Odisha News Portal

ସବ୍ୟସାଚ୍ଚୀ ଙ୍କ ବଡ ଖୁଲାସା ! ବିବାହ କରିବେ ଓଲିଉଡ୍ ଜଗତର ପପୁଲାର ଯୋଡି ଅଭିନେତା ସବ୍ୟ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ! ଜାଣନ୍ତୁ ପୁରା ସତ୍ୟତା ସମ୍ପର୍କରେ….

କରୋନା ମହାମାରୀ ସମୟରେ ଓଡିଶାର ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରି ଦେବଦୂତ ସାଜିଥିବା ଅଭିନେତା ସବ୍ୟସାଚୀ ବାହାର ରାଜ୍ୟରୁ ନିଜ ରାଜ୍ୟକୁ ଫେରାଇ ଆଣିଥିବା ହଜାର ହଜାର ଲୋକଙ୍କ ପାଇଁ ସାଜିଛନ୍ତି ଦେବଦୂତ । 1985 ମସିହା ଅକ୍ଟୋବର 6 ତାରିଖରେ ଜନ୍ମ ଓଡିଆ ବଙ୍ଗାଳୀ ଏବଂ ତେଲୁଗୁ ପିଲ୍ମରେ ସେ କାମ କରିସାରିଛନ୍ତି । 2007 ମସିହାରେ ରିଲିଜ ହୋଇଥିବା ପାଗଳ ପ୍ରେମୀରୁ ସେ ଓଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ଏହା ପରେ ପରେ ସବ୍ୟସାଚୀ ମିଶ୍ର ଜଣେ ଆଲବମ ଜଗତରେ ଲୋକପ୍ରିୟ ଅଭିନେତା ଭାବେ ପରିଚିତ ହେଲେ । ଅନେକ ହିଟ ଆଲବମ ଦେଇ ସେ ଏହି ସମୟରେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ସବ୍ୟସାଚୀ ଅନ୍ୟ ହିରୋଇନ ମାନଙ୍କ ସହ କାମ କରିଛନ୍ତି କିନ୍ତୁ ଓଡିଶାର ଦର୍ଶକ ସବ୍ୟସାଚୀଙ୍କୁ ଅର୍ଚିତାଙ୍କ ସହିତ ବେଶି ପସନ୍ଦ କରନ୍ତି ।

ସବ୍ୟ ଅର୍ଚିତାଙ୍କ ଯୋଡି ଓଡିଶାର ସବୁ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଗୋଟିଏ । କଳିଙ୍ଗ ଟିଭିର ଏକ ସାକ୍ଷାତ କାରରେ ପଚାରା ଯାଇଥିଲା କି ସେ କେଉଁ ହିରୋଇନଙ୍କ ସହିତ କାମ କରିବା ପାଇଁ ବେଶି ପସନ୍ଦ କରନ୍ତି । ଉତ୍ତରରେ ସେ କହିଥିଲେ ତାଙ୍କୁ ସମସ୍ତ ନାୟିକାଙ୍କ ସହ କାମ କରିବା ପାଇଁ ଭଲ ଲାଗେ । ଅନ୍ୟ ଏକ ପ୍ରଶ୍ନରେ ପଚାରା ଯାଇଥିଲା କି ଆପଣ ଏବଂ ଅର୍ଚ୍ଚିତାଙ୍କର ବିବାହ ହେବକି । ସବ୍ୟ ଏହାର ଉତ୍ତର ବହୁତ ମଜାଳିଆ ଢଙ୍ଗରେ ଦେଇଥିଲେ ଏବଂ କହିଥିଲେ କି ମୁଁ ଜାଣିପାରୁନାହିଁ କିପରି ଦର୍ଶକ ମାନେ ଏହା ଜାଣିପାରୁଛନ୍ତି ।
ଅର୍ଚ୍ଚିତାଙ୍କୁ ସର୍ବ ପ୍ରଥମେ ମୋତେ ଆଣିଦେଲ ଲକ୍ଷେ ପଗୁଣ ସିନେମାରେ ଦେଖିବାକୁ ପାଇଥିଲେ ମୋ ସହ । ତାପରେ ମୁଁ ସେହି ଚଳଚିତ୍ରରେ ନଜର ଆସିଥିଲି । ଏହି ପିଲ୍ମ ବହୁତ ହିଟ ହୋଇଥିଲା ଏବଂ ଏହାର ଗୀତ ମଧ୍ୟ ବହୁତ ସୁନ୍ଦର ଥିଲା । ଏହା ପରେ ତାଙ୍କର ଏବଂ ମୋର ଯୋଡିକୁ ନେଇ କରି ବହୁଚ ଚର୍ଚ୍ଚା ହେଲା । ତେବେ ଏପରି ଚର୍ଚ୍ଚାକୁ ମୁଁ କେବେ ଖରାପ ଭାବିନାହିଁ ।

କାହିଁକିନା ପ୍ରତ୍ୟେକ ସେଲିବ୍ରେଟୀଙ୍କର ନାମରେ ଏପରି କିଛି ଚର୍ଚ୍ଚା ଲାଗି ରହିଥାଏ । ସବ୍ୟ ଏବଂ ଅର୍ଚ୍ଚିତାଙ୍କୁ ନେଇ କିଛି ମୁହଁ ଖୋଲି ନାହାନ୍ତି ସବ୍ୟସାଚୀ । ଏହା ସହ କହିଛନ୍ତି କି ଆମର ଯଦି ବିବାହ ହେବାର ଅଛି ତେବେ ତାହା ସମୟ କହିବ । ତେବେ ସବ୍ୟଙ୍କର ଏହି ପ୍ରକାର ଉତ୍ତରରୁ ଜଣାପଡୁଛି କି ଆଗକୁ କିଛି ଘଟିବା ପାଇଁ ଯାଉଛି । ତେବେ ଆଗକୁ ଏହା ବିଷୟରେ ଜଣାପଡିବ କି ସବ୍ୟ ଏବଂ ଅର୍ଚ୍ଚିତାଙ୍କର ବିବାହ ହେବ କି ନାହିଁ ମାତ୍ର ଏତେଦିନ ଯାଏ ଏହାକୁ ସବ୍ୟ ସ୍ପଷ୍ଟ କରିନାହାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।