ଶୁଣନ୍ତୁ ଭାଇରାଲ Audio Call : ଆପଣ କିଏ ହେବେ ମୋର ? ମୋ ସ୍ତ୍ରୀ ତ ଏତେ ଥର….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ବା ଶୁଣିଲେ ଆପଣ ମାନେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ | ତେବେ ଏଠାରେ ଦେଖିବାକୁ ମିଳିଛି କି ଯୁବକ ଜଣଙ୍କ କଥା ହେବାକୁ ଲାଗିଛନ୍ତି କଷ୍ଟମାର କେୟାର ଙ୍କ ସହିତ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଜିଓ ସିମ ରୁ ବାରମ୍ବାର କୋଲ ଆସୁଛି ଯୁବକ ଜଣଙ୍କ ପାଖରୁ, ଆଉ ଯାହା ପାଇଁ ସେ ବର୍ତ୍ତମାନ କୋଲ କରିକି କଷ୍ଟମାର କେୟାର ପାଖକୁ କୋଲ କରିଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି କୋଲ ବିଷୟରେ ଟିକିଏ ଆଲୋଚନା କରିବା |

ତେବେ ଏଠାରେ ଯାହା ଦେଖିବାକୁ ମିଳିଛି କି ଜଣେ ଜିଓ କଷ୍ଟମାର ଝିଅ ଜଣଙ୍କ ଫୋନ କରିଥିଲେ ଯୁବକ ଙ୍କ ପାଖକୁ | ତେବେ ଝିଅ ଜଣଙ୍କ ତାଙ୍କର କୋଲ ବିଷୟରେ ଅର୍ଥାତ ତାଙ୍କର ଜିଓ ସିମ ରକିଛି ଅସୁବିଧା ଅଛି ନା ନାହିଁ ସେ ବିଷୟରେ ପ୍ରଶ୍ନ କରିବାକୁ ଲାଗିଥିଲେ | କିନ୍ତୁ ଯୁବକ ଜଣଙ୍କ କହିଥିଲେ କି ଜିଓ ସବୁବେଳେ ତାଙ୍କର କ୍ଷତି କରୁଛି ବୋଲି କହିଥିଲେ | ତେବେ ଗ୍ରାହକ ଜଣଙ୍କ କହିଥିଲେ କି ତାଙ୍କର ସ୍ତ୍ରୀ ଙ୍କର ଫୋନ କୁ ସେ କାଟି ଦେଉଛନ୍ତି ଯେତେବେଳେ ସେ ବ୍ୟସ୍ତ ଅଛନ୍ତି | କିନ୍ତୁ ଜିଅ ଵାଲା ତାଙ୍କୁ ବାରମ୍ବାର କୋଲ କରିବା ପାଇଁ ଲାଗିଛି |

ତେବେ ଯଦି ରିଚାର୍ଜ ସରିଯାଇଛି ବୋଲି ଜିଓ କଷ୍ଟମାର କେୟାର ପାଖରୁ ବାରମ୍ବାର କୋଲ ଆସିବାରେ ଲାଗିଛି | ତେଣୁ ଯେ ପଟିବା ଛୁଆଁ ନୁହନ୍ତି ବୋଲି କହିଛନ୍ତି ଗ୍ରାହକ ଜଣଙ୍କ |ଆଉ ସେହି ଫୋନ ପାଇଁ ସେ ବହୁତ ଟେନସନ ହେଇଯାଉଛନ୍ତ ବୋଲି କହିଛନ୍ତି | ଆଉ ସେହି ଫୋନ କୋଲ କୁ ବନ୍ଦ କରିବା ପାଇଁ ମଧ୍ୟ କହିଛନ୍ତି | ତେଵେ ଏହାର ପ୍ରତି ଉତ୍ତର ରେ କହିଛନ୍ତି ଜିଓ କଷ୍ଟମାର ଝିଅ ଜଣଙ୍କ | ଆଉ କହିଛନ୍ତି ଏହା ହେଉଛି ଡିଫୋଲ୍ଟ କୋଲ ଆଉ ଯାହା ସମସ୍ତ ଜିଓ କଷ୍ଟମାର ଭାଇ ମାନଙ୍କ ପାଖକୁ ଯାଏ ବୋଲି କହିଛନ୍ତି |

ତେବେ ଝିଅ ଜଣଙ୍କ ଏତେ କହିଲା ପରେ ମଧ୍ୟ ଗ୍ରାହକ ଜଣଙ୍କ ତାଙ୍କୁ ବାରମ୍ବାର ସମାନ ପ୍ରଶ୍ନ ପଚାରିବାକୁ ଲାଗିଛନ୍ତି | ଆଉ ଘଟଣା ରେ ଝିଅ କଷ୍ଟମାର କେୟାର ପାଖରୁ ବରମ୍ବାର ଫୋନ ଆସିବାରୁ ଗ୍ରାହକ ଜଣଙ୍କ ଏମିତି କରିଛନ୍ତି ବୋଲି କହୁଛନ୍ତି | ତେବେ ସେ ଚାହୁଁଛନ୍ତି କି ଜିଓ କୋଷ୍ଟମାର ତାଙ୍କୁ ଆଉ ଯେମିତି କୋଲ ନ କରନ୍ତୁ ସେହି ସମସ୍ୟା ର ସମାଧାନ ହେବାକୁ ଲାଗିଛି | ଆଉ ଯେଉଁ ଭାଇରାଲ ଅଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment