Odisha News Portal

ସାବଧାନ ! ସାବିତ୍ରୀ ବ୍ରତରେ କରନ୍ତୁ ନାହିଁ ଏହି ୬ ଟି ଭୁଲ, ନଚେତ୍ ସ୍ୱାମୀଙ୍କ ହେବ ଅକାଳ ମୃତ୍ୟୁ

ଚଳିତ ବର୍ଷ ଜୁନ 10 ତାରିଖ ରେ ପଡୁଛି ମାହା ସାବିତ୍ରୀ ବ୍ରତ ଅମାବାସ୍ୟା , ଯଦି ଆପଣ ସାବାତ୍ରୀ ଅମାବାସ୍ୟା ଦିନ ଏହି 6 ଟି ଭୁଲ କରୁଛନ୍ତି ତ ଆପଣଙ୍କ ସ୍ୱାମୀଙ୍କ ଆୟୁଷ କମ ହୋଇପାରେ । ତେବେ ଆସନ୍ତୁ ଜାଣିବା ସେହି 6 ଗୋଟି ଭୁଲ କାର୍ଯ୍ୟ , ଯାହା ସ୍ୱାମୀ ମାନଙ୍କ ପାଇଁ ବିପଦ ଆଣିଦେଇଥାଏ ।

1 କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ :-

ଏହି ଦିନ ଆପଣ ସକାଳୁ ସ୍ନାନ କରି ପୂଜା କରନ୍ତୁ ଏବଂ ସାବିତ୍ରୀ ଅମବାସ୍ୟା ଦିନ କଳାରଙ୍ଗର ପୋଷାକ ପିନ୍ଧି କଦାବି ପୂଜା କରନ୍ତୁ ନାହିଁ , ଏବମ ନାଲି ରଙ୍ଗ ମା ସାବିତ୍ରୀଙ୍କର ପ୍ରିୟ ହୋଇଥାଏ । ତେଣୁ ଆପଣ ନାଲି ରଙ୍ଗ ର ଶାଢୀ ପିନ୍ଧି ପୂଜା କରି ପାରିବେ ।

2 ପୂଜା କରିଥିବା ଫଳ ଖାଆନ୍ତୁ ନାହିଁ :-

ମା ସାବିତ୍ରୀଙ୍କ ପୂଜା ସାରି ଯେଉଁ ଭୋଗ ଆପଣ ବାଣ୍ଟୁଛନ୍ତି ବା ଅନ୍ୟକୁ ଦାନ କରୁଛନ୍ତି ସ ସେହି ଭୋଗ ନିଜେ କଦାପି ଖାଆନ୍ତୁ ନାହିଁ । ଆପଣ ସେହି ଭୋଗକୁ ବାଣ୍ଟି ଦିଅନ୍ତୁ ନିଜେ କଦାପି ଖାଆନ୍ତୁ ନାହିଁ । ନଚେତ୍ ଆପଣଙ୍କ ସ୍ୱାମୀଙ୍କ ଆୟୁଷ କମି ଯାଇପାରେ ।

3 ଛୁତିକା ହୋଇଥେଲେ ବ୍ରତ କରନ୍ତୁ ନାହିଁ :-

ଯଦି ଆପଣଙ୍କ ଘରେ ଛୁତିକିଆ ହୋଇଥାଏ ତାହେଲେ ସାବିତ୍ରୀ ବ୍ରତ ରଖିବେ ନାହିଁ କିମ୍ୱା ମନ୍ଦିର ଯିବେ ନାହିଁ । ଘରେ ଯଦି କାହାର ମୃତ୍ୟୁ ହୋଇଥାଏ ବା ଶିଶୁ ଜନ୍ମ ହୋଇଥାଏ ତେବେ ସେହି ସମୟରେ ପୂଜାପାଠ କରିବା ଶାସ୍ତ୍ରରେ ବାରଣ କରାଯାଇଛି ।

4 ସିଲେଇ କରିବା , ମାଟି ଖୋଳିବା , ଆଦି କାର୍ଯ୍ୟ କରନ୍ତୁ ନାହିଁ :-

ସାବିତ୍ରୀ ଅମବାସ୍ୟା ଦିନ ମହିଳାମାନେ ଉପବାସ ରହିଥାନ୍ତି କିନ୍ତୁ ପୂଜା ସାରିବା ପରେ କିଛି ନା କିଛି କାମ କରିଥାନ୍ତି । କିନ୍ତୁ ମହିଳା ମାନଙ୍କୁ ଏହି ଦିନ କିଛି କାମରୁ ନିବୃତ ରହିବା ଉଚିତ , ଯେପରିକି ସିଲେଇ କରିବା , ମାଟି ଖୋଳିବା , କୌଣସି ସାମଗ୍ରୀ କାଟିବା ବା ପରିବା ଆଦି ଛେଲିବା ମନା ହୋଇଥାଏ । ତେଣୁ ଏହି କାମ ସାବିତ୍ରୀ ଆମାବାସ୍ୟା ଦିନ ଭୁଲରେ ମଧ୍ୟ କରନ୍ତୁ ନାହିଁ ।

5 ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ :-

ସାବିତ୍ରୀ ଅମାବାସ୍ୟା କରିଥିବା ମହିଳା ମାନେ ସେହି ଦିନ ଶାରୀରିକ ସମ୍ପର୍ରକ ଆଦି ବାରଣ ରହିଥାଏ । ଭୁଲରେ ମଧ୍ୟ ସେହି ଦିନ ରାତ୍ରୀରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ , ନଚେତ୍ ବହୁତ ଅସୁବିଧା ହୋଇପାରେ ।

6. ରାତିରେ ବାହାରେ କପଡା ଶୁଖାନ୍ତୁ ନାହିଁ :-

ସାବିତ୍ରୀ ଅମାବାସ୍ୟା ଦିନ ରାତିରେ ବାହାରେ କପଡା ଶୁଖିବା ଦ୍ୱାରା ଖରାପ ଶକ୍ତିର ପ୍ରଭାବ ପଡିଥାଏ । ତେଣୁ ଭୁଲରେ ବି ସାବିତ୍ରୀ ଅମାବାସ୍ୟା ଦିନ ରାତିରେ ବାହାରେ କପଡା ଶୁଖାନ୍ତୁ ନାହିଁ ।ନଚେତ୍ ଆପଣଙ୍କ ଆୟୁଷ ଓ ସ୍ୱାମୀଙ୍କର ଆୟୁଷ କମିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।