Odisha News Portal

ସାବଧାନ ! Periods ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ , ନଚେତ୍ ଜୀବନରେ କେବେ ବି ଗର୍ଭବତୀ ହୋଇ ପାରିବେ ନାହିଁ

ଅନେକ ମହିଳା ମାନଙ୍କୁ ପରିୟଡ୍ସ ସମୟରେ ନେବା କୁ ଥିବା ସଚେତନ ବିଷୟରେ ଜଣା ନଥାଏ । ଯାହାଫଳରେ ସେମାନେ ଏପରି କିଛି ଭୁଲ କରି ଦେଇଥାନ୍ତି ଯଦ୍ୱାରା ସେମାନଙ୍କର ପିଲା କନସିଭ ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ସେହି ଭୁଲ ଗୁଡିକ ବିଷୟରେ ।

1. ଗାଧନ୍ତୁ ନାହିଁ :-

ଯେତେବେଳେ ଜଣେ ମହିଳାର ପରିୟଡ୍ସ ହୋଇଥାଏ , ସେତେବେଳେ ଆମ ବଡିରେ ହିଟ୍ ରିଲିଜ ହୋଇଥାଏ । ବଡିରେ ଯେଉଁ ଗରମ ଥାଏ ତାହା ପିରିୟଡ୍ସ ହିସାବରେ ବାହାରିଥାଏ , ଯେତେବେଳେ ଶରୀର ଗରମ ଥିବ ତା ଉପରେ ଆପଣ ଥଣ୍ଡା ପାଣିରେ ଗାଧଉଛନ୍ତି ତ ସେତେବେଳେ ଦେଖିବେ ବ୍ଲିଡିଙ୍ଗ ତୁରନ୍ତ ବନ୍ଦ ହୋଇ ଯାଇଥାଏ । ତେଣୁ ଯେତେବେଳେ ବି ଆପଣଙ୍କର ପରିୟଡ୍ସ ହେଉଛି ସେତେବେଳେ ଆପଣ ଉଷମ ପାଣିରେ ଗୋଡ ହାତ ପୋଛି ଦିଅନ୍ତୁ ।

2. ଚଟପଟା ବା ଲୁଣି ଖାଦ୍ୟରୁ ଦୂରେଇ ରୁହନ୍ତୁ :-

ପିରିୟଡ୍ସ ସମୟରେ ବହୁ ଜଣଙ୍କୁ ଚଟପଟା ବା ଲୁଣି ଖାଦ୍ୟ ଖାଇବାକୁ ଭଲ ପାଇଥାନ୍ତି । କିନ୍ତୁ ଯେଉଁ ମାନେ ପିଲା କନସିଭ୍ କରିବା ପାଇଁ ଚାହୁଁଛନ୍ତି ସେମାନେ ଏହି ପିରିୟଡ୍ସ ସମୟରେ ଏହି ସବୁ ଖାଦ୍ୟ ଠୁ ଦୂରେଇ ରୁହନ୍ତୁ । ଯଦି ଆପଣ ମାନେ ସର୍ଦି ପାଇସି ଫୁଡ୍ ଏଇ ଟାଇପର ଆଇଟମ ଖାଉଛନ୍ତି , ସେହି ସମୟରେ ହରୋମନ ଇନବାଲାନ୍ସ ହୋଇଥାଏ । ଯାହାଫଳରେ ଅଣ୍ଡାର କ୍ୱାଲିଟି ସେତେ ଭଲ ହୋଇ ନଥାଏ । ତେଣୁ ଆପଣ ମାନେ ଡକ୍ଟରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ଅଟେ ।

3. ଚା ବା କଫି ପିଅନ୍ତୁ ନାହିଁ :-

ଅଧିକାଂଶ ମହିଳାମାନେ ନିଜ ପରିୟଡ୍ସ ଟାଇମରେ ଚା କଫି ପିଇବା ପାଇଁ ଅଧିକ ପ୍ରିଫର କରିଥାନ୍ତି । କିନ୍ତୁ ଧ୍ୟାନ ରଖନ୍ତୁ ଯେଉଁମାନେ ଚାବା କଫି ସେବନ କରୁଛନ୍ତି ତାହା ତୁରନ୍ତ ବନ୍ଦ କରନ୍ତୁ । ତା ବଦଳରେ ଆପଣ ମାନେ ଉଷମ କ୍ଷୀର ନେଇ ପାରିବେ , ଚା ବା କଫି ପିଇବା ଦ୍ୱାରା ଏଗ୍ ର କ୍ୱାଲିଟି କମ ହୋଇଥାଏ । ତା ସହିତ ପିରିୟଡ୍ସ ସମୟରେ ପେଟରେ ଯେଉଁ ଦରଜ ଆସିଥାଏ ତାହାକୁ ଦୂର କରିବା ପାଇଁ ହଟ୍ ୱାଟର ସେକ ଦେବା ସହ ଉଷମ କ୍ଷୀରରେ ଅଧା ଚାମଚ ହଳଦୀ ମିଶେଇ ସେବନ କରନ୍ତୁ ।

4. ପ୍ରାଇଭେଟ ପାର୍ଟରେ ସାବୁନ ୟୁଜ କରନ୍ତୁ ନାହିଁ :-

ଅନେକ ମହିଳା ମାନେ ପିରିୟଡ୍ସ ସମୟରେ ଅଧିକ କ୍ଲିନ ଓ ହାଇଜିନ ରହିବା ପାଇଁ ପ୍ରାଇଭେଟ ପାର୍ଟରେ ସାବୁନ ରେ ୱାସ କରିଥାନ୍ତି । ମାତ୍ର ସେହି ଭୁଲ କରନ୍ତୁ ନାହିଁ , ଫିଟିକିରି ପାଣି ବା ଜୁଆଳି ପାଣି ରଖନ୍ତୁ ସେହି ପାଣିରେ ଆପଣ ମାନେ ୱାସ କରନ୍ତୁ ।

5. ପେ଼ଡ୍ କୁ ସଠିକ୍ ସମୟରେ ଚେଞ୍ଜ କରନ୍ତୁ :-

ମହିଳା ମାନେ ଯେଉଁ ପେ଼ଡ୍ ୟୁଜ କରୁଛନ୍ତି , ତାହାକୁ କଣ୍ଟିନ୍ୟୁ 12 ଘଣ୍ଟା ବା 8 ଘଣ୍ଟା ପିନ୍ଧନ୍ତୁ ନାହିଁ । ପ୍ରତି 4 ରୁ 6 ଘଣ୍ଟାରେ ଥରେ ଚେଞ୍ଜ କରନ୍ତୁ । ପିଲା କନସିଭ୍ କରିବା ପାଇଁ ପ୍ରଥମେ ନିଜର କେୟାର ନେବା ନେବା ଅତ୍ୟନ୍ତ ଜରୁରୀ । ଏଥିସହିତ ପିଲା କନସିଭ କରିବା ପାଇଁ ବା ପିରିୟଡ୍ସ ଠିକ୍ ଭାବରେ ହେବା ପାଇଁ ଆପଣ ମାନେ ଏକ ଅଧା ଇଞ୍ଚର ଅଦାମିଶା ଚା ସେବନ କରନ୍ତୁ । ଏହା ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।