ସବୁଦିନ ଦେହ ଦରଜ କହି ସ୍ଵାମୀଙ୍କ ଠାରୁ ଦୁରେଇ ଯାଉଥିଲେ ସ୍ତ୍ରୀ, ଆଉ ସ୍ଵାମୀ ପଦାକୁ ଗଲା ପରେ ବାରିପଟକୁ ଯାଇ ପ୍ରେମିକ ସହ କରୁଥିଲେ ଖରାପ କାମ, ଦିନେ ସ୍ୱାମୀ…..

ଆଜିର ସମାଜ ବହୁ ମାତ୍ରାରେ କଳୁଷିତ ହେବାରେ ଲାଗିଛି । ଆଜି ଆଉ ସ୍ବାମୀ ସ୍ତ୍ରୀ, ବାପା ପୁଅ , ଦିଅର ଭାଉଜ ଭାଇ ଭାଇ କିମ୍ବା ଗୁରୁ ଶିଷ୍ୟ କୁହନ୍ତୁ କେଉଁଠି ବି ଉତ୍ତମ ସଂପର୍କ ନାହିଁ । ତେବେ ବିଶେଷ ଭାବରେ ଦେଖିବାକୁ ଗଲେ ବା କହିବାକୁ ଗଲେ ତ ଆଗ କାଳର ପତିପତ୍ନୀଙ୍କ ସଂପର୍କ ପରି ଆଉ ଆଜିର ସମାଜରେ ପତିପତ୍ନୀଙ୍କ ସଂପର୍କ ନାହିଁ । ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଧୀରେ ଧୀରେ ବିଶ୍ୱାସ ମାତ୍ରା କମିବାରେ ଲାଗିଛି କାରଣ ଜଣେ ଜଣଙ୍କ ସହିତ ବିଶ୍ୱାସ ଘାତକ କାର୍ଯ୍ୟ କରୁଛନ୍ତି । ଆଜି ଆମେ ଆପଣଙ୍କୁ ସେହିପରି ଗୋଟିଏ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିବା ପରେ ଆପଣଙ୍କର ମଧ୍ୟ ଲୋକଟାଙ୍କୁରି ଉଠିବ ।

ତେବେ ସେହିପରି ଏକ ଘଟଣା ଯାହାକି ଜଣେ ବ୍ୟକ୍ତିର ହତ୍ୟାକାରୀ ଭାବରେ ଧରାଯାଇଛି । ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଜଣେ ବ୍ୟକ୍ତି ବିଗତ ସପ୍ତାହରେ ପୋଲିସ ପାଖରେ ଅଭିଯୋଗ କରିଥିଲେ କି ତାଙ୍କର 20 ବର୍ଷର ପୁଅ କୁଆଡେ ନିଖୋଜ ହୋଇଯାଇଛି । ଏହା ଜାଣିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ଓ ତଦନ୍ତରୁ ଜାଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତଦନ୍ତରୁ ଜଣାପଡିଥିଲା, ବ୍ୟକ୍ତି ଜଣଙ୍କର ପୁଅ ନିଖୋଜ ହୋଇନାହାନ୍ତି ବରଂ ତାଙ୍କର ହତ୍ୟା କରାଯାଇଛି ।

ପୋଲିସ ଏହାର ଖବର ପାଇବା ପରେ ଆରୋପୀ ପାଖରେ ପହଞ୍ଚିଥିଲା ଏବଂ ଆରୋପୀ ମଧ୍ୟ ତାଙ୍କର ଦୋଷ ସ୍ୱୀକାର କରିଥିଲେ । ତଦନ୍ତ ରିପୋର୍ଟ ଅନୁସାରେ, ଏହି ବ୍ୟକ୍ତିଙ୍କର ପତ୍ନୀଙ୍କ ସହ ଅନେକ ଦିନ ଧରି ଜଣେ ଯୁବକ ଅନୈତିକ ପ୍ରେମ ସମ୍ୱନ୍ଧ ଯୋଡି ହୋଇ ରହିଥିଲେ । ସେହି ବ୍ୟକ୍ତି ଜଣଙ୍କର ପତ୍ନୀ ଅନେକ ଦିନରୁ ଲୁଚି ଲୁଚି ସେହି ଯୁବକଙ୍କୁ ଦେଖା କରୁଥିଲେ । କିନ୍ତୁ ଚୋର ଘର ସବୁଦିନ ଅନ୍ଧାର ରହିନଥାଏ ।

ଦିନେ ରାତି 11 ଟା ସମୟରେ ପତିଘରକୁ ଫେରିଥିଲେ ଓ ତାଙ୍କର ପତ୍ନୀଙ୍କୁ ଘରେ ପାଇନଥିଲେ । ସେ ତାଙ୍କର ମାଁଙ୍କୁ ପଚାରିବାରୁ ମାଆ କହିଥିଲେ କି ବହୁ ଶୌଚ କରିବା ପାଇ ବାହାରକୁ ଯାଇଛି । ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାରୁ ତାଙ୍କ ପତ୍ନୀ ନିଶା ଘରକୁ ଫେରି ନଥିଲେ ଏବଂ ଏହି ବ୍ୟକ୍ତି ଜଣକ ସନ୍ଦେହ କରିଥିଲେ ।

ସେଥିପାଇଁ ବ୍ୟକ୍ତି ଜଣକ ଖେତରେ ଯାଇ ଦେଖିଲେ ତାଙ୍କ ପତ୍ନୀ ନିଜ ପ୍ରେମୀକଙ୍କ ସହ ଖେତରେ ଅଛନ୍ତି । ଆଉ ବ୍ୟକ୍ତି ଜଣକ କ୍ରୋଧରେ ତାଙ୍କ ପତ୍ନୀଙ୍କ ପ୍ରେମୀକକୁ ଏକ କୁରାଢିରେ ହାଣି ଦେଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ସେହି ମୃତ ଶରୀରକୁ ଏକ ପ୍ଲାଷ୍ଟିକ ଜରି ଆଣି ସେଥିରେ ପୁରାଇ ସେହି ଖେତରେ ଏକ ଗାତ ଖୋଳି ପୋତି ଦେଇଥିଲେ ବ୍ୟକ୍ତି ଜଣକ ।

ତେବେ ବ୍ୟକ୍ତି ଜଣଙ୍କର ପତ୍ନୀ ସର୍ବଦା ପେଟ ଯନ୍ତ୍ରଣାର ବାହାନା କରି ନିଜ ପତୀଙ୍କ ଠାରୁ ଦୂରେଇ ରହୁଥିଲେ । ପୋଲିସ ର ରିପୋର୍ଟ ଅନୁସାରେ ଉକ୍ତ ପ୍ରେମୀଙ୍କୁ ଅନୈତିକ ସମ୍ୱନ୍ଧକୁ ନେଇ ଆକ୍ରମଣ କରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା । ଆରୋପୀ ତାଙ୍କର ଦୋଷ ମଧ୍ୟ ସ୍ୱାକାର କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment