ଅର୍ଚ୍ଚନାଙ୍କ ସେ-କ୍ସ୍ ରୁମର ସିକ୍ରେଟ୍ କ୍ୟାମେରା, କଏଦ୍ କରୁଥିଲା ନେତା ଓ ପ୍ରଯୋଜକଙ୍କ ଇଣ୍ଟିମେଟ ଦୃଶ୍ୟ… ଏ ନେଇ କଣ କହୁଛନ୍ତି ଏହି ଯୁବତୀ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଚାରିଆଡେ ଗୋଟିଏ ମାତ୍ର ଘଟଣା ବେଶ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ସେକ୍ସ ଭଳି କାମରେ ଧନୀ ଲୋକ ମାନଙ୍କୁ ଫସେଇ ନିଜର ସାମ୍ରାଜ୍ୟ ଗଢ଼ିଥିବା ଅର୍ଚ୍ଚନା ଙ୍କ ବିଷୟରେ |ଆଉ ଯେଉଁଠି ମହିଳା ଜଣଙ୍କୁ କମିଶନର ପୋଲିସ ମଧ୍ୟ ଗିରଫ କରିଛି |ଆଉ ବର୍ତମାନ ତାଙ୍କର ଘର ଉପରେ ମଧ୍ୟ ନଜର ପକା ଯାଇଛି | ଆଉ ଯାହାକୁ ଦେଖିଲେ ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରିବେ କି କେଉଁଭଳି ଭାବରେ ମହିଳା ଜଣଙ୍କୁ ନେତା ଆଉ ରାଜ ନେତା ମାନଙ୍କୁ ନିଜର ପ୍ରେମ ଜାଲରେ ଫୋସାଉଥିଲେ | ଆଉ ସେମାନଙ୍କ ପାଖରୁ ମୋଟା ଅଙ୍କରେ ଟଙ୍କା ନେଇକି ବ୍ଲାକ ମେଲିଙ୍ଗ ମଧ୍ୟ କରିବାକୁ ଲାଗିଥିଲେ ଅର୍ଚନା ଚାନ୍ଦ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି କି ଅର୍ଚନା ନାଗ ନାମକ ଜଣେ ଯୁବତୀ ଯିଏକି ନିଜର ଘରେ ଶାରୀରିକ ସମ୍ପର୍କ ସମୟର ଫୋଟ ଆଉ ଭିଡିଓ ଉଠାଉଥିଲେ | ତାହାକୁ ଭାଇରାଲ କରି ବଡ଼ ବଡ଼ ନେତା ଆଉ ରାଜ ନେତା ମାନଙ୍କର ଏହିଭଳି କରିକି ବ୍ଲାକ ମେଲ କରୁଥିବାର କଥା କମିଶନର ପୋଲିସ ଙ୍କ ନିକଟରେ ଜଣା ପଡିଛି |ତେବେ ଖାଲି ସେତିକି ନୁହଁ ଧନୀ ଆଉ ବଡ଼ ବଡ଼ିଆ ମାନଙ୍କୁ ପ୍ରଥମେ ଫେସବୁକ ରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ଥାଆନ୍ତି ଝିଅ ଜଣଙ୍କ, ଆଉ ମିଠା ମିଠା କଥା କହିକି ସମ୍ପର୍କ ଗଢି ଥାଆନ୍ତି | ଆଉ ତାହା ପରେ ସ୍ୱାମୀ ଙ୍କ ଦେହ ଖରାପ ଅଛି ବୋଲି କହିକି ଘରକୁ ଡାକିଥାନ୍ତି ଆଉ ତାଙ୍କର ଆରମ୍ଭ ହୋଇଯାଏ ସମସ୍ତ କାମ |

ଆଉ ଲୋକ ମାନଙ୍କୁ ନିଜର ଜାଲରେ ଫୋସାଇବା ପରେ ସେମାନଙ୍କ ପାଖରୁ ଟଙ୍କା ଆଦାୟ କରିବାରେ ଲାଗନ୍ତି | ଆଉ ସେହି ଟଙ୍କା ରେ ସୁନ୍ଦର ମହଲ ଗଢି ତଳିଥାନ୍ତି ମହିଳା ଜଣଙ୍କ ବୋଲି ଜଣା ପଡିଛି | ଆଉ ମହିଳା ଜଣଙ୍କ ଘରେ ରଖିଥିବା ସିକ୍ରେଟ କ୍ୟାମେରା ରେ ଶାରୀରିକ ସମ୍ପର୍କ ସମୟର ସମସ୍ତ ଭିଡିଓ କୁ କୋଏଦ କରିକି କରିବାକୁ ଲାଗୁଥିଲେ ବ୍ଲାକ ମେଲିଙ୍ଗ | ତେବେ ଖାଲି ସେତିକି ନୁହଁ ତାଙ୍କର କେତେକ ସହକର୍ମୀ ମହିଳା ମାନଙ୍କୁ ମଧ୍ୟ ଏହି କାର୍ଯ୍ୟ ରେ ନିୟୋଜିତ କରେଇଥିବା କଥା ସାମ୍ନା କୁ ଆସିଛି |

ଆଉ ଯେଉଁ ଘଟଣା ର ସତ୍ୟା ସତ୍ୟ ପ୍ରକାଶ ପାଇବା ପରେ ଅର୍ଚନା ଙ୍କର ସ୍ୱାମୀ ଏବେ ଫେରାଲ ଅଛନ୍ତି ବୋଲି ଜଣା ପଡିଛି | ଆଉ ଅର୍ଚନା ଙ୍କୁ ପୋଲିସ ଗିରଫ କରିବା ସହିତ ଘଟଣା ର ତଦନ୍ତ ରେ ଲାଗି ପଡିଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment