ହଁ ଦର୍ଶକ ବନ୍ଧୁ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଅନେକ ପ୍ରକାରର ନିୟମ ମାନ ରହିଛି |ଆଉ ସେହି ନିୟମ ଗୁଡିକୁ ମଧ୍ୟ ଆମେ ମାନିକି ଚଳିବ ଫଳରେ ଆମର ଅନେକ ଲାଭ ହୋଇଥାଏ ଓ ଘର ସହିତ ଆମର ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ପ୍ରକାରର ସୁଖ ଆଉ ଶାନ୍ତି ଭରିଯାଇଥାଏ ବୋଲି ମଧ୍ୟ କୁହାଯାଏ | ତେବେ ଆଜି ମୁଁ କହିବାକୁ ଯାଉଛି ତୁଳସୀ ଗଛ ବିଷୟରେ | ତେବେ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ତୁଳସୀ ଗଛ କୁ ପୂଜା କରିବା ସହିତ ବିଭିନ୍ନ ଧର୍ମ କାର୍ଯ୍ୟରେ ମଧ୍ୟ ଲଗାଇଥାଉ ବୋଲି କୁହାଯାଏ | ତେବେ ଆସନ୍ତୁ ଜାଣିବା ଏହି ତୁଳସୀ ଗଛ କି କେଉଁ ନାରୀ ମାନେ ପୂଜା କରିବା ଯୋଗୁ ଅମଙ୍ଗଳ ହୋଇଥାଏ, ସେ ବିଷୟରେ ଆଲୋଚନା କରିବା |
ତେବେ ଆମେ ଜାଣିଛୁ କି ତୁଳସୀ ଗଛ କୁ ଆମେ ପୂଜା ଆଉ ଧାର୍ମିକ କାର୍ଯ୍ୟ ରେ ବ୍ୟବହାର କରିଥାଉ | ଏହା ବ୍ୟତୀତ ତୁଳସୀ ଗଛ ପରିତ୍ରତା ଓ ସ୍ଵଚ୍ଚତା ର ମଧ୍ୟ ପରିଚୟ ଦେଇଥାଏ ବୋଲି କୁହାଯାଉଛି |ତେବେ ତୁଳସୀ ଗଛ 4 ପ୍ରକାରର ହୋଇଥାଏ ଯଥା ରାମ ତୁଳସୀ, ଶ୍ୟାମ ତୁଳସୀ, ସିଧବିଷ୍ଣୁ ଓ ବନ ତିଳସୀ | ତେବେ କୁହାଯାଏ କି ଏକାଦଶୀ ରେ ତୁଳସୀ ର ବିବାହ ମଧ୍ୟ କରାଯାଇଥାଏ |
ତେବେ କେଉଁ 3 ପ୍ରକାରର ସ୍ତ୍ରୀ ତୁଳସୀ ଗଛ ର ପୂଜା କରିବା ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା :-
1- ତେବେ କୁହାଯାଉଛି କିଆସିକି ଧର୍ମ ହୋଇଥିବା ମହିଳା ମାନେ ଅପବିତ୍ର ହୋଇଥାନ୍ତି ଓ ଅସ୍ୱଚ୍ଛ, ଅଛୁଆଁ ହୋଇଥାନ୍ତି | ତେବେ ସେହି ମହିଳା ମାନେ ପୂଜା ଆଜି ଶୁଭ ପର୍ବ ରେ ସେମାନେ ଯୋଗ ନ ଦେବା ଭଲ ହୋଇଥାଏ | ଆଉ ଯଦି ସେମାନେ ପୂଜା ଆଦି ପର୍ବ ରେ ଯୋଗ ଦେବେ ତାହେଲେ ଅଶୁଭ ହେବାର ମଧ୍ୟ ସମ୍ଭାବନା ଥାଏ ବୋଲି ମଧ୍ୟ କୁହାଯାଉଛି |2-ତେବେ ଏହା ବ୍ୟତୀତ ଯେଉଁ ନାରୀ ମାନେ ଚରିତ୍ର ହୀନ ହୋଇଥାନ୍ତି ଓ ନୀଚ୍ଚ ପ୍ରକୃତିର ହୋଇଥାନ୍ତି |ଏହା ବ୍ୟତୀତ ଯେଉଁ ମାନଙ୍କର ମନରେ ଖାଲି ପାପ ଭରିକି ରହିଥାଏ ଓ ମନ ରେ ମଧ୍ୟ କୁ ପ୍ରକୃତି ଗତ ଚିନ୍ତା ଚାଲିଥାଏ ଆଉ ଏହିଭଳି ଖରାପ ଓ ଦୃଷ୍ଟ ଚିନ୍ତାଧାରା ଥିବା ମହିଳା ଯଦି ତୁଳସୀ ପୂଜା କରିବେ ତାହେଲେ ତୁଳସୀ ଗଛ ଶୁଖିକି ମରିଯାଇଥାଏ ବୋଲି ମଧ୍ୟ କୁହାଯାଏ | ତେଣୁ ସେହି ମହିଳା ମାନେ ତୁଳସୀ ପୂଜା କରିବା ଉଚିତ ନୁହଁ |
3-ଏହା ଛଡା ଆହୁରି ମଧ୍ୟ କୁହାଯାଉଛି କି ଯେଉଁ ମାନେ ଅବିବାହିତ ସ୍ତ୍ରୀ ଓ ମହିଳା ମାନେ ଅଛନ୍ତି ସେମାନେ ମଧ୍ୟ ପୂଜା କରିବା ଅଶୁଭ ହୋଇଥାଏ ବୋଲି କୁହାଯାଉଛି | ଏହା ଛଡା ତୁଳସୀ ଗଛ ମୂଳରେ ଝାଡୁ , ଚପଲ, ଅନ୍ୟାନ୍ୟ ଗଛ ମଧ୍ୟ ଲଗାଇବା ଅଶୁଭ ହୋଇଥାଏ ବୋଲି କୁହାଯାଉଛି ଯାହା ଘରର ଅଶାନ୍ତି କରେଇଥାଏ |
ତେବେ ଏହା ଥିଲା ସେହି 3 ଟି ପ୍ରକୃତିର ମହିଳାଙ୍କ ବିଷୟରେ ଯେଉଁ ମାନେ ତୁଳସୀ ର ପୂଜା କରିବା ଅନୁଚିତ ହୋଇଥାଏ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।