Odisha News Portal

ସାବାସ୍…ବାପା ହେବ ତ’ ଏମିତି.. ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ Video

ବିଭିନ୍ନ ସମୟରେ ଏମିତି ସବୁ ଭିଡ଼ିଓ ଭାଇରଲ ହୋଇଥାଏ ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ କିଛି ଭିଡ଼ିଓ ରୁ କିଛି ଶିଖିବା ପାଇଁ ମିଳି ଥାଏ। ତେବେ ଏଠାରେ ଏକ ଭିଡ଼ିଓ ସମ୍ନାକୁ ଆସିଛି ଯାହା ଆପଣ ମାନେ ଦେଖିବା ପରେ ମୁଣ୍ଡରେ ହାତ ଦେବେ। ଜଣେ ଦିବ୍ୟଙ୍ଗ ର ଏମିତି ସ୍ନେହ ଛୁଆ ପ୍ରତି ତାହା ସମସ୍ତଙ୍କୁ ଚମକାଇ ଦେଇଛି। ଏହିଠାରେ ଏକ ବିରଳ ଘଟଣା ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ଏଠାରେ ଜଣେ ବାପା ଏମିତି କିଛି କରିଛନ୍ତି ତାହା ପାଇଁ ଏବେ ବାଃ ବାଃ ସମସ୍ତେ କହିଛନ୍ତି ଯାହା ଆପଣ ମାନେ ଏଠାରେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।ଆଉ ଜଣେ ବାପା ହିସାବରେ ଯେତିକି ନିଜର ଛୁଆ ପ୍ରତି ସ୍ନେହ ରହିଛି ତାହା ବର୍ତ୍ତମାନ ସମୟରେ ଦେଖିବା ପରେ ସମସ୍ତେ ଚମକି ପଡିଛନ୍ତି। ଏବେ ତାଙ୍କର ଏମିତି ପରିସ୍ଥିତିରେ ନିଜ ଛୁଆ ଙ୍କ ପ୍ରତି ଯେଉଁ ପ୍ରକାର ଭଲ ପାଇବା ରହିଛି ତାହା ସମାଜ ରେ ଏକ ଉଦାହରଣ ପାଲଟିଛି। ତାଙ୍କର ଯେଉଁଭଳି କର୍ତ୍ତବ୍ୟ ରହିଛି ଯାହାକୁ ଦେଖିବା ପରେ ପ୍ରଶଂସା ନ କରି ରହି ପାରିବେ ନାହିଁ।

ସେହି ଜଣେ ବ୍ୟକ୍ତି ହୋଉଛନ୍ତି ଦିବ୍ୟଙ୍ଗ ଯାହାର ଯତ୍ନ ନେବା ପାଇଁ ଜଣେ ବ୍ୟକ୍ତି ନିହାତି ଆବଶ୍ୟକ ହେଲେ ଏଠାରେ ସବୁ କିଛି ଓଲଟା ଯଉଁଆ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏବେ ସେହି ବ୍ୟକ୍ତି ଜଣଙ୍କର ଏମିତି ଅବସ୍ଥାରେ ନିଜର ଛୁଆ ପ୍ରତି ଯେଉଁ ପ୍ରକାର ସ୍ନେହ ଓ ମମତା ରହିଛି ତାହା ଏବେ ଆପଣ ମାନେ ବୋଧ ହୁଏ ବହୁତ କମ ଦେଖିଥିବେ। ଆଉ ଏବେ ସେହି ଭିଡ଼ିଓ ଟି ଦେଖିବା ପରେ ଜଣେ ବାପା ର ଛୁଆ ପ୍ରତି ଯେଉଁଭଳି କର୍ତ୍ତବ୍ୟ ରହିଛି ତାହା ଦେଖିବା ପରେ ଆଖିରୁ ଲୁହ ଆସି ଯାଉଛି। ଏମିତି ଏବେ ଭିଡ଼ିଓ ଟି ଅଧିକାଂଶ ଲୋକ ଦେଖିବା ପରେ ସମସ୍ତେ ଏହାକୁ ଶେୟାର ମଧ୍ୟ କରିଛନ୍ତି ଯାହା ଏଠାରେ ଜାଣିବାକୁ ମିଳିଛି।ସେହି ବାପା ଜଣଙ୍କର ନିଜର ଏମିତି ଅବସ୍ଥା ଯେଉଁ ସମୟରେ ତାଙ୍କର ଜଣେ ଯତ୍ନ ଓ ବୁଝା ମୁଣା କରିବା ଦରକାର ସେହି ସମୟରେ ନିଜ ଛୁଆ ଙ୍କ ପ୍ରତି ଏମିତି ଭଲ ପାଇବା ତାହା ବିଚକ୍ଷଣ ସୃଷ୍ଟି କରିଛି।

ଏବେ ଏଠାରେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି ଜଣେ ବାପା ତାର ଛୁଆ ଙ୍କୁ ନେଇ ସ୍କୁଲ କୁ ନେବା ଆଣିବା କରୁଥିବାର ଦୃଶ୍ୟ ନଜରକୁ ଆସିଛି। ଆଉ ଏଠାରେ ସେହି ବ୍ୟକ୍ତି ଜଣଙ୍କ ହୋଇଛନ୍ତି ଦିବ୍ୟଙ୍ଗ ତାଙ୍କର ଟ୍ରାଇ ସାଇକେଲ ରେ ନେଇକି ଛୁଆ ଙ୍କୁ ଛାଡିବାକୁ ଯାଉଛନ୍ତି ଯାହା ଏଠାରେ ଦେଖିବାକୁ ମିଳିଛି। ଆଉ ସବୁ ବାପା ଓ ମା ଯେପରି ଛୁଆ ମାନଙ୍କୁ ସ୍କୁଲ କୁ ନେଇ ଯାଆନ୍ତି ଠିକ ସେହିପରି ଦିବ୍ୟଙ୍ଗ ହୋଇଥିଲେ ମଧ୍ୟ ନିଜ ଟ୍ରାଇ ସାଇକେଲ ରେ ଛୁଆ ଙ୍କୁ ନେଇ ଯାଉଛନ୍ତି ସ୍କୁଲ କୁ ଛାଡିବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।