Odisha News Portal

ସବୁଆଡେ ଚର୍ଚ୍ଚା ପାଲିଟିଛି ଏହି ବିଶ୍ବ ରେକର୍ଡ କରିଥିବା 3ବର୍ଷ ର କୁନି ପୁଅ ଟିର ପ୍ରତିଭା କୁ ନେଇ , ପ୍ରକୃତ ପ୍ରତିଭା ଦେଖିବା ପରେ ଆପଣ ମଧ୍ୟ ଏହି କୁନି ପୁଅ ଆଗରେ ହାର୍ ମାନିବେ…..

0 13

ଆମ ଦେ଼ଶ ତଥା ରାଜ୍ୟରେ ପ୍ରତ୍ୟେକ ଦିନ କିଛି ନାଁ କିଛି ଆଶ୍ଚର୍ଯ୍ୟଜନକ ଘଟଣା ସବୁ ଦେଖିବାକୁ ମିଳେ । ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦିଏ । ଏହି ସବୁ ଘଟଣା ଗୁଡିକ କିନ୍ତୁ ବହୁତ କମ୍ ଦେଖିବକୁ ମିଳେ । ବେଳେ ବେଳେ ଏହି ସବୁ ଘଟଣା ଚମତ୍କାର ଭଳି ଲାଗେ ଏବଂ ଲୋକମାନେ ଏହାକୁ ଭଗବାନଙ୍କ କୃପା ତଥା ଆଶିର୍ବାଦ ବୋଲି ଭାବନ୍ତି । ତେବେ ଆପଣ ମାନେ ସମସ୍ତେ ଦେଖିଥିବେ ପିଲା ଜନ୍ମ ହେଲା ବେଳେ ସେଥିରୁ ଅନେକ ପିଲା ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାନ୍ତି ଏବଂ ଲୋକ ମାନଙ୍କୁ ବହୁତ ଚକିତ କରିଥାଏ । ଆଉ ଏମିତି ବହୁତ ପିଲା ରହିଛନ୍ତି ଯେଉଁ ମାନେ ବହୁତ ବୁଦ୍ଧିମାନ୍ ହୋଇଥାନ୍ତି ।

ଆଉ ସେମାଙ୍କୁ ଦେଶ ଦୁନିଆର ସବୁ କଥା ଜଣା ଥାଏ, ଯାହା ଦେଖି ଲୋକ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇ ଥାନ୍ତି । ଏମିତି ପିଲା ବହୁତ୍ କମ ଦେଖିବାକୁ ମିଳେ ତେବେ ଏହି ଭଳି ପିଲା ଭଗବାନ ଙ୍କ ଦୟା ବୋଲି ମଧ୍ୟ ଭାବନ୍ତୁ । ଆଜି ଆମେ ଆପଣଙ୍କୁ ସେହିପରି ଗୋଟିଏ ପିଲା ବିଷୟରେ କହିବାକୁ ଯାଉଛୁ ।


ଏପରି ପିଲାମାନେ ସାରା ଦେଶ ତଥା ରାଜ୍ୟ ପାଇଁ ବହୁତ ଗର୍ବ ଆଣି ଦିଅନ୍ତି । ଏଭଳି ପିଲା ଦେଖିବାକୁ ମିଳେ ଯେଉଁ ମାନେ ଅତି କମ ବୟସରୁ ସବୁ କିଛି ଜାଣି ନେଇଥାନ୍ତି ଏବଂ ବହୁତ ଶୀଘ୍ର ମନେ ରଖନ୍ତି । ତେବେ ଏହା ସତରେ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ । ତେବେ ଏହି ଆଶ୍ଚର୍ଯ୍ୟଜନକ ଘଟଣା କଟକ ରେ ମର୍କତ୍ ନଗର ରର ଦେଖିବାକୁ ମିଳିଛି।

ଦୀପ୍ତି ରେଖା ସାହୁ ଏବଂ କେ ସାହୁ ଙ୍କ ଠୁ ଜନ୍ମ ହୋଇଛି , ଗୋଟିଏ ପୁଅ ଯିଏ ବହୁତ ବୁଦ୍ଧିମାନ । ତେବେ ସେହି ପୁଅ ର ନାମ ପ୍ରତ୍ୟୁସ ,ପ୍ରତ୍ୟୁସ୍ କୁ ମାତ୍ର 3 ବର୍ଷ । କିନ୍ତୁ 3 ବର୍ଷ ବୟସରେ ସେ ସମସ୍ତ କଥାକୁ ବହୁତ ଶୀଘ୍ର ମନେ ରଖି ପାରୁଛି । ଏହାସହିତ ଏତେ କମ ବୟସ ରୁ ସେ ଗଣେଶ ବନ୍ଦନା , ଜାତୀୟ ସଂଗୀତ , ଆଉ ଆହୁରି ଅନେକ ମନ୍ତ୍ର ସବୁ ମନେ ରଖି ଗାଈ ପାରୁଛି ।

କେବଳ ସେତିକି ନୁହଁ ବରଂ ସେ ଆମ ଦେଶ ର ପ୍ରତେକ ରାଜ୍ୟ ର ନାମ ଏବଂ ସେହି ରାଜ୍ୟ ର ରାଜଧାନୀର ଗୁଜିକର ନାଁ ତାର ଜିଭ ଅଗରେ ରହିଛି ଏବଂ ସେସବୁକୁ ସେ ଅନର୍ଗଳ କହୁଛି । ତେବେ ଏତେ କମ ବୟସ ରୁ ଏମିତି ବୁଦ୍ଧି ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି ।


ଏହାସହିତ ସେ ଏତେ କମ ବୟସରୁ ଭାରତୀୟ ଏବଂ ବିଶ୍ୱ ରେକୋର୍ଦ୍ ରେ ନିଜର ନାମ ସ୍ଥାପନ କରି ପାରିଛନ୍ତି ଏହା ଆମ ରାଜ୍ୟ ପାଇଁ ବହୁତ ଗର୍ବର ବିଷୟ । ତାଙ୍କ ବାପା ମା ପ୍ରତ୍ୟୁସ୍ କୁ ନେଇ ବହୁତ ଗର୍ବିତ ଆଉ ସେ ତାଙ୍କ ପୁଅ କୁ ବହୁତ ଆଗକୁ ନେଇ ଓଡିଶାର ବହୁତ ନାମ କରିବେ । ଯାହା ବର୍ତ୍ତମାନ ସମୟରେ ସବୁ ସ୍ଥାନରେ ତଥା ସବୁ ଗଣମାଧ୍ୟମର ଶୀର୍ଷ ପାଲଟିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।