Odisha News Portal

Jyotish Shastra- ସବୁ ଦୁଃଖ ହେଲା ଶେଷ, ଆସନ୍ତାକାଲି ଠାରୁ ଚମକିବ ଏହି 5 ଟି ରାଶିର ଭାଗ୍ୟ, ଭିକାରି ବି ହେବ କୋଟିପତି

ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର କୁ ମାନୁ ଥିବେ ତେବେ ଆପଣ ମାନଙ୍କ ପାଇଁ ଆଜିର ଏହି ଲେଖାଟି ଉପାଦେୟ ରହିବ। କାରଣ ଆମେ ଆଜି ଆପଣଙ୍କର ରାଶି ସମ୍ବନ୍ଧୀୟ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ।ଆପଣ ଜାଣିଛନ୍ତି ଆପଣଙ୍କ ଜୀବନ ରେ ରାଶିଚକ୍ର ର ଏକ ବଡ଼ ଗୁରୁତ୍ଵ ଏବଂ ମହତ୍ତ୍ଵ ରହିଛି। ଏମିତି ରେ ବି ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ଜାଣିବାକୁ ସକ୍ଷମ ହୋଇଥାଏ। ନିଜ ବିଷୟରେ ଅନେକ ଧାରଣା ପାଇ ପାରିଥାଏ।ତେବେ ଏହା ସତ ଯେ ଜନ୍ମ ତାରିଖ, ମାସ, ତିଥି ଭଳି ଗ୍ରହ ମାନଙ୍କ ର ଚଳନ ଯୋଗୁଁ ରାଶି ପାଇଁ କିଛି ନା କିଛି ପରିବର୍ତ୍ତନ ଆସିଥାଏ।

ଯେଉଁ ରାଶି ମାନଙ୍କ ଉପରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ର ଆଶୀର୍ବାଦ ଥାଏ ସେମାନଙ୍କ ପାଇଁ ସମୟ ଭଲ ଚାଲେ। ସେହିପରି ଗ୍ରହ ଅଶାନ୍ତି ହେଲେ ରାଶି ଯୁକ୍ତ ବ୍ୟକ୍ତି ପାଇଁ ଅଭିଶାପ ପାଲଟି ଯାଏ ଏବଂ ତା ଉପରେ ସକାରତ୍ମକ ପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ଏହି ଲେଖାରେ ଶନି ଦେବ ଙ୍କ କୃପାରୁ ଆଗାମୀ ଦିନରେ କେଉଁ ସବୁ ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।

ତେବେ ଯଦି ଆପଣଙ୍କ ର ରାଶି ବୃଷ , ମିଥୁନ, ତୁଳା, ଧନୁ, ମୀନ ରାଶି ଭିତରୁ ଗୋଟିଏ ହୋଇଥାଏ ତାହେଲେ ଆପଣଙ୍କ ଭାଗ୍ୟ ରେ ଆଉ ଆପଣଙ୍କ ଜୀବନରେ ଆସିବାକୁ ଯାଉଛି ନୂଆ ମୋଡ଼। ଆସନ୍ତୁ ଜାଣିବା ସେ ବିଷୟରେ, ଶନି ଦେବଙ୍କ କୃପାରୁ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି।

୧)ବୃଷ- ଶନିଦେବ ଙ୍କ କୃପାରୁ ଆପଣଙ୍କ ସମସ୍ତ ବାଧା ବିଘ୍ନ ଦୂର ହେବା ସହିତ ଆପଣଙ୍କୁ ଅନେକ ସଫଳତା ମିଳିବ ଓ କର୍ମ କ୍ଷେତ୍ରରେ ବିଜୟୀ ହେବେ।ଆପଣ ଙ୍କର ସମସ୍ତ କାର୍ଯ୍ୟ ସିଦ୍ଧି ହେବା ସହିତ ମନ ସ୍କାମନା ପୂର୍ଣ୍ଣ ହେବ।

୨)ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅନେକ ଶୁଖ ଶାନ୍ତି ମିଳିବା ସହିତ ଆପଣଙ୍କ ସନ୍ତାନ ମାନେ ପରିବାରର ପାଇଁ ସୁନାମ ଅର୍ଜନ କରିବେ। ଆପଣଙ୍କର ବହୁତ ଦିନରୁ ଚାଲି ଆସୁଥିବା ସମସ୍ୟା ଏବଂ କୋର୍ଟ କଚେରୀ ମାମାଲାରୁ ମୁକ୍ତି ମଧ୍ୟ ମିଳିବ ।

୩)ତୁଳା- ଶନିଦେବ ଙ୍କ କୃପାରୁ ସମାଜ ରେ ଆପଣଙ୍କ ର ମାନ ସମ୍ମାନ ବୃଦ୍ଧି ପାଇବା ସହିତ ଆପଣଙ୍କର ସମସ୍ତ ସମସ୍ୟା ମଧ୍ୟ ଦୂର ହେବ। ସକାରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ।

୪)ଧନୁ– ଏହି ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହେବେ ଏବଂ ଶତ୍ରୁ କୁ ଜୟ କରିବେ।ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସଫଳତା ପ୍ରାପ୍ତ କରିବେ ଓ ସମସ୍ୟା ଦୂର ହେବ।

୫)ମୀନ- ଆୟ ଭଲ ହେବ। ଚାକିରି ସୁଯୋଗ ରହିଛି। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସମସ୍ତଙ୍କର ପ୍ରିୟ ଭାଜନ ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।