Odisha News Portal

ସବୁ ସ୍ୱାମୀ ସ୍ତ୍ରୀ କୁ ଡୋମିନେଟ କରିବାକୁ ଚାହାଁନ୍ତି ..ବର୍ଷା ଅନୁଭବଙ୍କୁ ଡୋମିନେଟ କରିବାରୁ ସେ ସହି ପାରୁନାହାନ୍ତି : ଏ ନେଇ ମଧୁମିତା ରଥ କଣ କହୁଛନ୍ତି… ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ସାଂସଦ ଅନୁଭଵ ମହାନ୍ତିଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡ଼ିଓରେ ଅନୁଭଵ ମହାନ୍ତି ନିଜର ୟୁ ଟୁବ ଚେନେଲା ମାଧ୍ୟମରେ ଏକ ଭିଡ଼ିଓ ଅପଲୋଡ଼ କରିଛନ୍ତି। ଯେଉଁଥିରେ 3 ଟି ଭିଡ଼ିଓ ମାଧ୍ୟମରେ ନିଜର ମନ ମଧ୍ୟରେ ଥିବା କୋହକୁ ପ୍ରକାଶ କରିଛନ୍ତି। ତାଙ୍କର କହିବା କଥା ଯେ ବହୁତ ହାରାସ ହୋଇଗଲେଣି। ସେ 2020 ମହିସାରେ ଡିଭର୍ସ ପାଇଁ କୋର୍ଟରେ ଦାଖଲ କରିଥିଲେ। ହେଲେ ବର୍ଷା ପ୍ରିୟଦର୍ଶନୀ ବାରମ୍ବାର ତାଙ୍କ ନାଁରେ ବିଭିନ୍ନ ପ୍ରକାର ଫେକ ଅଲିଗେସନ ଲଗାଇଛନ୍ତି।

ତାଙ୍କ କହିବା କଥା ଯେ ବର୍ଷା ତାଙ୍କର ମର୍ଯ୍ୟାଦା ହାନି କରାଇଛନ୍ତି। ସେ କେବେ ହେଲେ ଚାହୁଁଥିଲେ, ତାଙ୍କର କଥା ପଦାକୁ ଆସୁ ଦୁଇ ଜଣକଙ୍କର ସହମତିରେ ଉଭୟ ଡିଭର୍ସ କରିବା ପାଇଁ, ହେଲେ ବର୍ଷା ଏହା ହେବାକୁ ଦେଇ ନାହାନ୍ତି। ଅନୁଭବ ତାଙ୍କର ଭିଡ଼ିଓରେ କହିଛନ୍ତି ଯେ ବିବାହର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ଷା ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ରାଜି ନଥିଲେ।
ବିବାହର ଚତୁର୍ଥୀ ରାତିରେ ସେ କହିଥିଲେ କି ତାଙ୍କୁ ପୁରୁଷ ମାନଙ୍କ ସହିତ ମିଶିବା ପାଇଁ ବହୁତ ଡ଼ର ଲାଗେ। ତାଙ୍କୁ କିଛି ସମୟ ଲାଗିବ ଏଭଳି ଅନେକ ଦିନ ମାସ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ରାଜି ନଥିଲେ।

ଏଭଳି ଭାବରେ ତାଙ୍କର ସମ୍ପର୍କ ରେ ତାଙ୍କର ଫାଟ ସୃଷ୍ଟି ହୋଇଥିଲା। ତେବେ ଯେଉଁଟା ଘର ଭିତରେ ରହିବା କଥା ତାକୁ ବର୍ଷା ଏଭଳି ବାହାରକୁ ଆଣିଲେ। ସେଥିପାଇଁ ସେ ବାଧ୍ୟ ହୋଇ ଅନୁଭବ ଶେଷରେ ମୁହଁ ଖୋଲିଲେ। ବର୍ତ୍ତମାନ ସମସ୍ତେ ଅନୁଭଵଙ୍କୁ ସାଥ ଦେବା ଆରମ୍ଭ କଲେଣି। ଏପଟେ ବର୍ଷା ଗୋଟିଏ ପରେ ଗୋଟିଏ କେସ ଦେଇଚାଲିଛନ୍ତି। ଏପରି କି ଅନୁଭଵଙ୍କ ନିଜ ପୌତୃକ ଘରେ ରହିବା ପାଇଁ ଦେଇ ନାହାନ୍ତି। ବର୍ଷା ଏକୁଟିଆ ଶ୍ୱଶୁର ଘରେ ରହୁଛନ୍ତି। ତେବେ ଅନୁଭଵ ଏବଂ ତାଙ୍କର ପରିବାର ବାହାରେ ରହୁଛନ୍ତି।

ଏବେ ଅନୁଭଵ ଅନୁରୋଧ କରିଛନ୍ତି ଯେ ସେ ଯେତେ ଦାମୀ ଘର ରହିବେ ଦେବା ପାଇଁ ରାଜି ଅଛନ୍ତି। ଏଭଳି ଭାବରେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ବହୁତ ଖରାପ ଚାଲିଛି। ତେବେ ଏପଟେ ଜଣେ ମହିଳା ବର୍ଷା ଅନୁଭଵଙ୍କୁ ନେଇ ତାଙ୍କର ନିଜର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର କହିବା କଥା ଯେ ଅନୁଭଵ ଜଣେ ଅଭିନେତା ହେଲେ ବି ସେ ଜଣେ ସାଂସଦ ହୋଇ ମଧ୍ୟ ଏପରି ସୋସିଆଲ ମିଡ଼ିଆ ରେ ନିଜର ପ୍ରତିକ୍ରିୟା ରଖିଥିଲେ। ତେଣୁ ସେ ଏଭଳି କରିବା ଅଦୁ ଗ୍ରହଣୀୟ ନୁହେଁ। ଯଦି ଘର କଥା ତେବେ ବାହାରେ ପ୍ରକାଶ ନକରି ତାକୁ ନିଜ ମଧ୍ୟରେ ସମାଧାନ କରିବା ଉଚିତ। ଏଭଳି ଭାବରେ ମହିଳା ଜଣକ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।