁଭବ ଙ୍କ ଯୋଡ଼ି କୁ ଲୋକ ମାନେ ସବୁବେଳେ ପସନ୍ଦ କରିଥାନ୍ତି ଆଉ ସେମାନ ଙ୍କୁ ଭଲ ପାଇବାର ପ୍ରତୀକ ରୂପରେ ମାନୁଥିବା ବେଳେ, ବର୍ଷା ଆଉ ଅନୁଭବ ଙ୍କର ଏହିଭଳି କାର୍ଯ୍ୟ ସମସ୍ତଙ୍କ ମନରେ ଦୁଃଖ ଦେଇଛି | ଆଉ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଦଶହରା ଉପଲକ୍ଷେ ବର୍ଷା ଆଉ ଅନୁଭବ ଦୁଇଜଣ ଦାଣ୍ଡିଆ ଖେଳ ରେ ମାତିବାରେ ଲାଗି ପଡିଛନ୍ତି | ଆଉ ସେମାନେ ଖେଳରେ ଏତେ ମାଜି ଯାଇଛନ୍ତି କି ସେମାନଙ୍କ ଜୀବନରେ କଣ ଗୋଟେ ଘଟିଛି ବୋଲି ଭୁଲିଯାଇଛନ୍ତି |

ଆଉ ଡିଜେ କୁ ବଜେଇକି ଖୁସି ମନରେ ଦାଣ୍ଡିଆ ଖେଳ କୁ ଉପଭୋଗ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି | ତେବେ ସେମାନଙ୍କର ଜୀବନରେ ଯେପରି କିଛି ଘଟିନାହିଁ ସେମିତି ବର୍ଷା ଆଉ ଅନୁଭବ କୁ ଜଣା ପଡୁଛି |ଆଉଖୁସି ମନରେ ବର୍ଷା ଆଉ ଅନୁଭବ ଦୁଇଜଣ ଦାଣ୍ଡିଆ ରେ ମାତି ଯାଇଛନ୍ତି, ଆଉ ଦଶହରା କୁ ଖୁସିର ସହିତ ମନାଉଛନ୍ତି, ଆଉ ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment