Odisha News Portal

ଦେଖନ୍ତୁ ଭିଡ଼ିଓ – ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ବାହାଘର ରିସେପସନ ରେ ଯୋଗ ଦେଲେ ବହୁ actor ଏବଂ actress ଦେଖନ୍ତୁ କେଉଁ ଅଭିନେତ୍ରୀ ମାନେ ରିସେପ୍ସନ କୁ ଆସିଥିଲେ

0 412

ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ମାର୍ଚ୍ଚ ୧ ତାରିଖ ରେ ଅର୍ଚ୍ଚିତା ସବ୍ୟ ଙ୍କୁ ବିବାହ କରିଥିଲେ ଆଉ ବିବାହ ର ପ୍ରାୟ ୫ ଦିନ ପରେ ସେମାନେ ଓଡ଼ିଶା ଫେରିଥିଲେ। ଦୁଇ ଜଣ ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇ ସାରିବା ପରେ ଆଜି ରାଜସ୍ଥାନ ର ବିଭିନ୍ନ ସ୍ଥାନ ରେ ବୁଲୁ ଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା । ତେବେ ବର୍ତ୍ତମାନ ଏକ ଖବର ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ରିଲ ଲାଇଫ ରେ ଲୋକ ମାନଙ୍କ ର ସବୁଠୁ ପ୍ରିୟ ଯୋଡ଼ି ଆଜି ରିଅଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ତେବେ ଏହି ଚର୍ଚ୍ଚିତ ଯୋଡ଼ି ଆଉ କେହି ନୁହନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା ସାହୁ ଙ୍କ ଯୋଡ଼ି । ଅଲିଉଡ ର ଏହି ପ୍ରିୟ ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।ତେବେ ଓଡ଼ିଶା ଫେରିବା ପରେ ସେମାନେ ଓଡିଶା ରେ ନିଜର ରିସେପ୍ସନ ପାର୍ଟି ରଖିଛନ୍ତି । ତେବେ ତାଙ୍କର ଏହି ରିସେପ୍ସନ ପାର୍ଟି ରେ ସେମାନେ ସମସ୍ତ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ପ୍ରାୟ ସମସ୍ତ କଳାକାର ସେମାନଙ୍କ ରିସେପ୍ସନ ପାର୍ଟି ରେ ଯୋଗ ଦେଇ ତାଙ୍କୁ ଅନେକ ଶୁଭେଚ୍ଛା ଓ ତାଙ୍କ ଆଗାମୀ ବୈବାହିକ ଜୀବନ କିପରି ସୁଖମୟ ହେଉ ବୋଲି ୱିସ କରିଛନ୍ତି ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ , ଅନୁ ଚୌଧୁରୀ , ଭୂମିକା , ଶିବାନୀ ସହିତ ଆହୁରି ଅନେକ ପ୍ରସିଧ କଳାକାର ମାନେ ଯୋଗ ଦେଇଛନ୍ତି ଯାହା ତାଙ୍କ ରିସେପ୍ସନ ପାର୍ଟି କୁ ଆହୁରି ସ୍ପେଶଲ କରି ଦେଇଛି। କେବଳ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ପ୍ରସିଧ କଳାକାର ମାନେ ନୁହଁ ଅନେକ ପ୍ରସିଧ ସିଙ୍ଗର , ଡାଇରେକ୍ଟର , କୋରିଓଗ୍ରଫର୍ ମାନେ ମଧ୍ୟ ଯୋଗ ଦେଇ ତାଙ୍କୁ ଶୁଭେଛା ଜଣାଇ ଅଛନ୍ତି ।

ତେବେ ଯଦି ଆମେ ସବ୍ୟ ଅର୍ଚ୍ଚିତା ଙ୍କ କଥା କହିବା ତେବେ ଦୁଇ ଜଣ ରାଜସ୍ଥାନ ରେ ଏକ ବିଳାସପୂର୍ଣ୍ଣ ଅବସ୍ଥା ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ସେମାନେ ବହୁତ୍ ଘାତ ପ୍ରତଘାତ , ଆଲୋଚନା ଓ ସମାଲୋଚନା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସବ୍ୟ ଅର୍ଚ୍ଚିତା । କାହିଁକି ନା ସବ୍ୟ ଦ୍ଵିତୀୟ ଥର ପାଇଁ ଅର୍ଚ୍ଚିତା କୁ ବିବାହ କରିଥିଲେ ।ତେବେ ରାଜସ୍ଥାନ ରେ ସୁଦୂର ଓଡ଼ିଶା ରେ ଯାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସବ୍ୟ ଅର୍ଚ୍ଚିତା ।

ଆଉ ସବ୍ୟ ଓ ଅର୍ଚ୍ଚିତା ପ୍ରତି ମିନିଟ୍ ରେ ସୋସିଆଲ ମିଡ଼ିଆ ରେ ସେମାନଙ୍କ ଫଟୋ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରୁଛନ୍ତି । ତେବେ ବର୍ତ୍ତମାନ ସେ ଓଡ଼ିଶା ଫେରି ସାରିବା ପରେ ସେମାନେ ନିଜର ରିସେପ୍ସନ ପାର୍ଟି ରଖିଛନ୍ତି ଯେଉଁଠି ସେମାନେ ବହୁତ୍ ବଡ଼ କଳାକାର ମାନଙ୍କୁ ନିମନ୍ତ୍ରଣ କରି ଥିବାର ନଜର ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।